ଆଜିଠୁ ଆରମ୍ଭ ନବରାତ୍ର ପୂଜା: ପ୍ରଥମ ଦିନରେ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ଚର୍ଚ୍ଚିକା
ବାଙ୍କୀ(କେନ୍ୟୁଜ୍): ପାଖେଇ ଆସୁଛି ଦଶହରା। ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ମାଆଙ୍କ ନବରାତ୍ର ପୂଜା। ମହାନବମୀ ପର୍ଯ୍ୟନ୍ତ ପାଳିତ ହେବ ପୂଜା। ନବ ଦିନାତ୍ମକ ପୂଜାରେ ଅଲଗା ଅଲଗା ଦିନ ମାଆଙ୍କ ନଅ ସ୍ୱରୂପଙ୍କ ପୂଜା ହେବ। ବାଙ୍କୀ ସ୍ଥିତ ମାଆ ଚର୍ଚ୍ଚିକାଙ୍କ ପୀଠରେ ଆରମ୍ଭ ହୋଇଛି ମାଆଙ୍କ…