Browsing Tag

Mad bull

ଗୋଡ଼ାଇ ଗୋଡ଼ାଇ ପ୍ରମିଳାଙ୍କ ଜୀବନ ନେଲା ପାଗଳା ଷଣ୍ଢ, କାବୁ କଲା ପ୍ରାଣୀ ବିଭାଗ ଓ  ଅଗ୍ନିଶମ ବିଭାଗ

ସବୁ ଦିନ ଭଳି ଗତକାଲି ସକାଳୁ ସକାଳୁ ପ୍ରମିଳା ଶୌଚ ହେବା ପାଇଁ ବାରିପଟକୁ ଯାଇଥିଲେ । କିନ୍ତୁ ପ୍ରମିଳା ଜାଣିନଥିଲେ ମୃତ୍ୟୁ ତାଙ୍କ ବାଟ ଚାହିଁ ବସିଛି । ହଠାତ ପଛ ପଟୁ ଏକ ପାଗଳା ଷଣ୍ଢ ତାଙ୍କୁ ଗୋଡ଼ାଇବାକୁ ଲାଗିଲା । ପ୍ରାଣ ବିକଳରେ ଏଣେ ତେଣେ ଦୌଡ଼ିଥିଲେ ପ୍ରମିଳା । କିନ୍ତୁ ଷଣ୍ଢ ହାବୁଡ଼ରୁ…

କଟକ ବିଡ଼ାନାସୀରେ ଷଣ୍ଢ ଉପଦ୍ରବ, ଲୋକ ଦେଖିଲେ ଗୋଡ଼ାଉଛି ମାରିବାକୁ

କଟକ : ପୁଣି ମାତିଲା କଟକି ଷଣ୍ଢ । କଟକ ବିଡ଼ାନାସୀ ନୂଆ ସାହି ଅଞ୍ଚଳରେ ଷଣ୍ଢ ଉପଦ୍ରବ । ଲୋକଙ୍କୁ ଦେଖିଲେ ମାତ୍ରେ ମାରିବାକୁ ଗୋଡ଼ାଉଛି ଷଣ୍ଢ । ଏନେଇ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା । ଯିବା ଆସିବା ବାଟ ବଦଳାଉଛନ୍ତି ଲୋକେ । ଗତ ୧୧ ତାରିଖ ଦିନ ଜଣେ ବ୍ୟକ୍ତି ଷଣ୍ଢ ଆକ୍ରମଣରେ…