୨୧ରୁ ଅଧିକ ଲୋକଙ୍କୁ କାମୁଡ଼ି ଲହୁଲୁହାଣ କଲା ପାଗଳ କୁକୁର, ଯଶୀପୁର ଡାକ୍ତରଖାନାରେ ଭର୍ତ୍ତି
କରଞ୍ଜିଆ(କେନ୍ୟୁଜ୍): ଆତଙ୍କ ମଚାଇଲା ପାଗଳ କୁକୁର,୨୧ ରୁ ଉର୍ଦ୍ଧ ଆକ୍ରମଣ ର ଶିକାର ,ଯଶିପୁର ଡାକ୍ତରଖାନାରେ ୨୧ ଜଣ ଚିକିତ୍ସାତ ହେଉଛନ୍ତି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବଜାରରେ,ଆଜି ରାତି ୮ ଟା ସମୟରେ ଏକ ପାଗଳ କୁକୁର ଆତଙ୍କ ମଚାଇଛି। ରରୁଆଁ ଛକ ଠାରୁ ଆରମ୍ଭ କରି…