Browsing Tag

maa durga

ବିରଳ ପରମ୍ପରା: ଏଠି ମହିଳାମାନେ ମୁଣ୍ଡ ଉପରେ ଝୁଣା ଦାନି ରଖି ମାଆ ଦୁର୍ଗାଙ୍କୁ କରିଥାନ୍ତି ଆଳତୀ

ଭଦ୍ରକ: ମଥା ଉପରେ ଝୁଣା ଦାନି । ହୁତୁ ହୁତୁ ହୋଇ ଜଳୁଛି ନିଆଁ । ମହିଳା ମାନେ ଶ୍ରଦ୍ଧା ଭାବରେ ମୁଣ୍ଡ ଉପରେ ଝୁଣା ଦାନି ଧରି ତଳେ ବସି ରହିଛନ୍ତି । ଏମିତି ଏକ ପରମ୍ପରା ବିରଳ । ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଆଙ୍କ ମହାଆଡମ୍ବର ସହକାରେ ପାଳନ ହେଉଛି ପୂଜା । ଗତକାଲି ଅନୁଷ୍ଠିତ…

ନିଆରା ପୂଜା ପେଣ୍ଡାଲ: ମାଆ ଦୁର୍ଗାମେଢରେ ଦେଖିବାକୁ ମିଳିଛି ଚଳନ୍ତି ପ୍ରତିମା

ଭଞ୍ଜନଗର: ଶାରଦୀୟ ଦୁର୍ଗା ପୂଜା ଆସିଲେ ଝଲସି ଉଠେ ସୁନା ଆଉ ଚାନ୍ଦିର ମେଢ଼ । ସେଥିପାଇଁ ଦୁଇ ଗୁଣ ହୋଇଯାଏ ଦୁର୍ଗା ପୂଜାର ଚମକ । ଏବେ ଚାରିଆଡ଼େ ଆଧ୍ୟାତ୍ମିକତାର ମହମହ ବାସ୍ନା । ଚାଲିଛି ମହାମାୟାଙ୍କ ମହାପୂଜା । ଚଣ୍ଡୀପାଠ ଓ ମନ୍ତ୍ରୋଚାରଣରେ ଗଗନପବନ ମୁଖରିତ। ଘଣ୍ଟ, ଘଣ୍ଟା, ହୁଳହୁଳିରେ…

ନୀଳଗିରି ରାଜବାଟି ପରିସରରେ ଦେଖିବାକୁ ମିଳେ ମାଆ କନକ ଦୁର୍ଗାଙ୍କ ଏହି ନିଆରା ଖେଳ

ନୀଳଗିରି: ଦୁର୍ଗା ପୂଜାରେ ନିଆରା ବଳି ଖେଳ । ଚଳଚଞ୍ଚଳ ନୀଳଗିରି ରାଜବାଟି । ନରବଳି, ମଇଁଷି ବଳି, ବୋଦା ବଳି, ମେଣ୍ଢା ବଳି ଏସବୁ ପ୍ରଥା ଥିଲା । ଯାହା ନୀଳଗିରିର ଶେଷ ରାଜା ରାଜେନ୍ଦ୍ର ଚନ୍ଦ୍ର ମର୍ଦରାଜଙ୍କ ସମୟରେ ସମ୍ପୂର୍ଣ୍ଣ ବନ୍ଦ ହୋଇ ଏବେ କଖାରୁ ବଳିରେ ସୀମିତ ରହିଛି । କେହି କେହି…

ବିଭିନ୍ନ ପୀଠରେ ଆରମ୍ଭ ହୋଇସାରିଛି ଷୋଡଶ ଉପଚାରରେ ଦେବୀ ଉପାସନା

ସୁବର୍ଣ୍ଣପୁର: ଆସିଛି ପାର୍ବଣ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତ ଜନନୀ ମାଆ । ବିଭିନ୍ନ ଦେବୀ ପୀଠରେ ଷୋଡଶ ଉପଚାରରେ ଆରମ୍ଭ ହୋଇସାରିଛି ଦେବୀ ଉପାସନା । ଆଉ ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଷୋଡଶ ଉପଚାର ଆରମ୍ଭ ହୋଇଛି । ତେଣୁ ଚଳଚଞ୍ଚଳ ହୋଇଉଠିଛି ଶକ୍ତି ପୀଠ ।…

