Browsing Tag

maa mangala

ମା’ ମଙ୍ଗଳାଙ୍କ ମନ୍ଦିରରେ ସ୍ୱତନ୍ତ୍ର ପରମ୍ପରା, ନେତ୍ର ଉତ୍ସବକୁ ଧୁମଧାମରେ ପାଳନ କଲେ ଭକ୍ତ

ପରମ୍ପରା ଏବଂ ସଂସ୍କୃତିକୁ ବାନ୍ଧି ରଖିଥିବା ରାଜ୍ୟ ହେଉଛି ଆମ ରାଜ୍ୟ ଓଡ଼ିଶା । ଓଡ଼ିଶାର ଲୋକମାନଙ୍କ ଚଳଣି ସହିତ ଯୋଡ଼ି ହୋଇରହିଛି ଆମ ପର୍ବ ପର୍ବାଣି ଏବଂ ପରମ୍ପରା । ଓଡ଼ିଆମାନେ ପାଳନ କରନ୍ତି ବାରମାସରେ ତେର ପର୍ବ । ବିଭିନ୍ନ ଦେବାଦେବୀମାନଙ୍କ ମଧ୍ୟରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’…

ମାତୃ ଉପାସନାର ଏକ ଅନନ୍ୟ ପୀଠ କାକଟପୁରର ମା ମଙ୍ଗଳା, ପାର୍ବଣରେ ଷୋଡଶ ଉପଚାରରେ ପାଉଛନ୍ତି ପୂଜା

କାକଟପୁର(କେନ୍ୟୁଜ୍): ରାଜ୍ୟର ଅନେକ ଶକ୍ତିପୀଠ ମଧ୍ୟରୁ କାକଟପୁରର ମା ମଙ୍ଗଳାଙ୍କ ଶକ୍ତିପୀଠ ହେଉଛି ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ । ଏହି ଶକ୍ତିପୀଠଟି ମାତୃଉପାସନାର ଏକ ଅନନ୍ୟ ପୀଠ ହୋଇଥିଲେ ମଧ୍ୟ ଶ୍ରୀକ୍ଷେତ୍ରର ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ସହିତ ଏହା ଅଙ୍ଗାଅଙ୍ଗି ଭାବେ ଜଡ଼ିତ । ମା…

ଏ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ ମା’ ମଙ୍ଗଳା, ଥରେ ଭକ୍ତିର ସହ ଡାକିଦେଲେ ଦୂର କରିଦିଅନ୍ତି ସବୁ ସମସ୍ୟା

ଭାଦ୍ରବ ମାସରେ ପାଳନ ହୁଏ ମା ମଙ୍ଗଳାଙ୍କ ଓଷା । ଏଥିପାଇଁ ବିଭିନ୍ନ ସ୍ଥାନରେ ମା ମୃଣ୍ମୟୀ ମୂର୍ତ୍ତିରେ ପୂଜା ପାଇ ଥାଆନ୍ତି ।ସାଲେପୁର ଓ ନିଶ୍ଚିନ୍ତ କୋଇଲି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଏବେ ମା' ମଙ୍ଗଳା ପୂଜା ପାଉଛନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ବନ୍ଧୁ ପୁର ଗାଁ ରେ ପ୍ରାୟ…

ମଙ୍ଗଳ ଦୋଷରୁ ମୁକ୍ତି ଦେବ ମଙ୍ଗଳା ଗୌରୀ ବ୍ରତ

ଶ୍ରାବଣ ମାସରେ ସୋମବାର ଭଳି ମଙ୍ଗଳବାରର ମଧ୍ୟ ଖୁବ ଗୁରୁତ୍ୱ ରହିଛି। ଆପଣ ଏହିଦିନରେ ମାତା ଗୈାରୀଙ୍କ ପୂଜା କଲେ ଅନେକ ଆଶିର୍ବାଦ ପାଇବେ। ଏହିଦିନରେ ଆପଣ ମଙ୍ଗଳ ଗୈାରୀ ବ୍ରତ କରିପାରିବେ। ଏଥର ମଙ୍ଗଳ ଗୈାରୀ ବ୍ରତ ଆଜି ମାନେ ୪ ଜୁଲାଇ ମଙ୍ଗଳବାରରୁ ଆରମ୍ଭ ହୋଇଛି। ଆପଣ ଏବେ ପ୍ରତି ମଙ୍ଗଳବାର…

