Browsing Tag

madhuri tuli beats vishal aditya singh by pan

ବିଗ୍‌ବସ୍‌ରେ ଟପିଲା ସବୁ ହିଂସାର ସୀମା, ଫ୍ରାଏପ୍ୟାନ୍‌ରେ ବିଶାଲଙ୍କୁ ଅତି ଭୟଙ୍କର ଭାବେ ପିଟିଲେ ମଧୁରିମା, ଦେଖନ୍ତୁ…

କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ସବୁଠାରୁ ବିବାଦୀୟ ଶୋ ‘ବିଗ୍‌ବସ୍‌’ର ବର୍ତ୍ତମାନ ୧୩ତମ ସଂସ୍କରଣ ଚାଲିଛି। ଏହି ସିଜିନ୍‌ ପୂର୍ବ ସମସ୍ତ ସିଜିନ୍‌ର ରେକର୍ଡକୁ ଭାଙ୍ଗିସାରିଥିବା ବେଳେ ଏଥକର ପ୍ରତିଯୋଗୀଙ୍କ ଝଗଡ଼ା ବି ଉଗ୍ରରୂପ ଧାରଣ କରୁଛି। ବିଗ୍‌ବସ୍‌ରେ ପ୍ରତିଦିନ କିଛି ଏମିତି ଘଟଣା ଘଟୁଛି…