ଚଳିତ ବର୍ଷ ନବରାତ୍ରିରେ କେଉଁ ବାହନରେ ଆସିବେ ମା’ ଦୁର୍ଗା? ଜାଣନ୍ତୁ କ’ଣ ରହିବ ପ୍ରଭାବ

ହିନ୍ଦୁ ଧର୍ମରେ ଶକ୍ତି ପୂଜାକୁ ଅଧିକ ଗୁରୁତ୍ୱ ଦିଆଯାଏ । କଥାରେ ଅଛି ବାର ମାସରେ ତେର ପର୍ବ । ସେଥି ମଧ୍ୟରୁ ଦୁର୍ଗା ପୂଜା ହେଉଛି ଅନ୍ୟତମ । ଭକ୍ତମାନେ ଦୁର୍ଗା ପୂଜାରେ ମା'ଙ୍କର ୯ଟି ରୂପକୁ ୯ଦିନ ଧରି ପୂଜା କରଥାନ୍ତି । ମା' ଙ୍କର ସେହି ରୂପଗୁଡ଼ିକ ହେଉଛି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ,…

୫୦୦୦ ଲେମ୍ବୁରେ ମାଆଙ୍କ ଦିବ୍ୟ ପ୍ରତିକୃତି ଗଢିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

(କେନ୍ୟୁଜ): ନବରାତ୍ରୀ ଚାଲିଥିବା ବେଳେ ଦେବୀ ଦୁର୍ଗା ମା'ଙ୍କ ଆରାଧନା ପାଇଁ ପୁରା ଦେଶ ଚଳଚଞ୍ଚଳ । ୫୦୦୦ ଲେମ୍ବୁ ବ୍ୟବହାର କରି ମାଆଙ୍କ ଦିବ୍ୟ ପ୍ରତିକୃତି କଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକାକଳାରେ ୫୦୦୦ ଲେମ୍ବୁ ବ୍ୟବହାର କରି ମାଆଙ୍କ ଦିବ୍ୟ ପ୍ରତିକୃତି…

ନବରାତ୍ରି ପୂର୍ବରୁ ଘରୁ ବାହାର କରନ୍ତୁ ଏହି ସବୁ ଜିନିଷ, ନଚେତ୍‌ ଆକର୍ଷିତ ହେବ ନକରାତ୍ମକ ଶକ୍ତି

ମା’ ଦୁର୍ଗା ପ୍ରତି ମୁହୂର୍ତ୍ତରେ ନିଜ ଭକ୍ତମାନଙ୍କୁ ସୁରକ୍ଷା ଦିଅନ୍ତି, କିନ୍ତୁ ନବରାତ୍ରି ସମୟରେ ମା’ ଦୁର୍ଗାଙ୍କୁ ପୂଜା କଲେ ବିଶେଷ ଫଳ ମିଳିଥାଏ । ଏହି ସମୟରେ ଉପାସନାର ଲାଭ ମଧ୍ୟ ଶୀଘ୍ର ମିଳିଥାଏ । ଏହାର କାରଣ ହେଉଛି ମା’ ଦୁର୍ଗା ନବରାତ୍ରି ସମୟରେ ପୃଥିବୀରେ ରୁହନ୍ତି ଏବଂ ତାଙ୍କ…

