Browsing Tag

maa lakshmi

ଘରେ ଦେଖୁଛନ୍ତି କି ଏହିସବୁ ସଙ୍କେତ, ତେବେ ବୁଝିଯାନ୍ତୁ ଖୁବ ଶୀଘ୍ର ମାତା ଲକ୍ଷ୍ମୀ ଘରକୁ କରିବେ ପ୍ରବେଶ, ବଦଳିଯିବ…

ଧନ କିଏ ବା ନ ଚାହେଁ । ଧନ ପାଇବା ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଡାକିଥାନ୍ତି । ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦାତ୍ରୀ । ମାତା ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀରୂପେ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଆର୍ଥକ ସଙ୍କଟକୁ ଦୂର କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କ ପୂଜା ଶୁଭ…

ଶ୍ରୀ, ସମୃଦ୍ଧି ବୃଦ୍ଧି ନିମନ୍ତେ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ପାଳିତ ହୁଏ ମାଣବସା ଗୁରୁବାର, ମାଆଙ୍କ ଆର୍ଶୀବାଦ ପାଇବା…

ମାଣବସା ଗୁରୁବାର ଓଷା ମାଣ ଓଷା ନାମରେ ବେଶ ଜଣାଶୁଣା। ଏହା ଓଡ଼ିଶାରେ ପାଳିତ ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ପୂଜା କରାଯାଏ । ଚଳିତ ବର୍ଷ ମାର୍ଗଶିର ମାସ ଆରମ୍ଭ ହୋଇସାରିଛି। ଆଉ ଆଜି ଘରେ ଘରେ ପାଳିତ ହୋଇଛି…

ଆଜି ଧନତେରାସ୍‌ ତିଥିରେ ଏହି ସ୍ଥାନରେ ଦୀପ ଜଳାନ୍ତୁ , ମିଳିବ ମାତା ଲକ୍ଷ୍ମୀ ଓ ଗଣେଶଙ୍କ ସହ କୁବେରଙ୍କ ଆଶିବାର୍ଦ

କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ। ଆଜି ଠାରୁ ଆରମ୍ଭ ହୋଇଛି ପାର୍ବଣର ପର୍ବ ଧନତେରାସ। ଏହି ଦିନରେ ଦୀପାବଳିର ପର୍ବ ଆରମ୍ଭ ହୋଇଯାଏ ମାନ୍ୟତା ରହିଛି। ଚଳିତ ବର୍ଷ ଧନତେରାସ ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ହିଁ ପଡୁଛି। ଏହି ଦିନ କୁବେର…

ଜାଣନ୍ତୁ ମାଆ ଲକ୍ଷ୍ମୀଙ୍କ ଅପହରଣ ପଛରେ ଥିବା ପୌରାଣିକ କାହାଣୀ, ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । କିଛି ଲୋକ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ମଧ୍ୟ ରଖନ୍ତି । ଆଉ ଯେଉଁମାନେ ବ୍ରତ ରଖି ନପାରନ୍ତି ସେମାନେ ଯଦି ମା’ଙ୍କ କଥା ପଢ଼ନ୍ତି ବା ଶୁଣନ୍ତି ତେବେ ମା’ଙ୍କ କୃପା ସେମାନଙ୍କ ଉପରେ ନିଶ୍ଚିନ୍ତ ପଡିଥାଏ…

ପ୍ରତିଦିନ କରନ୍ତୁ ଏହି ୩ କାମ, ଲକ୍ଷ୍ମୀଙ୍କ କୃପାରୁ କେବେ ବି ଅଭାବ ହେବନି ଧନ

ଶାସ୍ତ୍ରରେ ଧନ, ବୈଭବ ଓ ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କୁ କୁହାଯାଇଥାଏ । ମା’ ଲକ୍ଷ୍ମୀଙ୍କ ପୂଜା ବହୁତ ଶୁଭ ମନାଯାଇଥାଏ । ହେଲେ ମା’ ଲକ୍ଷ୍ମୀ ବହୁତ ଚଞ୍ଚଳ ହୋଇଥାନ୍ତି । ସେ କାହା ପାଖରେ ସର୍ବଦା ବାସ କରି ନଥାନ୍ତି । ତେଣୁ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି…

