ଦୀପିକାଙ୍କୁ ମାଡାମ୍ ତୁସାଉଦ୍ଙ୍କ ବାହାଘର ଭେଟି, ଆସନ୍ତା ବର୍ଷ ଉନ୍ମୋଚନ ହେବ ‘ମସ୍ତାନୀ’ଙ୍କ ମହମ ମୂର୍ତ୍ତିି
ନୂଆଦିଲ୍ଲୀ : ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ବାହାଘର ସରିଛି । ଇଟାଲୀରେ ଦୁଇ ଦିନିଆ ବାହାଘର ହେଲା । ସମସ୍ତେ ବରକନ୍ୟାଙ୍କୁ ଶୁଭେଚ୍ଛା ଜଣାଇଲେ । ହେଲେ ସବୁଠୁ ଭଲ ଉପହାର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମାଡାମ୍ ତୁସାଉଦ । ଆସନ୍ତା ବର୍ଷ ସେ ଦୀପିକାଙ୍କ ମହମ ମୂର୍ତ୍ତିିର ଉନ୍ମୋଚନ…