ମଧ୍ୟ ପ୍ରଦେଶ: ଧାର ଭୋଜଶାଳାର ASI ସର୍ଭେ ଆରମ୍ଭ, ଏହା ସରସ୍ୱତୀଙ୍କ ମନ୍ଦିର ନା କମାଲ ମୌଲାନା ମସ୍ଜିଦ
ମଧ୍ୟ ପ୍ରଦେଶର ଧାରସ୍ଥିତ ଭୋଜଶାଳାର ସର୍ଭେ ଆରମ୍ଭ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ (ଏଏସ୍ଆଇ) ଟିମ୍ ଶୁକ୍ରବାରଠାରୁ ଧାରଠାରେ ସର୍ଭେ ଆରମ୍ଭ କରିଛି । ଭୋଜଶାଳାରେ ସରସ୍ୱତୀଙ୍କ ମନ୍ଦିର ଅଛି ନା କମାଲ ମୌଲାନା ମସଜିଦ, ଏହାର ନିଷ୍ପତ୍ତି ନେବା ପାଇଁ…