ଧନ ପ୍ରାପ୍ତିର ସହଜ ଉପାୟ: କେବଳ ଆଜିର ଦିନରେ ଦାନ କରନ୍ତୁ ଏହି ସବୁ ଜିନିଷ, ମା’ ଲକ୍ଷ୍ମୀ ଦେବେ ଧନୀ ହେବାର…

ପ୍ରାୟ ସମସ୍ତେ ଜାଣିଛନ୍ତି ଗୁରୁବାର ଦିନ ମା' ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ। କିନ୍ତୁ ପ୍ରକୃତରେ କହିବାକୁ ଗଲେ ଶୁକ୍ରବାର ଦିନ ହିଁ ମା' ଲକ୍ଷ୍ମୀଙ୍କୁ ଉପାସନା କରିବା ଦ୍ୱାରା ସେ ପ୍ରସନ୍ନ ହୁଅନ୍ତି। ସମସ୍ତେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହାଁନ୍ତି। ମା' ଲକ୍ଷ୍ମୀଙ୍କ…

ସକାଳୁ ଉଠି କରନ୍ତୁ ଏହି ୪ ଟି କାମ ,ମାଆ ଲକ୍ଷ୍ମୀ ସର୍ବଦା ରହିବେ ଘରେ

ଜ୍ୟୋତିଷ ଶାସ୍ତ୍ରରେ ସକାଳୁ ଉଠିବା ପରେ କେତେକ ନିୟମ କୁହାଯାଇଛି ଯାହାର ପାଳନ ଦ୍ୱାରା ସାରା ଦିନ ଆପଣଙ୍କ ଜୀବନରେ ସକରାତ୍ମକ ଶକ୍ତି ରହିଥାଏ । ଆସନ୍ତୁ ଜାଣିବା ଏମିତି କେଉଁ ୪ ଟି କାମ ଯାହାକୁ ପ୍ରତିଦିନ ଉଠିବା ପରେ କରିଲେ ଘରେ ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ସଦା ରହିଥାଏ । ଆମ…

ଜ୍ୟେଷ୍ଠ ପୂର୍ଣ୍ଣିମାରେ କରନ୍ତୁ ଏହି ଛୋଟ ଛୋଟ ଉପାୟ; ସବୁବେଳେ ରହିବ ମା’ ଲକ୍ଷ୍ମୀଙ୍କ କୃପା

ପ୍ରତିବର୍ଷ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିକୁ ଜ୍ୟେଷ୍ଠ ପୂର୍ଣ୍ଣିମା ନାମରେ ପାଳନ କରାଯାଇଥାଏ। ଏହି ଦିନ ଗଙ୍ଗା ସ୍ନାନ, ଦାନ ଆଦି ସହିତ ମା’ ଲକ୍ଷ୍ମୀଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି। ଏଥର ଜ୍ୟେଷ୍ଠ ପୂର୍ଣ୍ଣିମା ବହୁତ ଖାସ୍‌ ରହିଛି। କହିଁକି ନା, ଚଳିତ ବର୍ଷର ଶେଷ ଜ୍ୟେଷ୍ଠ…

ଘରେ ଏହି କାର୍ଯ୍ୟ କରିବା ଦ୍ୱାରା ବରଷିଥାଏ ମା’ ଲକ୍ଷ୍ମୀଙ୍କ କୃପା, କେବେ ବି ଖାଲି ହୋଇ ନଥାଏ ତେଜୋରି

