Browsing Tag

maa bhandar gharani’s peetha

ବିନା ଭକ୍ତରେ ଆରମ୍ଭ ହେଲା ମାଆ ଭଣ୍ଡାର ଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା

କରୋନା ଛଡାଇନେଉଛି ଉତ୍ସବର ମାହୋଲ। ଯେଉଁଠାରେ ଭକ୍ତଙ୍କ କୋଳାହଳରେ ପୀଠ ଫାଟି ପଡିବା କଥା ସେଠି ଆଜି ଖାଁ ଖାଁ। ଲାଗୁଛି ସତେ କରୋନା ରାକ୍ଷସ ନିଜର ଆଧିପତ୍ୟ ଜାହିର କରୁଛି। ଭକ୍ତଙ୍କ ଠାରୁ ଭଗବାନଙ୍କୁ ଓ ଭଗବାନଙ୍କ ଠାରୁ ଭକ୍ତଙ୍କ ମଧ୍ୟରେ ବିରାଟ ପାଚେରୀ ସୃଷ୍ଟି କରୁଛି, ଯାହାକୁ ନେଇ…