Browsing Tag

maa durga temple

ମା’ ଙ୍କ ଏହି ମନ୍ଦିରକୁ ପଶି ପାରୁନାହାନ୍ତି ତାଲିବାନ ଆତଙ୍କୀ, ରହିଛି ଅନେକ ଚମତ୍କାରିତା

ନିକଟ ଅତୀତରେ ତାଲିବାନ ସମ୍ପୂର୍ଣ୍ଣ ରୂପେ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇସାରିଛି । ସେଠାକାର ଅବସ୍ଥା ବାବଦରେ ପୁରା ଦୁନିଆକୁ ଜଣା । ତାଲିବାନ ଆକ୍ରମଣରେ ଯେ କେବଳ ଆଫଗାନିସ୍ତାନବାସୀ ଆତଙ୍କିତ ତାହା ନୁହେଁ ସେଠାକାର ଧାର୍ମିକ ଅନୁଷ୍ଠାନ ଗୁଡିକୁ ବି ଏଦୃଷ୍ଟିରୁ ଅନେକ ବିପଦ ରହିଛି ।…