Browsing Tag

madhya pradesh

ଅମାନବୀୟ କାଣ୍ଡ : ଯୁବକଙ୍କୁ ଅପହରଣ କରିବା ପରେ ବରଫ ଉପରେ ଶୁଆଇ ମାଡ ମାରିଲେ, ପରେ ମୁହଁରେ କଲେ ପରିସ୍ରା

ମଧ୍ୟପ୍ରଦେଶ ଶିବପୁରୀରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକଙ୍କୁ ଅପହରଣ କରି ତାଙ୍କୁ ବରଫ ଉପରେ ଶୁଆଇ ମୁହଁ ପରିସ୍ରା କରିଛନ୍ତି ଅପହରଣକାରୀ । ଆଉ ଅପହରଣକାରୀ ଏସବୁକୁ ସୋସିଆଲ ମିଡିଆରେ ଅପଲୋଡ କରି ଭାଇରଲ ମଧ୍ୟ କଲେ । ତେବେ ଏତେ ସବୁ ଘଟଣା ପରେ ପୋଲିସ…

ମଧ୍ୟପ୍ରଦେଶ: ପରୀକ୍ଷା କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀଙ୍କୁ ଜଗିଲେ ୮ କର୍ମଚାରୀ, ଫଟୋ ଭାଇରାଲ

ମଧ୍ୟପ୍ରଦେଶର ଅଶୋକନଗରରେ ଦ୍ୱାଦଶ ବୋର୍ଡ ପରୀକ୍ଷା ସମୟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟାଳୟର ସବୁଠୁ ବଡ଼ ପରୀକ୍ଷା କେନ୍ଦ୍ର ସରସ୍ୱତୀ ଶିଶୁ ମନ୍ଦିରରେ କେବଳ ଜଣେ ହିଁ ଛାତ୍ରୀ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଛନ୍ତି । ଆଶ୍ଚର୍ଯ୍ୟଜନକ କଥା ଯେ ପରୀକ୍ଷା ଦେବା ସମୟରେ…

ବାହାଘରରେ ଆତଙ୍କ ଖେଳାଇଲେ ମହୁମାଛି, ଆଇସିୟୁରେ ଭର୍ତ୍ତି ହେଲେ ଅତିଥି

ହୋଟେଲରେ ଧୂମଧାମରେ ଚାଲିଥିଲା ବାହାଘର । ହସଖୁସିରେ ଫାଟି ପଡୁଥିଲା ବିବାହ ମଣ୍ଡପ । ଏତିକି ବେଳେ ହଠାତ ମାଡି ଆସିଲେ ଶହ ଶହ ମହୁମାଛି । କେହି କିଛି ବୁଝିବା ପୂର୍ବରୁ ଆରମ୍ଭ କରିଦେଲେ ଜୋରଦାର ଆକ୍ରମଣ । ମହୁମାଛି ଆକ୍ରମଣରୁ ବର୍ତ୍ତିବାକୁ ଆରମ୍ଭ ହୋଇଗଲା ଦୌଡାଦୌଡି । ତେବେ ଏଭଳି ଏକ…

‘ଜାତି-ଧର୍ମର ବନ୍ଧନ ନାହିଁ…’, ହୋର୍ଡିଂ ଲଗାଇ ନିଜ ପାଇଁ ଝିଅ ଖୋଜୁଛନ୍ତି ଅଟୋ ଚାଳକ

ମଧ୍ୟପ୍ରଦେଶର ଦମୋହ ସହରରେ ଜଣେ ଅଟୋ ଚାଳକ ନିଆରା ଢଙ୍ଗରେ ନିଜ ପାଇଁ କନ୍ୟା ଖୋଜୁଛନ୍ତି । ସେ ନିଜ ଇ-ରିକ୍ସାରେ ଏକ ବଡ଼ ହୋର୍ଡିଂ ଲଗାଇଛନ୍ତି, ଯେଉଁଥିରେ ବିବାହ ପାଇଁ ଆବଶ୍ୟକ ନିଜର ସମ୍ପୂର୍ଣ୍ଣ ବିବରଣୀ ଲେଖିଛନ୍ତି । ଯୁବକ ଜଣକ ଏହି ଇ-ରିକ୍ସା ଧରି ସହର ସାରା ବୁଲୁଛନ୍ତି । ସେ…

ଘୁଷୁରୀ ଧରିବା ପାଇଁ ପକାଯାଇଥିଲା ଫାଶ, ହେଲେ ପଡ଼ିଗଲା କଲରାପତରିଆ ବାଘ; ଛଟପଟ ହୋଇ ଚାଲିଗଲା ପ୍ରାଣ

ମଧ୍ୟପ୍ରଦେଶର ମୁରେନା ଜିଲ୍ଲାର ନେପରୀ ଗାଁରେ ଏକ କଲରାପତରିଆ ବାଘର ମୃତଦେହ ମିଳିଛି । ଏଠାରେ କ୍ୱାରୀ ନଦୀକୂଳରୁ ବାଘର ମୃତଦେହ ମିଳିବା ପରେ ଗାଁରେ ହଇଚଇ ସୃଷ୍ଟି ହୋଇଛି । କାରଣ, ଅଢ଼େଇ ବର୍ଷର ଏହି ବାଘର ବେକରେ ଘୁଷୁରୀ ଧରିବା ଫାଶ ଫସିଯାଇଥିଲା । ଏହି ଫାଶ ସାଧାରଣତଃ ଫସଲ ନଷ୍ଟ କରୁଥିବା…

ଚଳନ୍ତା ଟ୍ରେନରୁ ଓହ୍ଲାଇବା ସମୟରେ ପ୍ଲାଟଫର୍ମ ତଳକୁ ଖସି ପଡ଼ିଲେ ମହିଳା, ଉଦ୍ଧାର କଲେ ଆରପିଏଫ ଯବାନ

