Browsing Tag

maa tarini

ମକର ସଂକ୍ରାନ୍ତିରେ ଘଟଗାଁ ମାଆ ତାରିଣୀଙ୍କ ପୀଠରେ ସୁନାବେଶ ଦର୍ଶନ କଲେ ହଜାର ହଜାର ଭକ୍ତ

ଘଟଗାଁ : ମକର ପର୍ବ ପାଇଁ କେନ୍ଦୁଝର ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ମାଆ ତାରିଣୀଙ୍କ ପୀଠରେ ବେଶ ଧୁମଧାମରେ ପାଳିତ ହୋଇଥାଏ ଏହି ପର୍ବ । ମକର ଅବସରରେ ମାଆ ସୁନା ବେଶରେ ସଜ୍ଜିତ ହୋଇଛନ୍ତି ।  ଆଜି ମାଆଙ୍କ ନିକଟରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ଜମିଥିବା ପରିଲିକ୍ଷୀତ…

ଜଗନ୍ନାଥ ସଂସ୍କୃତିରୁ ସୃଷ୍ଟି ହୋଇଛି ମା ତାରିଣୀଙ୍କ ବ୍ରତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ତାରିଣୀ । ତାରିଣୀଙ୍କ ପୀଠରେ ଆଜି ବିପତ୍ତି ତାରିଣୀ ବ୍ରତ ପାଳିତ ହୋଇଛି । ପ୍ରତ୍ୟକ ବର୍ଷ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡା ଯାତ୍ରା ମଧ୍ୟରେ ପଡୁଥିବା ମଙ୍ଗଳବାରରେ ହିଁ ଏହିବ୍ରତ ପାଳନ କରାଯାଏ ।ଏହି ଅବସରରେ…

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ଆଜି ମାଆ ତାରିଣୀଙ୍କ ଦର୍ଶନ ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଘଟଗାଁ ଡାକବଙ୍ଗଳାରେ ବିଭିନ୍ନ ଅନୁଷ୍ଠାନ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା…

ଆଜି ମା’ ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ପୀଠରେ ପାଳିତ ହେଉଛି ମା' ଙ୍କ ୮୮ତମ ଚଇତି ପର୍ବ । ଅବସରରେ ଆଜି ସକାଳ ୪ଟାରୁ ଦେହୁରୀ ମାନେ ମାଙ୍କୁ କ୍ଷୀର, ଳହୁଣୀ, ହଳଦି, ଚୁଆ, ଚନ୍ଦନ, ମହୁ ଲେପନ କରି ମାଜଣା କରିବା ପରେ ମାଙ୍କ ସ୍ନାନ କାର୍ଯ୍ୟ ସମାପନ…

ଆଜିଠୁ ମା’ ତାରିଣୀଙ୍କ ଚଇତି ପର୍ବ, ସୁନା ବେଶରେ ଦର୍ଶନ ଦେଉଛନ୍ତି ଘଟଗାଁ ରାଣୀ

ଘଟଗାଁ (କେନ୍ୟୁଜ): ଆଜି ଠାରୁ ଆରମ୍ଭ ହୋଇଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ବିଶ୍ଵ ପ୍ରସିଦ୍ଧ ଚଇତି ପର୍ବ । ମା’ଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ୧୯୩୬ ମସିହା ଠାରୁ ମା’ଙ୍କର ଏହି ଚଇତି ପର୍ବ ମହା ଆଡ଼ମ୍ବରରେ ପାଳିତ ହୋଇଆସୁଛି…

ଆସନ୍ତା ଏପ୍ରଲ ୯ରୁ ମା’ତାରିଣୀଙ୍କ ଚଇତି ପର୍ବ, ୭ ଦିନ ଧରି ସୁନାବେଶରେ ଦର୍ଶନ ଦେବେ ସଙ୍କଟ ହାରିଣୀ

ଘଟଗାଁ(କେନ୍ୟୁଜ୍‌): କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମା'ତାରିଣୀଙ୍କ ୮୮ତମ ଚଇତି ପର୍ବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଚଇତି ପର୍ବ ତଥା ମା'ଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ମନ୍ଦିର ପ୍ରସାଶନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ତତ୍ପର ହୋଇ ପଡିଛନ୍ତି । ଚଇତି…

ମକର ସଂକ୍ରାନ୍ତି : ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ତାରିଣୀ

ତାରିଣୀ : ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ଘଟଗାଁ ମା' ତାରିଣୀଙ୍କ ପୀଠ । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ହଜାର ହଜାର ସଂଖ୍ୟାର ଭକ୍ତଙ୍କ ଭିଡ ଜମିଛି । ଆଜି ଭୋର ୪ଟାରୁ ମାଆଙ୍କ ମାର୍ଜଣା, ମଙ୍ଗଳ ଆଳତୀ ସହ ସ୍ବତନ୍ତ୍ର ପୂଜା ସହ ସୁନା ବେଶରେ ସଜ୍ଜିତ କରାଯାଇଥିଲା । ପରେ…