ଜୀବନରେ ସଫଳ ଓ ଧନୀ ହେବାକୁ ହେଲେ ବ୍ୟକ୍ତିକୁ କଠିନ ପରିଶ୍ରମ କରିବାକୁ ପଡିଥାଏ | ହେଲେ କେବେ କେବେ ସବୁ ପ୍ରକାର ପ୍ରଚେଷ୍ଟା ସତ୍ୱେ ବ୍ୟକ୍ତି ସଫଳତା ପାଇ ନଥାଏ | କେବେ କେବେ କୁଣ୍ଡଳୀରେ ଗ୍ରହ ସ୍ଥିତି ଖରାପ ହେବା କାରଣରୁ ବ୍ୟକ୍ତିର ଭାଗ୍ୟ ସାଥ ଦେଇ ନଥାଏ | ଜ୍ୟୋତିଷ ଶାସ୍ତ୍ର ଅନୁଯାଇ…

ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ଲଗାନ୍ତୁ ଏହି ଜିନିଷଗୁଡିକର ଭୋଗ, ଧନ -ବୈଭବ ହେବ ପ୍ରାପ୍ତି

ଶୁକ୍ରବାର ଦିନ ମା' ଲକ୍ଷ୍ମୀଙ୍କୁ ସମର୍ପିତ | ମା' ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେଲେ ବ୍ୟକ୍ତି ସୁଖ -ସମୃଦ୍ଧି ଏବଂ ଧନ ପ୍ରାପ୍ତି ହୋଇଥାଏ | ମା' ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ବ୍ୟକ୍ତି ବିଭିନ୍ନ ପ୍ରକାର ଉପାୟ କରିଥାଏ | ଶୁକ୍ରବାର ଦିନ ମା' ଙ୍କୁ ତାଙ୍କ ପ୍ରିୟ ଜିନିଷ ଭୋଗ ଲଗାଇଲେ ସେ…

ଗୁରୁବାର ଦିନ ତୁଳସୀ ଗଛରେ ଚଢ଼ାନ୍ତୁ ଏହି ଜିନିଷ, ମିଳିବ ମା ଲକ୍ଷ୍ମୀଙ୍କ କୃପା

ପ୍ରାଚୀନ ସମୟରୁ ଆମ ପୂର୍ବଜ ମାନେ ତୁଳସୀ ପୂଜା କରି ଆସିଛନ୍ତି । ଆମ ହିନ୍ଦୁ ଶାସ୍ତ୍ରରେ ତୁଳସୀ ଗଛକୁ ବହୁତ ପବିତ୍ର କୁହାଯାଏ। ତେବେ ତୁଳସୀ ଗଛରେ ସବୁ ପ୍ରକାର ଦେବୀ ଦେବତାଙ୍କ ବସ ହୋଇଥାଏ ବୋଲି କୁହା ଯାଇଛି । ଶାସ୍ତ୍ର ଅନୁଯାଇ ସବୁ ହିନ୍ଦୁ ମାନଙ୍କ ଘରେ ତୁଳସୀ ରହିବା ବହୁତ ଆବଶ୍ୟକ…

ଲକ୍ଷ୍ମୀଛଡ଼ା ହୋଇଯିବେ ଆପଣ, ଯଦି କରି ବସିବେ ଏହି ସବୁ କାମ! ଦାରିଦ୍ର୍ୟ ମାଡ଼ି ଆସିବା ପୂର୍ବରୁ ନିଜକୁ ସୁଧାରି…

ଲକ୍ଷ୍ମୀଙ୍କ କୃପା, ଅନୁଗ୍ରହ ବିନା ଜୀବନରେ ଆର୍ଥିକ ଉନ୍ନତି ସମ୍ଭବ ନୁହେଁ। ମା’ ଲକ୍ଷ୍ମୀ ସ୍ୱଭାବରେ ଚଞ୍ଚଳ ହୋଇ ଥାଆନ୍ତି। ଏହି କାରଣରୁ ଲକ୍ଷ୍ମୀ ସବୁବେଳେ ଜଣଙ୍କ ପାଖରେ ହିଁ ରହି ନ ଥାଆନ୍ତି। କୁହାଯାଏ, ଯାହାଙ୍କ ଉପରେ ମା’ ଲକ୍ଷ୍ମୀ ଦୟାଳୁ ଅବା ପ୍ରସନ୍ନ ହୁଅନ୍ତି, ସେମାନଙ୍କ ପାଖରେ…