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଚାଲିଛି, ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ

କାକଟପୁର(କେନ୍ୟୁଜ୍): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ପୀଠରେ ଶାରଦୀୟ ପୂଜା । ମୂଳାଷ୍ଠମୀରୁ ମହାଷ୍ଟମୀ ପଯ୍ୟର୍ନ୍ତ ସ୍ୱତନ୍ତ୍ର ରୀତିନୀତିରେ ଷୋଡ଼ଶ ଉପଚାରରେ ଚାଲିଛି ମା’ଙ୍କ ପୂଜା । ଯାହାକୁ ନେଇ ଉତ୍ସବମୁଖର କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିର । ସପ୍ତମୀ ତିଥିରେ…

ନୟାଗଡର ଭକ୍ତ ପବିତ୍ର, ମାନସିକ ପୂର୍ଣ୍ଣ ହେବା ପରେ କାକଟପୁର ମା’ ମଙ୍ଗଳାଙ୍କୁ ଭେଟି ଦେଇଛନ୍ତି ୧୫ଶହ ପଦ୍ମ ଫୁଲ

କାକଟପୁର(କେନ୍ୟୁଜ୍): ପାର୍ବଣ ପାଇଁ ଉତ୍ସବ ମୁଖର କାକଟପୁର ମା' ମଙ୍ଗଳାଙ୍କ ପୀଠ । ଏହି ଅବସରରେ ମାନସିକ ଧାରି ଭକ୍ତମାନେ ମାନସିକ ପୂର୍ଣ୍ଣ ହେବା ପରେ ମା'ଙ୍କୁ ଭେଟି ଦେଇଥାନ୍ତି । ସେମାନଙ୍କ ମଧ୍ୟରେ ନୟାଗଡ଼ ଅଞ୍ଚଳରୁ ଆସିଥିବା ଜଣେ ଭକ୍ତ ଦିନକୁ ପ୍ରାୟ ୧୫ଶହ ପଦ୍ମ ଫୁଲ ମା'ଙ୍କୁ ଭେଟି…

କାକଟପୁର ମା’ମଙ୍ଗଳା ମନ୍ଦିରରେ ନବପତ୍ରିକା ପୂଜାର ଆଜି ତୃତୀୟ ଦିବସ, ରଘୁନାଥ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ

କାକଟପୁର(କେନ୍ୟୁଜ୍): ହିନ୍ଦୁ ଧର୍ମରେ ନାବରାତ୍ରୀର ବିଶେଷ ମହତ୍ୱ ରହିଥାଏ। ଏହି ୯ ଦିନରେ ମା’ ଦୁର୍ଗାଙ୍କ ୯ ସ୍ୱରୂପ ର ପୂଜା କରାଯାଇଥାଏ।ମାନ୍ୟତା ରହିଛି ଏହି ଦିନ ମା ପୃଥିବୀ ପୃଷ୍ଟକୁ ଆସି ଭକ୍ତଙ୍କ ଉପରେ କୃପା କରିଥାନ୍ତି। ଚଳିତ ବର୍ଷ ଗତ ୨୬ ତାରିଖ ଅଶ୍ବିନ ଶୁକ୍ଳପକ୍ଷ ଦିନଠୁ ମା'ଙ୍କ…

ଆଜି ଚୈତ୍ର ମାସ ଶେଷ ମଙ୍ଗଳବାର: ଜାଣନ୍ତୁ ମା’ମଙ୍ଗଳାଙ୍କ କିମ୍ବଦନ୍ତୀ ଓ ଘଣ୍ଟପାଟୁଆ ନୃତ୍ୟର ସ୍ବତନ୍ତ୍ରତା

