ମଧ୍ୟ ପ୍ରଦେଶ: ଗୁନାରେ ଲ୍ୟାଣ୍ଡିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ, ଟ୍ରେନି ପାଇଲଟ୍ ଆହତ
ମଧ୍ୟ ପ୍ରଦେଶର ଗୁନା ଜିଲ୍ଲାରେ ବୁଧବାର ନିମଚରୁ ଉଡ଼ାଣ ଭରିଥିବା ବିମାନ ଗୁନା ଏରୋଡ୍ରୋମରେ କ୍ରାସ୍ ହୋଇଯାଇଛି । ଇଞ୍ଜିନରେ ତ୍ରୁଟି ହେତୁ ଗୁନାରେ ଜରୁରୀକାଳୀନ ଅବତରଣ ପାଇଁ ସାହାଯ୍ୟ ମଗାଯାଇଥିଲା । ହେଲେ ଜରୁରୀ ଅବତରଣ ବେଳେ ହଠାତ୍ ରନୱେ ବାହାରେ ଲ୍ୟାଣ୍ଡିଂ ହେବାରୁ ବିମାନଟି କ୍ରାସ୍…