ନବରାତ୍ରି ଚତୁର୍ଥ ଦିନ : ଜାଣନ୍ତୁ ବ୍ରହ୍ମାଣ୍ଡର ଆଦିଶକ୍ତିଙ୍କୁ କିପରି କରିବେ ପୂଜା
ଅକ୍ଟୋବର ୧୮ ତାରିଖରୁ ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି। ଏହି ନବରାତ୍ରିରେ ୯ ଦିନ ପର୍ଯ୍ଯନ୍ତ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ସ୍ବରୂପକୁ ପୂଜା କରାଯାଏ। ନବରାତ୍ରିର ଚତୁର୍ଥୀ ତିଥିରେ ମା’ଙ୍କ ଚତୁର୍ଥ ସ୍ୱରୂପ ମା’ କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଏ । କୁଷ୍ମାଣ୍ଡା ଦେବୀ ବ୍ରହ୍ମାଣ୍ଡର…