ମା’ ତାରିଣୀଙ୍କର ମହିମା ଅନନ୍ୟ

କଥା ସେଦିନର.. କିମ୍ବଦନ୍ତୀ ଅନେକ ପୁରୁଣା ବର୍ଷର। ଥରେ ଜାଗର ଅମାବାସ୍ୟା ରେ ଲିଙ୍ଗରାଜ ମନ୍ଦିର ପରିସର ଭିଡ଼ ଜମିଥାଏ । ଲମ୍ବା ଧାଡି ଲମ୍ବି ଥାଏ ଲିଙ୍ଗରାଜଙ୍କ ଦର୍ଶନ ପାଇଁ... ଭିଡ଼ ଭିତରେ ଲୋକମାନଙ୍କ ମଧ୍ୟରେ ଧସ୍ତା ଧସ୍ତି କେମିତି ଆଗରେ ଯାଇ ଟିକେ ପ୍ରଭୁ ଙ୍କୁ ଦର୍ଶନ କରିଦେବେ । ଆଗରୁ…

ଆଜି ଘଟଗାଁ ମା’ ତାରିଣୀଙ୍କର ଆଷାଢ଼ୀ ପର୍ବ, ସନ୍ଧ୍ୟା ୭ରେ ଖୋଲିବ ମନ୍ଦିର  

ଘଟଗାଁ (କେନ୍ୟୁଜ): ଘଟଗାଁ ମା’ତାରିଣୀଙ୍କର ଆଜି ହେଉଛି ଆଷାଢ଼ୀ ପର୍ବ । ଆଷାଢ ମାସର ଶେଷ ଗୁରୁବାରରେ ଏହି ପର୍ବ ପାଳିତ ହୋଇଥାଏ । ପରମ୍ପରା ଅନୁସାରେ ଏହି ଦିନରେ ମା ତାରିଣୀ ପ୍ରଜାଙ୍କ ମଙ୍ଗଳ ପାଇଁ ଉପବାସ ରହି ଭଗବାନ ବିଷ୍ଣୁଙ୍କ ପୂଜା କରିଥାନ୍ତି । ଏଥିପାଇଁ ଆଜି ଦିନ ତମାମ ମା’ଙ୍କ…

ଆଜି ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ

ଘଟଗାଁ(କେନ୍ୟୁଜ୍): ଆଜି ବିଜୟା ଦଶମୀ । ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ପୀଠରେ ମଧ୍ୟ ଆଜି ବିଜୟା ଦଶମୀ ପାଳିତ ହେଉଛି । ସକାଳୁ ପୀଠରେ ସେବାୟତ ମାନେ ମାଆଙ୍କର ସମସ୍ତ ପୂଜାବିଧି ସ୍ୱତନ୍ତ୍ର ନୀତିକାନ୍ତିରେ ସମାପନ କରି…

ଭାଙ୍ଗିଲା ଘଟଗାଁ ମାଆ ତାରିଣୀଙ୍କ ଟ୍ରଷ୍ଟ ବୋର୍ଡ, ୬ବର୍ଷ ଧରି ଲାଗି ରହିଥିଲା ବିବାଦ

ଘଟଗାଁ(କେନ୍ୟୁଜ୍):ଭାଙ୍ଗିଲା କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମାଆ ତାରିଣୀଙ୍କ ଟ୍ରଷ୍ଟ ବୋର୍ଡ। ମନ୍ଦିର ଟ୍ରଷ୍ଟବୋର୍ଡ ଗଠନକୁ ନେଇ ୬ ବର୍ଷ ଧରି ଲାଗି ରହିଥିଲା ବିବାଦ। ଏହା ହାଇକୋର୍ଟରେ ବିଚାରାଧିନ ଥିଲା। ନୂଆ ବୋର୍ଡ ନିମନ୍ତେ ହାଇକୋର୍ଟରେ ଏକ ରିଟ୍‌ ପିଟିସନ ଦାଖଲ…

କିମ୍ବଦନ୍ତୀ ଭରା ମା’ ତାରିଣୀଙ୍କ ଆଷାଢି ପର୍ବ

ମା'ତାରିଣୀଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଏହି ଆଷାଢୀ ପର୍ବ ହେଉଛି ଖୁବ ନିଆରା ଓ ଭକ୍ତିଭରା । କିମ୍ବଦନ୍ତୀ ଭରା ଏହି ପର୍ବରେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ମା ଦିନ ସାରା ଉପବାସ ପାଳନ କରିଥାନ୍ତି । ଯେଉଁଥିପାଇଁ ଏହି ଦିନରେ ମନ୍ଦିର ସଂପୂର୍ଣ୍ଣ ବନ୍ଦ ରହିଥାଏ । ସୂର୍ଯ୍ୟାସ୍ତ ପରେ ହିଁ ମନ୍ଦିର…