Browsing Tag

maa samaleswari

ମାଆ ସମଲେଶ୍ବରୀଙ୍କୁ ‘ପରିକ୍ରମା’ ନିମନ୍ତ୍ରଣ, ଶ୍ରୀମନ୍ଦିର ସେବାୟତ ପ୍ରତିନିଧି ଦଳ କଲେ ନିମନ୍ତ୍ରଣ

ସମ୍ବଲପୁର (କେନ୍ୟୁଜ) : ମାଆ ସମଲେଶ୍ବରୀଙ୍କୁ ‘ପରିକ୍ରମା’ ନିମନ୍ତ୍ରଣ । ଶ୍ରୀମନ୍ଦିର ସେବାୟତ ପ୍ରତିନିଧି ଦଳ ସମ୍ବଲପୁର ଯାଇ ସମଲେଶ୍ବରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ପ୍ରତିନିଧି ଦଳକୁ ସମ୍ବଲପୁର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ଏହି ପ୍ରତିନିଧି ଦଳ…

ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର (କେନ୍ୟୁଜ୍‌): ନୂଆଁଖାଇ ପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା। ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ। ପୂର୍ବ ନିର୍ଦ୍ଧାରିତ ସମୟରେ ଇଷ୍ଟଦେବୀଙ୍କ ପାଖରେ ରୀତିନୀତି ଅନୁସାରେ ନବାନ୍ନ ଲାଗି ହୋଇଛି। ମାଆ ସମଲେଶ୍ୱରୀଙ୍କୁ ଲାଗି ହୋଇଛି ନୂତନ ସରିଆ ଧାନରେ ତିଆରି ବ୍ୟଞ୍ଜନ…

ମା ’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆଁ ଧାନ, ମା’ଙ୍କ ନିକଟରେ ଲାଗି ହେବ ନବାନ୍ନ

ସମ୍ବଲପୁର (କେନ୍ୟୁଜ): ମା’ ସମଲେଇ ପାଖରେ ଲାଗି ହେବ ନୂଆ ଧାନ । ଏଥିପାଇଁ ସମଲେଇଙ୍କ ପୀଠରେ ପହଂଞ୍ଚିଛି ନୂଆଁଧାନ ବା ସରିଆ ଧାନ । ମାଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ଯ ପୂଜକଙ୍କୁ ପ୍ରଦାନ କରିଛନ୍ତି ।…

ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ରାଜ ରାଜେଶ୍ୱରୀ ବେଶ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ରାଜ ରାଜେଶ୍ୱରୀ ବେଶ। ଏହି ବେଶକୁ ଦେଖିବାକୁ ଭକ୍ତଙ୍କ ଭିଡ଼। କୁମାର ପୂର୍ଣ୍ଣିମାରେ ମାଆଙ୍କର ଏହି ଦୁର୍ଲଭ ରାଜ ରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥାଏ। ମାଆଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ କରାଯାଇଛି।…

ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ: ମାଆ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ

ସମ୍ବଲପୁର(କେନ୍ୟୁଜ୍): ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ। ମାଆ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ । ଘରେ ଘରେ ପିଠାପଣାର ମହକ। ମାଆଙ୍କ ପାଇଁ ନବାନ୍ନ ମୁଖ୍ୟ ପୂଜକଙ୍କ ସମେତ ଆଉ ଦୁଇ ପୂଜକଙ୍କ ଘରେ ପ୍ରସ୍ତୁତି ହୋଇଥିଲା । ମାଆଙ୍କ ପାଖରେ ନବାନ୍ନ ଲାଗି ପରେ ଘରେ…

ମା’ ସମଲେଶ୍ୱରୀଙ୍କ ପୀଠରେ ସମ୍ପନ୍ନ ହେଲା ଖଣ୍ଡାଧୁଆ ଯାତ୍ରା

ସମ୍ବଲପୁର(କେନ୍ଯୁଜ୍): ମା’ ସମଲେଶ୍ୱରୀଙ୍କ ପୀଠରେ ସମ୍ପନ୍ନ ହୋଇଛି ଖଣ୍ଡାଧୁଆ ଯାତ୍ରା। ଏହି ଅବସରରେ ସମଲେଶ୍ୱରୀ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ଆସନ୍ତା ନୂତନ ବର୍ଷରେ ମା’ଙ୍କ ପାଇଁ ପରଭା ଏବଂ ଛତ୍ର ନିର୍ମାଣ ହେବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ୮୦ କେଜି ରୂପା ଆବଶ୍ୟକ ପଡିବ। ଭକ୍ତମାନେ ରୂପା…