କାକଟପୁର(କେନ୍ୟୁଜ୍): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାମଙ୍ଗଳା । ରାଜ୍ଯର ଅନ୍ଯାନ୍ଯ ଶକ୍ତିପୀଠ ମଧ୍ୟରୁ ଏ ହେଉଛି ଆଦ୍ୟ ଶକ୍ତିପୀଠ। ମା ମଙ୍ଗଳାଙ୍କ ମନ୍ଦିରରେ ଚାଲିଥାଏ ବାରମାଷରେ ତେରପର୍ବ। ସେଥିମଧ୍ୟରୁ ମାମଙ୍ଗଳାଙ୍କ ଚୈତ୍ର ମାସର ଝାମୁଯାତ୍ରା ହେଉଛି ପ୍ରମୁଖ ପର୍ବ।…

କାକଟପୁରରେ ପାଳିତ ହୋଇଛି ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ନେତ୍ରୋତ୍ସବ ମେଳା, ଯୋଗ ଦେଇଛନ୍ତି ଶହ ଶହ ଭକ୍ତ

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଏହାରି ମଧ୍ୟରେ ଆରମ୍ଭ ହୋଇଛି କାକଟପୁର ବାସିନୀ ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା।ଏହି ଯାତ୍ରା ଦୀର୍ଘ ୧ମାସ ପର୍ଯ୍ୟନ୍ତ ଚାଲିବ। ପରମ୍ପରା ଅନୁଯାୟୀ ଆଜି ପ୍ରଥମ ପାଳିଯାତ୍ରାର ନେତ୍ରୋତ୍ସବ ବା ନେତ ବନ୍ଧା ଉତ୍ସବ ଅନୁଷ୍ଠିତ ହୋଇଛି। ନିୟମ…

ଶ୍ରାବଣ ମାସରେ କରନ୍ତୁ ମଙ୍ଗଳା ଗୌରୀଙ୍କ ବ୍ରତ, ହେବ ସବୁ ମନସ୍କାମନା ପୂର୍ଣ୍ଣ

ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଆଶିର୍ବାଦ ପାଇବା ପାଇଁ ଶ୍ରାବଣ ମାସକୁ ସର୍ବଶ୍ରେଷ୍ଠ ମାସ ରୂପେ ମନାଯାଏ। ଏହି ମାସରେ ଭଗବାନ ଶିବଙ୍କୁ ବିଧିବିଧାନ ପୂର୍ବକ ପୂଜା କରାଯାଏ। ଶ୍ରାବଣ ମାସର ସୋମବାରର ବିଶେଷ ମହତ୍ୱ ରହିଛି। ତେବେ ୨୬ ଜୁଲାଇ ଅର୍ଥାତ ଗତ କାଲି ଶ୍ରାବଣ ମାସର ପ୍ରଥମ ସୋମାବାର…

କାହିଁକି ହୁଏ କାଳିକା ନୃତ୍ୟ? ଜାଣନ୍ତୁ, କାକଟପୁରର ମା’ମଙ୍ଗଳାଙ୍କ ଏହି ସ୍ୱତନ୍ତ୍ର ପାରମ୍ପରିକ ସେବା ନେଇ କ’ଣ କହେ…

ମା’ ମଙ୍ଗଳାଙ୍କ ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ଚୈତ୍ର ମାସର ଝାମୁ ଯାତ୍ରା ହେଉଛି ପ୍ରମୁଖ ଓ ପ୍ରସିଦ୍ଧ ଯାତ୍ରା। ଏହି ଝାମୁ ଯାତ୍ରା ସହିତ ମା’ ମଙ୍ଗଳାଙ୍କ ଅନେକ ପରମ୍ପରା ଯୋଡି ହୋଇ ରହିଥାଏ। ଯେମିତି ମା’ମଙ୍ଗଳାଙ୍କ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଦିନ ନେତ୍ର ଉତ୍ସବ ପାଳନ କରାଯାଇଥାଏ।…