କୌଣସି ବ୍ୟକ୍ତି କିମ୍ବା ଧାର୍ମିକ ଅନୁଷ୍ଠାନ ହାତୀ ପାଳି ପାରିବେ ନାହିଁ, ନିର୍ଦ୍ଦେଶ ଦେଲେ କୋର୍ଟ
ଆଉ କେହି ହାତୀ ପାଳି ପାରିବେ ନାହିଁ । ହାତୀ ପାଳିବା ଉପରେ ରୋକ୍ ଲଗାଇଲେ କୋର୍ଟ । କୌଣସି ବ୍ୟକ୍ତି କିମ୍ବା ଧାର୍ମିକ ଅନୁଷ୍ଠାନ ହାତୀ ପାଳି ପାରିବେ ନାହିଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ । ଖାଲି ସେତିକି ନୁହେଁ, ବର୍ତ୍ତମାନ ମଧ୍ୟ କେହି…