ଆସନ୍ତାକାଲି ଖୋଲିବ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର

ସମ୍ବଲପୁର(କେନ୍ୟୁଜ୍):  ଆସନ୍ତାକାଲି ଖୋଲିବ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର। କୋଭିଡ ସ୍ଥିତିରେ ସୁଧାର ଓ ରାଜ୍ୟ ସରକାରଙ୍କ ଅନଲକ୍‌ ନିଷ୍ପତ୍ତି ପରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନ ଓ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଏହି ନିଷ୍ପତ୍ତି…

ମାଆ ସମଲେଶ୍ୱରୀଙ୍କ ଦର୍ଶନରୁ ନୂତନ ବର୍ଷର ନୂଆ ଆରମ୍ଭ କରିଛନ୍ତି ସମ୍ବଲପୁର ବାସିନ୍ଦା

ସମ୍ବଲପୁର : ନୂତନ ବର୍ଷର ନୂତନ ଆରମ୍ଭ ମାଆ ସମଲେଶ୍ୱରୀଙ୍କ ଦର୍ଶନରୁ ଆରମ୍ଭ କରିଛନ୍ତି ସମ୍ବଲପୁର ବାସିନ୍ଦା । ମନ୍ଦିର ବନ୍ଦ ଥିବାରୁ ବାହାରୁ ମୁଣ୍ଡିଆ ମାରି ମାଆଙ୍କ ଆଶିଷ ନେଇଛନ୍ତି । କୋଭିଡ୍‌ କଟକଣା ଯୋଗୁଁ ଆସନ୍ତା ୩ ତାରିଖ ଖୋଲିବ ସମଲେଶ୍ୱରୀ ମନ୍ଦିର । ମନ୍ଦିର ବାହାରେ ସୁରକ୍ଷା…

ଆଜିଠୁ ଆରମ୍ଭ ହେଲା ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠରେ ନବରାତ୍ରି

ସମ୍ବଲପୁର (କେନ୍ୟୁଜ୍‌) : ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠରେ ଆଜିଠୁ ଆରମ୍ଭ ହୋଇଛି ନବରାତ୍ରି। ଭୋରରୁ ରୀତିନୀତି ଅନୁଯାୟୀ ମାଆଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଆଜି ମାଆଙ୍କୁ ଶୈଳପୂତ୍ରୀ ବେଶରେ ସଜ୍ଜିତ କରାଯିବ। ବେଲପତ୍ର ଓ ସୁନାରେ ମାଆଙ୍କ ଶୃଙ୍ଗାର କରାଯାଇଥାଏ। ଆସନ୍ତା ୯…

ଆଜି ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ, ଡିଜିଟାଲ ମାଧ୍ୟମରେ ଦର୍ଶନ କରୁଛନ୍ତି ଭକ୍ତ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଶ୍ୱରୀ ଆଜି ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । କୋଭିଡ କଟକଣା ଯୋଗୁଁ ଲକ୍ଷ ଲକ୍ଷ ଭକ୍ତ ଡିଜିଟାଲ ମାଧ୍ୟମରେ ମା’ଙ୍କ ଦର୍ଶନ କରୁଛନ୍ତି । ବର୍ଷ ତମାମ ମା ସିନ୍ଦୁର ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କିନ୍ତୁ ମହାଳୟା…

ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

ସମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଲାଗିହୋଇଛି ନବାନ୍ନ । ଡିଜିଟାଲ ପ୍ଲାଟ୍‌ଫର୍ମରେ ମା’ଙ୍କ ଦର୍ଶନ କରିଛନ୍ତି ଭକ୍ତ। ପ୍ରଥମ ଥର ପାଇଁ କରୋନା କଟକଣା ଭିତରେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଛି କୃଷିଭିତ୍ତିକ…

ସମଲେଶ୍ୱରୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ସମ୍ବଲପୁର: ସମଲେଶ୍ୱରୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ। ସକାଳ ୮ଟା ୪୦ ମିନିଟରେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ନିକଟରେ ଥିବା ପୂଜା ସାମଗ୍ରୀ ଦୋକାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମନ୍ଦିରର କୈଣସି କ୍ଷତି…