Browsing Tag

Madhubabu

ଆଜି ଓଡ଼ିଶାର ଅଦ୍ୱିତୀୟ ବରପୁତ୍ର ମଧୁବାବୁଙ୍କ ଜୟନ୍ତୀ

କଟକ: ଆଜି ଓଡ଼ିଶାର ଅଦ୍ୱିତୀୟ ବରପୁତ୍ର ମଧୁବାବୁଙ୍କ ଜନ୍ମଜୟନ୍ତୀ। ଅବିଭକ୍ତ କଟକ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ସତ୍ୟଭାମାପୁରରେ ୧୮୪୭ ମସିହା ଅପ୍ରେଲ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ମଧୁବାବୁ। ୧୮୭୦ରେ କଲିକତାର ଲଣ୍ଡନ ମିସନାରୀ ସୋସାଇଟି କଲେଜରୁ ବିଏ ପାସ କରି ଓଡ଼ିଶାର ପ୍ରଥମ ଗ୍ରାଜୁଏଟ…