Browsing Tag

maa majhighariani

ଖୋଲିଲା ମା’ ମଝିଘରିଆଣୀ ହୁଣ୍ଡି, ବାହାରିଲା ୫୮ ଲକ୍ଷ ଟଙ୍କା ସମେତ ସୁନାଗହଣା

ରାୟଗଡ଼ା (କେନ୍ୟୁଜ): ୩ ମାସ ପରେ ଖୋଲିଲା ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି ମନ୍ଦିରର ହୁଣ୍ଡି । ହୁଣ୍ଡିରୁବାହାରିଲା ନଗଦ ୫୮ ଲକ୍ଷ ୨୪ ହଜାର ୯୫୦ ଟଙ୍କା । ଏଥି ସହିତ ୩୯ ଗ୍ରାମ ସୁନା ଓ ୧୬୫୦ ଗ୍ରାମ ରୂପା ଅଳଙ୍କାର ସହିତ ବିଦେଶି ମୁଦ୍ରା ବି ରହିଛି । ସେହିଭଳି…

ରାୟଗଡ଼ା ଜିଲ୍ଲାର ସବୁ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହେବ ଉନ୍ନତିକରଣ, ମଝିଆଘରଣୀ ମନ୍ଦିରର ହେବ ରୂପାନ୍ତର: ୫-ଟି…

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ  ଭି.କେ. ପାଣ୍ଡିଆନ ଆଜି ରାୟଗଡା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହିତ ସେମାନଙ୍କ ସମସ୍ୟା…

ମାଁ ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡିରୁ ମିଳିଲା ୧କୋଟି ଟଙ୍କାରୁ ଅଧିକ ଦାନ ରାଶି

ରାୟଗଡା(କେନ୍ୟୁଜ୍): ମାଁ ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡିରୁ ମିଳିଲା ୧କୋଟି ଟଙ୍କାରୁ ଅଧିକ ଦାନ ରାଶି। ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡିରୁ ସର୍ବକାଳୀନ ସର୍ବାଧିକ ଦାନ ରାଶି ମିଳିଛି। ୩ ମାସ ପରେ ଖୋଲାଯାଇଥିବା ହୁଣ୍ଡିରୁ ୧କୋଟି ୨୩ ହଜାର ୩୮୦ ଟଙ୍କା…

ମା’ ମଝିଘରିଆଣୀ ମନ୍ଦିରରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ: ଏଥର ସପ୍ତାହକୁ ୩ ଦିନ ବନ୍ଦ ରହିବ ଦର୍ଶନ

ରାୟଗଡା: ମା’ ମଝିଘରିଆଣୀ ମନ୍ଦିରରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ। ସପ୍ତାହକୁ ୩ ଦିନ ବନ୍ଦ ରହିବ ମା’ ମଝିଘରିଆଣୀଙ୍କ ଦର୍ଶନ । ମଙ୍ଗଳବାର, ବୁଧବାର ଓ ରବିବାର ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।