ମାଆ ମାଣିକେଶ୍ବରୀଙ୍କ ଆଜି ଛତର ଯାତ୍ରା, ଜନସମୁଦ୍ର ପାଲଟିଛି ରାଜରାସ୍ତା
କଳାହାଣ୍ଡି: ଆଜି ଛତର ଯାତ୍ରା । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ବିଶ୍ବପ୍ରସିଦ୍ଧ ଛତର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଛି ସମଗ୍ର ଜିଲ୍ଲା । ଜନସମୁଦ୍ର ପାଲଟିଛି ରାଜରାସ୍ତା । ମହାଷ୍ଟମୀର ମଧ୍ୟରାତ୍ରୀରେ ମାଆ ଗର୍ଭଗୃହରୁ ବାହାରି ସହରର ପଶ୍ଚିମ ଉପକଣ୍ଠରେ ଥିବା ୩ କିମି…