Browsing Tag

maa tarini

କାଲି ଖୋଲିବ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର,୧୦ ବର୍ଷରୁ କମ୍‌ ପିଲା ଓ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ମନ୍ଦିର…

ଘଟଗାଁ(କେନ୍ୟୁଜ୍):  ଆସନ୍ତାକାଲିଠୁ ଖୋଲିବ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ମନ୍ଦିର । ଦୀର୍ଘ ମାସ ପରେ ଘଟଗାଁ ତାରିଣୀ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛି ତାରିଣୀ ମନ୍ଦିର ଟ୍ରଷ୍ଟବୋର୍ଡ । ସର୍ବସାଧାରଣ ଦର୍ଶନ ପାଇଁ ସ୍ୱତନ୍ତ୍ର…

ଆଜି ଖୋଲିଲା ଘଟଗାଁ ମା ତାରିଣୀଙ୍କ ମନ୍ଦିର, ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ

ଘଟଗାଁ : ଆଜି ଖୋଲିଲା ଘଟଗାଁ ମା ତାରିଣୀଙ୍କ ମନ୍ଦିର । ମା'ଙ୍କ ଦର୍ଶନ ନେଇ ତାରିଣୀ ମନ୍ଦିର ପ୍ରଶାସନ ଗାଇଡ ଲାଇନ ଜାରି କରିଛି । ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି । ସାଧାରଣ ଦର୍ଶନ ସକାଳ ୮ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ମିନିଟ୍‌ ଯାଏ…

କୋଭିଡ଼ କଟକଣା ମଧ୍ୟରେ ପାଳିତ ହେଲା ମା ତାରିଣୀଙ୍କ ଆଷାଢ଼ୀ ପର୍ବ

ଘଟଗାଁ(କେନ୍ଯୁଜ୍): ସାରା ଦେଶରେ ଏବେ କରୋନା ମହାମାରୀର ଭୟଭୟତା  ଲାଗିରହିଛି । ଏଥିପାଇଁ ରାଜ୍ୟ ସରକାର ସବୁ ପୂଜା ସ୍ଥଳୀ ମାନଙ୍କରେ କୋଭିଡ଼ କଟକଣା ଲାଗୁ କରିଛନ୍ତି । ତେବେ ଏହି କଟକଣା  ମଧ୍ୟରେ ଗତକାଲି ରାତିରେ ମା ତାରିଣୀଙ୍କର ପ୍ରସିଦ୍ଧ ଆଷାଢ଼ୀ ପର୍ବ ପାଳିତ ହୋଇଛି। କଟକଣା ପାଇଁ…

ମା’ ତାରିଣୀଙ୍କ ଆଶୀର୍ବାଦ ପାଇବା ପାଇଁ ୧୦୦ କିମି ଚାଲିଚାଲି ପୁଣି ଗୁରୁଣ୍ଡି ଗୁରୁଣ୍ଡି ଭକ୍ତ ପହଞ୍ଚିଲେ ସିଂହଦ୍ୱାରରେ

କେନ୍ଦୁଝର( କେ ନ୍ୟୁଜ) : ଲକଡାଉନରେ ମନ୍ଦିର ବନ୍ଦ ରହିଛି। କିନ୍ତୁ ଲୋକ ଆସ୍ଥା ମରିନି। ଲୋକେ ଏହି ମହାମାରୀରୁ ବଞ୍ଚିବା ପାଇଁ ଭଗବାନଙ୍କ ଶରଣ ପସିଛନ୍ତି। ଭଗବାନଙ୍କ ଆର୍ଶୀବାଦ ପାଇବା ପାଇଁ ଚାହିଁବସିଛନ୍ତି ଶ୍ରଦ୍ଧାଳୁ। ତେଣୁ ମନ୍ଦିର ବନ୍ଦ ରହିଥିଲେ ସୁଦ୍ଧା ବାହାରେ ନିଜର ଦୁଃଖ କଷ୍ଟକୁ…

ଆରମ୍ଭ ହେଲା ଘଟଗାଁ ମା’ତାରିଣୀଙ୍କ ଆଷାଢୀ ପର୍ବ, ସଂସାରର ମଙ୍ଗଳ ମନାସୀ ମା ରୁହନ୍ତି ଉପବାସରେ

କେନ୍ଦୁଝର:  ଜଗତ ଜନନୀ  ମା’ତାରିଣୀଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଆଷାଢୀ ପର୍ବ ଏକ ଭିନ୍ନ ପର୍ବ । ଏହି ଦିନକୁ ମାଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଉଥିବା ବେଳେ ଏହି ଆଷାଢୀ ପର୍ବରେ ମା ସାରା ସଂସାରର ଶୁଭକାମନା କରି ଦିନ ସାରା ଉପବାସ ରହିଥାନ୍ତି ଏବଂ ସଂନ୍ଧ୍ୟା ସମୟରେ ସୁନାବେଶରେ ଭକ୍ତ…

ଘଟଗାଁ ମା ତାରିଣୀ ମନ୍ଦିରରେ ବ୍ରତ ପାଳନ କଲେ ହଜାର ହଜାର ମହିଳା

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ପୀଠରେ ଆଜି ପାଳିତ ହୋଇଛି ତାରିଣୀ ବ୍ରତ। ପ୍ରତ୍ୟକ ବର୍ଷ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡା ଯାତ୍ରା ମଧ୍ୟରେ ମଙ୍ଗଳବାରରେ ଏହି ବ୍ରତ ପାଳିତ ହୋଇଥାଏ । ଏହି ଅବସରରେ ତାରିଣୀ ମନ୍ଦିରରେ ହଜାର ହଜାର…

କେନ୍ଦୁଝର : ଆଜିଠୁ ଆରମ୍ଭ ମା’ ତାରିଣୀଙ୍କ ଚଇତି ପର୍ବ

କେନ୍ଦୁଝର : ଆଜିଠୁ ଆରମ୍ଭ ହୋଇଛି ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ଚଇତି ପର୍ବ । ଏହି ସମୟରେ ସୁନାବେଶରେ ଦର୍ଶନ ଦିଅନ୍ତି ମାଆ। ଏହି ଦୁର୍ଲଭ ବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥାଏ। ଆଜି ସକାଳେ ମାଆଙ୍କ ସ୍ନାନ ପରେ ସୁନାବେଶ କରାଯାଇ ମଙ୍ଗଳ ଆଳତୀ କରାଯାଇଥିଲା।…

ମାଆ ତାରିଣୀଙ୍କ ନାଁରେ ମିଥ୍ୟା ପ୍ରଚାର ଘଟଣା : ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଘଟଗାଁ ଥାନାରେ ଏତଲା

କେନ୍ଦୁଝର (କେନ୍ୟୁଜ୍) : ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ନାଁରେ ମିଥ୍ୟା ପ୍ରଚାରକୁ ନେଇ ଏତଲା । ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଘଟଗାଁ ଥାନାରେ ଏତଲା ଦିଆଯାଇଛି । ନିକଟରେ ସୋସିଆଲ୍ ମିଡିଆରେ ମାଆଙ୍କୁ ନେଇ କିଛି ଗୁଜବ ହୋଇଥିଲା । ମାଆଙ୍କ ଅଖଣ୍ଡ ଦୀପ ଲିଭି ଯାଇଥିବାରୁ ପରିବାର…