ପୁଣି ଥରେ ଆରପିଏଫ ଯବାନଙ୍କ ପାଇଁ ଜଣେ ମହିଳାଙ୍କ ଜୀବନ ବଞ୍ଚିଛି । ଟିକେ ବିଳମ୍ବ ହୋଇଥିଲେ ମହିଳାଙ୍କର ଯେ କଣ ହୋଇଥାନ୍ତା ତାହା ନ କହିବା ଭଲ । ଦର୍ଶକ ବନ୍ଧୁ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଅନେକ ସମୟରେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଏଭଳି ଖବର ବାରମ୍ବାର ସାମ୍ନାକୁ ଆସୁଛି ।…

ମଧ୍ୟ ପ୍ରଦେଶ: ମୋହନ ସରକାରରେ ୨୮ ମନ୍ତ୍ରୀ ନେଲେ ଶପଥ, ୧୮ ଜଣଙ୍କୁ ମିଳିଲା କ୍ୟାବିନେଟ୍‌ ପାହ୍ୟା

ମଧ୍ୟ ପ୍ରଦେଶ ସରକାରରେ ସୋମବାର ୨୮ ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରବିବାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହାପରେ ସେ କ୍ୟାବିନେଟ ସମ୍ପ୍ରସାରଣ ନେଇ ଘୋଷଣା କରିଥିଲେ। ମଧ୍ୟ ପ୍ରଦେଶରେ ଗତ ମାସରେ ହୋଇଥିବା ବିଧାନସଭା…

ମଧ୍ୟ ପ୍ରଦେଶ: ଶପଥ ନେବା ପରେ ସୁପର ଆକ୍ଟିଭ୍‌ ହେଲେ ନୂଆ ସିଏମ୍‌ ମୋହନ ଯାଦବ, ଧାର୍ମିକ ସ୍ଥଳୀରେ ଲାଉଡ୍‌ ସ୍ପିକର…

ମଧ୍ୟ ପ୍ରଦେଶରେ ଲାଉଡ୍‌ ସ୍ପିକର ଉପରେ ପ୍ରତିବନ୍ଧକ ଲାଗିଛି। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ମାତ୍ରେ ନୂଆ ସିଏମ୍‌ ମୋହନ ଯାଦବ ପ୍ରଥମ ବଡ଼ ନିଷ୍ପତ୍ତି ନେଇଛନ୍ତି। ସିଏମ୍‌ ହେବା ପରେ ସେ ପ୍ରଥମ ଆଦେଶ ଜାରି କରିଛନ୍ତି ଏବଂ ଲାଉଡ୍‌ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଏହି…

ମଧ୍ୟ ପ୍ରଦେଶ: ସମର୍ଥକଙ୍କ ଠେଲାପେଲାରେ ଡେପୁଟି ସିଏମ୍‌ ରାଜେନ୍ଦ୍ର ଶୁକ୍ଳା ଆହତ

ମଧ୍ୟ ପ୍ରଦେଶର ନବନିଯୁକ୍ତ ଡେପୁଟି ସିଏମ୍‌ ରାଜେନ୍ଦ୍ର ଶୁକ୍ଳା ଆହତ ହୋଇଛନ୍ତି। କୁହାଯାଉଛି ଯେ ସମର୍ଥକଙ୍କ ମଧ୍ୟରେ ହୋଇଥିବା ଠେଲାପେଲାରେ ତାଙ୍କୁ ଆଘାତ ଲାଗିଛି। ସୂଚନା ଅନୁସାରେ, ଶୁକ୍ଳାଙ୍କ ଘରେ ତାଙ୍କ ସମର୍ଥକମାନେ ଭିଡ଼ ଜମାଇଥିଲେ। ସେମାନେ ଡେପୁଟି ସିଏମ୍‌ଙ୍କୁ ମାଳା ପିନ୍ଧାଇ…

ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ

ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ । ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେଓଡା ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ…

ଚଳନ୍ତା ଟ୍ରେନରେ ଯୁବତୀଙ୍କୁ ଦୁଷ୍କର୍ମ, ବାଥରୁମ କବାଟ ଭାଙ୍ଗି ଅଭିଯୁକ୍ତକୁ ଗିରଫ କଲା ଜିଆରିପି

ମଧ୍ୟପ୍ରଦେଶ: ଚଳନ୍ତା ଟ୍ରେନରେ ଯୁବତୀଙ୍କୁ ଦୁଷ୍କର୍ମ । ଦୁଷ୍କର୍ମକାରୀକୁ ଗିରଫ କରିଛି ପୋଲିସ । କଟନୀରୁ ଉଚେହରା ଯାଉଥିବା ମେମୁ ଟ୍ରେନରେ ଏଭଳି ଘଟଣା ଘଟିଛି । ଯୁବତୀ ଜଣକ ବାଥରୁମ ଯାଇଥିବା ବେଳେ ଯୁବକ ଜଣକ ମାରପିଟ୍‌ କରି ଦୁଷ୍କର୍ମ କରିଥିବା କଥା ପୋଲିସ କିହିଛି । ଜିଆରପି ଏବଂ ଆରପିଏଫ…

ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ, ନରେନ୍ଦ୍ର ସିଂ ତୋମର ହେବେ ବାଚସ୍ପତି

ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି ବିଜେପି । ବିଜେପି ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କ ନାମରେ ସର୍ବଦଳୀୟ ସମ୍ମତି ମିଳିଛି । ମଧ୍ୟପ୍ରଦେଶରେ ୩ ଡିସେମ୍ବରରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ବିଜେପି ଜିତିବା ପରେ ମୋହନ ଯାଦବ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ…