Browsing Tag

maa tarini suna besha

ଆଜି ମା’ ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ପୀଠରେ ପାଳିତ ହେଉଛି ମା' ଙ୍କ ୮୮ତମ ଚଇତି ପର୍ବ । ଅବସରରେ ଆଜି ସକାଳ ୪ଟାରୁ ଦେହୁରୀ ମାନେ ମାଙ୍କୁ କ୍ଷୀର, ଳହୁଣୀ, ହଳଦି, ଚୁଆ, ଚନ୍ଦନ, ମହୁ ଲେପନ କରି ମାଜଣା କରିବା ପରେ ମାଙ୍କ ସ୍ନାନ କାର୍ଯ୍ୟ ସମାପନ…

ଆସନ୍ତା ଏପ୍ରଲ ୯ରୁ ମା’ତାରିଣୀଙ୍କ ଚଇତି ପର୍ବ, ୭ ଦିନ ଧରି ସୁନାବେଶରେ ଦର୍ଶନ ଦେବେ ସଙ୍କଟ ହାରିଣୀ

ଘଟଗାଁ(କେନ୍ୟୁଜ୍‌): କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମା'ତାରିଣୀଙ୍କ ୮୮ତମ ଚଇତି ପର୍ବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଚଇତି ପର୍ବ ତଥା ମା'ଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ମନ୍ଦିର ପ୍ରସାଶନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ତତ୍ପର ହୋଇ ପଡିଛନ୍ତି । ଚଇତି…

ଆଜି ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ

ଘଟଗାଁ(କେନ୍ୟୁଜ୍): ଆଜି ବିଜୟା ଦଶମୀ । ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ପୀଠରେ ମଧ୍ୟ ଆଜି ବିଜୟା ଦଶମୀ ପାଳିତ ହେଉଛି । ସକାଳୁ ପୀଠରେ ସେବାୟତ ମାନେ ମାଆଙ୍କର ସମସ୍ତ ପୂଜାବିଧି ସ୍ୱତନ୍ତ୍ର ନୀତିକାନ୍ତିରେ ସମାପନ କରି…

ଧୂମଧାମରେ ଚାଲିଛି ମାଆ ତାରିଣୀଙ୍କ ୮୬ତମ ଚଇତି ଉତ୍ସବ: ପଣା ସଂକ୍ରାନ୍ତି ପାଇଁ ପ୍ରବଳ ଭିଡ, ସୁନାବେଶକୁ ଦର୍ଶନ…

ଘଟଗାଁ(କେନ୍ୟୁଜ): କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ମାଆ ତାରିଣୀଙ୍କ ୮୬ତମ ଚଇତି ଉତ୍ସବ ଧୂମଧାମରେ ପାଳନ ହେଉଥିବା ବେଳେ ମାଆଙ୍କ ସୁନାବେଶକୁ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ । ଦୀର୍ଘ ୨ବର୍ଷ ପରେ ଉତ୍ସବ ମନାଯାଉଥିବାରୁ ମନ୍ଦିର ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି…

ଆଜିଠୁ ଆରମ୍ଭ ମା ତାରିଣୀଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ଘଟଗାଁ ବାସିନୀ

ଘଟଗାଁ(କେନ୍ୟୁଜ୍): ଆଜିଠୁ ଆରମ୍ଭ ହୋଇଛି ଘଟଗାଁ ମା ତାରିଣୀଙ୍କ ଚଇତି ପର୍ବ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମାଆଙ୍କ ଚଇତି ପର୍ବ ଚାଲିବ । ଆଜି ସକାଳୁ ମାଆଙ୍କ ମାର୍ଜଣା, ମଙ୍ଗଳ ଆଳତୀ, ଷୋଡଶ ଉପଚାରରେ ପୂଜା ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଏହାସହ ଆଜି ମାଆଙ୍କୁ…

ନୂଆବର୍ଷ ଅବସରରେ ଘଟଗାଁ ମାଆ ତାରିଣୀଙ୍କ ସୁନାବେଶ, କଟକଣା ପାଇଁ ଦର୍ଶନରୁ ବଞ୍ଚିତ ଭକ୍ତ

କେନ୍ଦୁଝର(କେନ୍ଯୁଜ୍):କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ସ୍ଥିତ ମାଆ ତାରିଣୀଙ୍କ ପୀଠରେ ଆଜି ନୂଆବର୍ଷ ଅବସରରେ ମାଆଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ସକାଳୁ ଯଥା ନୀତି ଅନୁସାରେ ମାଙ୍କ ପୀଠରେ ମାର୍ଜଣା,ମଙ୍ଗଳ ଆଳତି,ଷୋଡଶ ଉପଚାରରେ ପୂଜା ହେବା ସହ ମାଆଙ୍କୁ ସୁନାବେଶରେ ସଜ୍ଜିତ…