କଟକ:ବିଶ୍ୱବିଦ୍ୟାଳୟ ହେବ ମଧୁସୂଦନ ଆଇନ ମହାବିଦ୍ୟାଳୟ, ପ୍ରଥମ କୁଳପତି ଭାବେ ପ୍ରଫେସର କମଲ ଜିତ୍ ସିଂଙ୍କୁ ମିଳିଲା…
କଟକ(କେନ୍ୟୁଜ୍): ଆସନ୍ତା ୨୮ ତାରିଖରୁ ବିଶ୍ୱବିଦ୍ୟାଳୟରେ ପରିଣତ ହେବ କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ । ମଧୁସୂଦନ ଲ' ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର କମଲ ଜିତ୍ ସିଂଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି…