ନବରାତ୍ରିର ମା’ଙ୍କ ଚତୁର୍ଥ ସ୍ୱରୂପ ମା’ କୁଷ୍ମାଣ୍ଡାଙ୍କୁ କରନ୍ତୁ ଆରାଧନା, ଜାଣନ୍ତୁ ମା’ଙ୍କ ମନ୍ତ୍ର
ଆଶ୍ୱିନ ଶୁକ୍ଳ ପକ୍ଷରେ ଶାରଦୀୟ ନବରାତ୍ରି ଆରମ୍ଭ ହେଉଛି । ନବରାତ୍ରି ୩ ଅକ୍ଟୋବରରୁ ଆରମ୍ଭ ହୋଇ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ମା’ଙ୍କ ଚତୁର୍ଥ ସ୍ୱରୂପ ମା’ କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଏ । ନବରାତ୍ରି ଆରମ୍ଭ ହସ୍ତ ନକ୍ଷତ୍ରରୁ ଆରମ୍ଭ ହୋଇଛି । ଏହି ନକ୍ଷତ୍ର ବହୁତ ଶୁଭ । ଶାରଦୀୟ…