ଆସନ୍ତାକାଲିରୁ ବୃଷ ରାଶିରେ ଏକାଠି ରହିବେ ବୁଧ ଓ ଶୁକ୍ର ଗ୍ରହ, ଏହି ୩ଟି ରାଶିରେ ମିଳିବ ମହାଲକ୍ଷ୍ମୀ ଯୋଗ
ଜ୍ୟୋତିଷ ଶାସ୍ତ୍ର ମୁତାବକ ୧୮ ଜୁନରୁ ଶୁକ୍ର ଗ୍ରହ ନିଜ ରାଶି ବୃଷ ରାଶିରେ ଗୋଚର ହେଉଛନ୍ତି। ବୁଧ ଗ୍ରହ ପ୍ରଥମରୁ ହିଁ ବୃଷ ରାଶିରେ ରହିଥିଲେ। ତେବେ ଆସନ୍ତାକାଲିରୁ ବୁଧ ଓ ଶୁକ୍ର ଗ୍ରହ ବୃଷ ରାଶିରେ ପ୍ରବେଶ କରୁଛନ୍ତି। ବୈଭବ ଏବଂ ବିଳାସ କାରକ ଗ୍ରହ ଶୁକ୍ର ଏବଂ ସମୃଦ୍ଧି, ଧନ, ବେପାରର…