Browsing Tag

madhyapradesh

ବର୍ଥଡେ ପାର୍ଟି ହେଲା କାଳ, ଚାଲିଗଲା ୬ ଜୀବନ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୈହାର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସୋମବାର ବିଳମ୍ବିତ ରାତି ରିୱା ରୋଡ ସ୍ଥିତ ରାଷ୍ଟ୍ରୀୟ ରାଜମାର୍ଗ-୩୦ରେ ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ତ୍ବିଶା ହତ୍ୟା ମାମଲା, ପୋଷ୍ଟମର୍ଟମ ପାଇଁ ଭୋପାଳରେ ପହଞ୍ଚିଲେ ଦିଲ୍ଲୀ ଏମ୍ସ ଟିମ୍

ମଧ୍ୟପ୍ରଦେଶ : ତ୍ବିଶା ହତ୍ୟା ମାମଲାର ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଦିଲ୍ଲୀର ଏମ୍ସରୁ ଏକ ଦଳ ତ୍ୱିଶା ଶର୍ମାଙ୍କ ଦ୍ୱିତୀୟ ପୋଷ୍ଟମର୍ଟମ କରିବା ପାଇଁ ଭୋପାଳରେ ପହଞ୍ଚିଛି । ଏହି ଦଳରେ ଚାରି ଜଣ ବରିଷ୍ଠ ଡାକ୍ତର ଥିବା ଜଣାପଡିଛି । ସୂଚନାନୁଯାୟୀ, ଏମ୍ସ…

ତ୍ବିଶା ଶର୍ମାଙ୍କ ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇଲେ ମୋହନ ଯାଦବ ସରକାର

ମଧ୍ୟପ୍ରଦେଶ : ତ୍ୱିଶା ଶର୍ମା ମାମଲା ସମ୍ପର୍କରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ପୀଡିତାଙ୍କ ପରିବାରର ଦାବିକୁ ଗ୍ରହଣ କରିଛନ୍ତି ମଧ୍ୟପ୍ରଦେଶର ମୋହନ ଯାଦବ ସରକାର । ଏଥିସହ ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛନ୍ତି ।…

ଜବଲପୁର କ୍ରୁଜ୍ ବୁଡ଼ି ଘଟଣାରେ ପାଇଲଟଙ୍କ ପ୍ରତିକ୍ରିୟା : ପାଣିପାଗ ଫେରିବା ବେଳେ ବିଗିଡିଥିଲା, ଲୋକ ଡ୍ୟାନ୍ସ କରୁଥିଲେ…

ଜବଲପୁର : ମଧ୍ୟପ୍ରଦେଶର ଜବଲପୁରରେ ହୋଇଥିବା କ୍ରୁଜ୍ ଦୁର୍ଘଟଣାକୁ ନେଇ ମୁହଁ ଖୋଲିଲେ କ୍ରୁଜର ପାଇଲଟ । ତାଙ୍କ କହିବାନୁସାରେ, କ୍ରୁଜ୍ ଯିବା ସମୟରେ କୌଣସି ଝଡ଼ ତୋଫାନ ଆସିବା ଭଳି ପାଣିପାଗ ନଥିଲା । ପାଣିପାଗ ସ୍ଥିତି ଫେରିବା ସମୟରେ ବିଗିଡ଼ିଥିଲା । ପାଗ ବିଗିଡ଼ିବା ଯୋଗୁଁ ସମସ୍ତଙ୍କୁ…

ପିକଅପ୍ ଭ୍ୟାନ୍ ଓଲଟି ଚାଲିଗଲା ୧୫ ଜୀବନ, ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ମଧ୍ୟପ୍ରଦେଶ : ଗତକାଲି ରାତିରେ ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଚିକଲିଆର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା…

ହଠାତ୍ ଭୁଶୁଡି ପଡିଲା ୪ ମହଲା କୋଠା, ୨ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର କୋଟମା ସହରରେ ଏକ ଚାରି ମହଲା କୋଠା ଭୁଶୁଡି ପଡିଛି । ଏହି ଦୁର୍ଘଟଣା ଘଟିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ଶାହଡୋଲକୁ ପଠାଯାଇଛି । କିଛି ଲୋକ ଭଗ୍ନାବଶେଷ ତଳେ…

ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ଆଇଏଏସ୍, ୧୦ ବର୍ଷରେ କଲେଣି ୩ ବିବାହ

