Browsing Tag

maa budhi thakurani yatra

ଆରମ୍ଭ ହୋଇଛି ଭଞ୍ଜନଗରର ପ୍ରସିଦ୍ଧ ମା’ ଠାକୁରାଣୀ ଯାତ୍ରା, ଘଟବୋହି ସହର ପରିକ୍ରମା କରିଥାନ୍ତି ମହିଳା ମାନସିକଧାରୀ

କେନ୍ୟୁଜ୍‌(ବ୍ୟୁରୋ): ସରିଛି ରଙ୍ଗତୁଳୀର ଶେଷସ୍ପର୍ଶ । ସଜେଇ ହୋଇଛି ମାଆଙ୍କ ଘଟ । ଆକର୍ଷଣୀୟ ହୋଇଛି ମୁଖ୍ୟ ଓ ପାର୍ଶ୍ୱ ଦେବୀଙ୍କ ଘଟପ୍ରତିମା । ବିଭିନ୍ନ ଅଳଙ୍କାର ଓ ଫୁଲ ଧାରଣ କରି ମାନସିକ ଧାରୀ ମହିଳା ଭକ୍ତଙ୍କ ସହ ନଗର ଭ୍ରମଣରେ ବାହାରିବେ ମାଆ । ୨୧ଦିନ ବ୍ୟାପି ଚାଲିବ ମାଆଙ୍କ ଏହି…

ଠାକୁରାଣୀ ଯାତ୍ରା ସମୟ ନିର୍ଘଣ୍ଟ, ପାରମ୍ପରିକ ରୀତିରେ ଲାଗିଲା ଶୁଭ ଖୁଣ୍ଟି

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଆଜି ବିଳମ୍ବିତ ରାତିରେ ପାରମ୍ପରିକ ରୀତିରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ଏପ୍ରିଲ ୪ ମଧ୍ୟ ରାତ୍ରରୁ ଆରମ୍ଭ ହେବ ବୁଢ଼ି ଠାକୁରାଣୀ ଯାତ୍ରା । ଦେଶୀ ବେହେରା ସାହିକୁ ଯିବେ ମା ବୁଢ଼ୀ ଠାକୁରାଣୀ ।…

ଘଟ ଯାତ୍ରା ପାଇଁ ଉତ୍ସବ ମୁଖର ନବରଙ୍ଗପୁରର ମା’ଭଣ୍ଡାର ଘରଣୀଙ୍କ ପୀଠ, ଜାଣନ୍ତୁ ଏହାର ପରମ୍ପରା ଓ କିମ୍ବଦନ୍ତୀ

ନବରଙ୍ଗପୁର(କେନ୍ୟୁଜ୍): ଚାଲିଛି ଚୈତ୍ର ମାସ। ମାଆ ବାହାରିଛନ୍ତି ସହର ବୁଲି। ଝୁଣା ଧୂପ ର ବାସ୍ନାରେ ମହକି ଉଠୁଛି  ସାରା ପରିବେଶ। ଦୀର୍ଘ ଦୁଇ ବର୍ଷ ପରେ ମିଳନ ହେଇଛି ଭକ୍ତ ଆଉ ଭଗବାନଙ୍କର ।  ମା'ଙ୍କ ଆଗମନ କୁ ନେଇ ଉତ୍ସବ ମୁଖରିତ ହୋଇ ଉଠିଛି ପୁରା ନବରଙ୍ଗପୁର ଜିଲ୍ଲା। ଆପଣ ତ…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ, ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ

ଆସୁଛନ୍ତି ମା’। ଘଣ୍ଟ ଘଣ୍ଟା, ଭେରୀ, ତୁରୀ,ଶଙ୍ଖ ମହୁରୀ, ବାଜା ବାଣରେ ଫାଟି ପଡ଼ୁଛି ପୂରା ପରିବେଶ। ଠାକୁରାଣୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲା ପାଟପୁର। ବୁଧବାର ରାତିରେ ଅସ୍ଥାୟୀ ମଣ୍ଡପରେ ମା’ଙ୍କ ଘଟ ସ୍ଥାପନ ହୋଇଛି। ସନ୍ଧ୍ୟାରେ ବିରାଟ ଶୋଭାଯାତ୍ରାରେ ମା’ଙ୍କୁ ନିଜ…

ରେଶମ ସହର ଉତ୍ସବ ମୁଖର, ଆରମ୍ଭ ହେଲା ମାଁ ବୁଢୀ ଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା

ବ୍ରହ୍ମପୁର(କେନ୍ୟୁଜ୍): ଆରମ୍ଭ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା । ଶୁକ୍ରବାର ବିଳମ୍ବିତ ରାତ୍ରୀରେ ମାଁଙ୍କୁ ମୁଖ୍ୟ ମନ୍ଦିରରୁ ଏକ ବିରାଟ ପଟୁଆରରେ ଅଣାଯାଇ ଦେଶୀବେହେରା ସାହିସ୍ଥିତ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଛି । ଏହି ପଟୁଆରରେ…

ଆସନ୍ତା ୨୯ରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର(କେନ୍ୟୁଜ୍) : ଆସନ୍ତା ୨୯ରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରା । ଏଥିପାଇଁ ଗତକାଲି ରାତିରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ଦେଶୀବେହେରା ସାହିରୁ ବିରାଟ ପଟୁଆରରେ ମୁଖ୍ୟ ମନ୍ଦିରରୁ ଯାଇ ମାଁଙ୍କୁ ଯାତ୍ରା ସମୟ ନିର୍ଦ୍ଦଣ୍ଟ ସଂପର୍କରେ ଦେଶୀବେହେରା…