ଚୈତ୍ର ନବରାତ୍ରୀର ଶୁଭ ମୁହୂର୍ତ୍ତ

ସାଧାରଣତଃ ଆମେ ସମସ୍ତେ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ନୂଆବର୍ଷ ପାଳନ କରିଥାଉ। ମାତ୍ର ଆମ ହିନ୍ଦୁ କ୍ୟାଲେଣ୍ଡରରେ ନୂଆବର୍ଷ ଆରମ୍ଭ ଚୈତ୍ରମାସ ଠାରୁ ହୋଇଥାଏ। ଏହା ମାର୍ଚ୍ଚ ଓ ଏପ୍ରିଲ ମାସର ମଧ୍ୟଭାଗରେ ପଡିଥାଏ। ମହାରାଷ୍ଟ୍ରରେ ଏହାକୁ ‘ଗୁଡୀ ପାଡଓ୍ଵା’ ତାମିଲନାଡୁରେ ‘ ପୁଥଣ୍ଡୁ’ ଓ…

ସରିଲା ଦଶହରା, ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା

କଟକ/ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଦଶହରା, ଆଜି ବିଦାୟ ବେଳା। ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା' ଦୁର୍ଗା । ଗତକାଲି ବିଜୟା ଦଶମୀ ଶେଷ ହେବା ପରେ ଆଜି ମାଆଙ୍କୁ ମେଲାଣି ଦିଆଯିବ। ସମସ୍ତ ପୂଜା ମଣ୍ଡପ ମାନଙ୍କରେ ଶେଷ ହୋଇଛି ମାଆଙ୍କ ଆରାଧନା। ପୂଜା ମଣ୍ଡପ ମାନଙ୍କରେ ମୃଣ୍ମୟୀ…

ସମ୍ବଲପୁର ବଙ୍ଗାଲିପଡାରେ ଧୁମଧାମରେ ଚାଲିଛି ମାଙ୍କ ସିନ୍ଦୁର ଖେଳ ପର୍ବ

ସମ୍ବଲପୁର(କେନ୍ୟୁଜ୍): ଆଜି ହେଉଛି ବିଜୟା ଦଶମୀ। ମାଁ ଜଗତ ଜନନୀଙ୍କୁ ଧରାପୃଷ୍ଠରୁ ବିଦାୟ ଦେବାର ସମୟ ।ଏହି ସମୟଟି ଅତ୍ୟନ୍ତ ଦୁଃଖ ଦାୟକ ଅଟେ। କାରଣ ମାଁ ଆସିଥାନ୍ତି ତାଙ୍କ ବାପ ଘରକୁ। ମାଁ ଙ୍କୁ ପାଖରେ ପାଇ ସମସ୍ତେ ଖୁସି ଥାନ୍ତି । ହେଲେ ଦଶହରା ଦିନ ମାଁ ମେଲାଣି ନିଅନ୍ତି । ମାଁ ଙ୍କୁ…

ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ କରନ୍ତୁ ପୂଜା, ନବମୀ ତିଥିରେ ୨ରୁ ୯ ବର୍ଷର କନ୍ୟାଙ୍କୁ ଖାଇବାକୁ ଦିଅନ୍ତୁ ଶୁଭଫଳ…

ନବରାତ୍ରିର ପ୍ରତ୍ୟେକ ଦିନ ବହୁତ ମହତ୍ତ୍ୱପୂର୍ଣ୍ଣ ଏବଂ ସ୍ୱତନ୍ତ୍ର ହୋଇଥାଏ। ପ୍ରତିଦିନ ମା’ ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଏ। ଶାରଦୀୟ ନବରାତ୍ରିର ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ମାତା ସକଳ ପ୍ରକାର ସିଦ୍ଧି ପ୍ରଦାନ କରିଥାନ୍ତି । ଅଷ୍ଟ ସିଦ୍ଧି ଠାରୁ…

ମା’ ମହାଗୌରୀ: ଦୂର କରିବେ ସବୁ ସମସ୍ୟା, ଏମିତି କରନ୍ତୁ ପୂଜା

ଶାରଦୀୟ ନବରାତ୍ରି ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଏହିଦିନ କନ୍ୟା ପୂଜନ ମଧ୍ୟ କରାଯାଏ। ଭଗବାନ ଶିବଙ୍କ ପ୍ରତି ମା’ ମହାଗୌରୀ କଠୋର ପୂଜା କରିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା। ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ସେତେବେଳେ ତାଙ୍କ କୃପାରୁ…