ମଧ୍ୟ ପ୍ରଦେଶ : ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ଆଇଏଏସ୍ ଅଫିସର । ୧୦ ବର୍ଷରେ କଲେଣି ୩ ବିବାହ । ଆଉ ୩ ଜଣ ଯାକ ପତ୍ନୀ ଆଇଏଏସ୍ ଅଧିକାରୀ । ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖବର ପାଲଟିଥିବା ଏହି ପ୍ରଶାସନିକ ଅଧିକାରୀ ହେଉଛନ୍ତି ଅଭି ପ୍ରସାଦ। ଏବେ ସେ ତୃତୀୟ ଥର ପାଇଁ ବିବାହ କରିଛନ୍ତି । ତେବେ…

ଝିଅକୁ ମାରି ପଥରରେ ବାନ୍ଧି ନଈକୁ ଫିଙ୍ଗିଦେଲେ ବାପା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

୧୭ବର୍ଷର ଝିଅ ପ୍ରେମରେ ପଡିଥିଲା । ଝିଅର ପ୍ରେମକୁ ସହି ପାରୁନଥିଲେ ବାପା । ସୈତାନ ସାଜିଲେ ବାପା । ଗୁଳି କରି ପଥରରେ ବାନ୍ଧି ନଈକୁ ଫିଙ୍ଗିଦେଲେ । ଆଉ ତା'ପରେ ଯାହା ଘଟିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ହଁ ଦର୍ଶକବନ୍ଧୁ,୧୭ ବର୍ଷୀୟ ଝିଅର ପ୍ରେମ ସମ୍ପର୍କକୁ ନେଇ ବାପା ବିରକ୍ତ ଥିଲେ ।…

ଟାୟାର ଫାଟିଯିବାରୁ ନିୟନ୍ତ୍ରଣ ହରାଇ କୂଅରେ ପଡିଲା ବୋଲେରୋ : ୩ ମୃତ, ଜଣେ ନିଖୋଜ   

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଛିନ୍ଦବାଡା ଜିଲ୍ଲାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏପରି ଘଟଣା ଗତକାଲି ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା । ବେତୁଲ ରାଜପଥରେ ଏକ ଚାରିଚକିଆ ଗାଡ଼ି ନିୟନ୍ତ୍ରଣ ହରାଇ କୂଅରେ ପଡିଯାଇଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏପର୍ଯ୍ୟନ୍ତ ତିନି…

ମଧ୍ୟପ୍ରଦେଶ : କୁବେରେଶ୍ବର ଧାମରେ ଦଳାଚକଟା, ୨ ମୃତ, ଅନେକ ଆହତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ସିହୋର ଜିଲ୍ଲାର କୁବେରେଶ୍ବର ଧାମରେ ଦଳାଚକଟା । ଦଳାଚକଟା ଯୋଗୁଁ ୨ ଜଣ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସପିଟାଲକୁ ପଠାଇଛି । ଖବର ମୁତାବକ, କୁବେରେଶ୍ବର ଧାମରେ ଶ୍ରାବଣ ମାତ୍ରରେ କାଉଡିଆ…

ମଧ୍ୟପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪ କାଉଡିଆ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗ୍ବାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ଜଣ କାଉଡିଆଙ୍କ ମୃତ୍ୟୁ ଘଟିଛି  । ଏପରି ଅଘଟଣ ଏକ ଦ୍ରୁତଗାମୀ କାର୍ ଘଟାଇଥିବା ଜଣାପଡିଛି ।  ସୂଚନା ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି  ପୋଷ୍ଟମର୍ଟମ ପାଇଁ…

ସ୍ତ୍ରୀ’ଙ୍କ ଉପରେ ରାଗି ପ୍ଲାଟଫର୍ମରେ ଚଳାଇଲେ ଗାଡ଼ି, ଯାତ୍ରୀ ହନ୍ତସନ୍ତ

ସ୍ତ୍ରୀ ରାଗିଗଲେ, ସ୍ୱାମୀ ମନେଇ ପାରିଲେନି । ଯେତେବେଳେ ସ୍ତ୍ରୀ’ଙ୍କ ରାଗ ମୁଣ୍ଡକୁ ଚଢ଼ିଗଲା ସେ ବାପଘରକୁ ଯିବାକୁ ବାହାରିଲେ । ଚାଲିଲେ ରେଳ ଷ୍ଟେସନକୁ । ସ୍ବାମୀଙ୍କର ଆଉ ମୁଣ୍ଡ କାମ କଲାନି, ସିଧା ସ୍ତ୍ରୀଙ୍କ ପଛରେ ଷ୍ଟେସନକୁ ପଳେଇଲେ । ଚାଲିକି ନୁହେଁ ମ ଦର୍ଶକ ବନ୍ଧୁ, କାର ଧରି ସିଧା…