Browsing Tag

madras high court

କୌଣସି ବ୍ୟକ୍ତି କିମ୍ବା ଧାର୍ମିକ ଅନୁଷ୍ଠାନ ହାତୀ ପାଳି ପାରିବେ ନାହିଁ, ନିର୍ଦ୍ଦେଶ ଦେଲେ କୋର୍ଟ

ଆଉ କେହି ହାତୀ ପାଳି ପାରିବେ ନାହିଁ । ହାତୀ ପାଳିବା ଉପରେ ରୋକ୍ ଲଗାଇଲେ କୋର୍ଟ । କୌଣସି ବ୍ୟକ୍ତି କିମ୍ବା ଧାର୍ମିକ ଅନୁଷ୍ଠାନ ହାତୀ ପାଳି ପାରିବେ ନାହିଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ । ଖାଲି ସେତିକି ନୁହେଁ, ବର୍ତ୍ତମାନ ମଧ୍ୟ କେହି…

ମୁସଲମାନ ମହିଳାଙ୍କ ‘ଖୁଲା’ ପ୍ରଥା ନେଇ ମଦ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ, ଜାଣନ୍ତୁ କ’ଣ ଏହି ପ୍ରଥା

ନୂଆଦିଲ୍ଲୀ : ମାଦ୍ରାସ ହାଇକୋର୍ଟ ମୁସଲମାନ ତଲାକ କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ମୁସଲମାନ ମହିଳାଙ୍କ ‘ଖୁଲା’ କୁ ନେଇ ନିର୍ଦ୍ଦେଶ ଦେଇଛନ୍ତି କି ସେମାନେ ଏଥିପାଇଁ କେବଳ ଫ୍ୟାମିଲି କୋର୍ଟର ସହାୟତା ନେଇପାରିବେ । କୋର୍ଟ କହିଛନ୍ତି, ମୁସଲମାନ ମହିଳାଙ୍କୁ…

ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ କୋର୍ଟ ଗଲେ ମହେନ୍ଦ୍ର ସିଂ ଧୋନି, ୧୦୦ କୋଟି ଜରିମାନା କଲେ ଦାବି

ଆଇପିଏସ ଅଧିକାରୀଙ୍କ ବିରୋଧରେ କୋର୍ଟ ଗଲେ ମହେନ୍ଦ୍ର ସିଂ ଧୋନି । ଆଇପିଏସ ସମ୍ପତ କୁମାରଙ୍କ ବିରୋଧରେ ମାନହାନି ମାମଲା ଦାୟର କରି ମାଦ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାରେ ୨୦୧୩ରେ ଆଇପିଏଲରେ ହୋଇଥିବା ମ୍ୟାଚ୍‌ ଫିକ୍ସିଂ ଏବଂ ସଟ୍ଟାବାଜି ସହିତ ଜଡିତ। ଆଉ ଧୋନିଙ୍କ ଏହି…

‘ଗୁଲାମୀ’ ଆଉ ଚଳିବ ନାହିଁ; ୪ ମାସ ଭିତରେ ବ୍ୟବସ୍ଥା ହଟାଇବାକୁ ତାମିଲନାଡ଼ୁ ସରକାରଙ୍କୁ ଆଦେଶ ଦେଲେ ହାଇକୋର୍ଟ!

ଆଉ ଚଳିବ ନାହିଁ ‘ଗୁଲାମଗିରି’। ଏଣିକି କେହି ପ୍ରଶିକ୍ଷିତ ତଥା ଦକ୍ଷ ପୋଲିସ କର୍ମୀ କାହାର ଚାଟୁକାର ହୋଇ ରହି ପାରିବେ ନାହିଁ। ବରିଷ୍ଠ ଅଧିକାରୀମାନଙ୍କ ଘରେ ତିଆରି କରିବେନି ଦୋସା କି ରୁଟି। ଏହି ବ୍ୟବସ୍ଥାକୁ ୪ ମାସ ଭିତରେ ତୁରନ୍ତ ହଟାଇବାକୁ କଡ଼ା ଆଦେଶ ଦେଇଛନ୍ତି ମାଡ୍ରାସ୍‌ ହାଇକୋର୍ଟ।…

ସ୍ତ୍ରୀ ବେକରୁ ମଙ୍ଗଳସୂତ୍ର କାଢିବା ସ୍ୱାମୀଙ୍କ ପ୍ରତି ମାନସିକ କ୍ରୁରତାର ପରାକାଷ୍ଠା: ମାଡ୍ରାସ ହାଇକୋର୍ଟ

ସ୍ୱାମୀ ଠାରୁ ଅଲଗା ରହୁଥିବା ସ୍ତ୍ରୀ ବେକରେ ମଙ୍ଗଳସୂତ୍ର ନ ପିନ୍ଧିବା ସ୍ୱାମୀଙ୍କ ପାଇଁ ମାନସିକ କ୍ରୁରତା ବୋଲି କହି ମାଡ୍ରାସ ହାଇକୋର୍ଟ ଏକ ଛାଡପତ୍ର ମାମଲାରେ ଏକ ଶୁଣାଣି କରିଛନ୍ତି। ଆଉ କୋର୍ଟ ସ୍ୱାମୀ କରିଥିବା ଛାଡପତ୍ରକୁ ସ୍ୱୀକୃତି ମଧ୍ୟ ଦେଇଛନ୍ତି। ଚେନ୍ନାଇର ଇରୋଡ ସ୍ଥିତି ଏକ…

ମାତା-ପିତା ଭାରତୀୟ ନାଗରିକତା ଛାଡିଦେଲେ ବି ଗର୍ଭରେ ଥିବା ସନ୍ତାନ ଭାରତୀୟ ନାଗରିକତା ପାଇବାକୁ ହକଦାର : ମାଡ୍ରାସ…

ନୂଆଦିଲ୍ଲୀ : ମାତା-ପିତା ଯଦି ଭାରତୀୟ ନାଗରିକତା ଛାଡି ଅନ୍ୟ ଦେଶର ନାଗରିକତାକୁ ସ୍ୱୀକାର କଲେ ବି ଗର୍ଭରେ ଥିବା ସନ୍ତାନ ଭାରତୀୟ ନାଗରିକତା ପାଇବାକୁ ହକଦାର । ଏକ ପିଟିସନର ବିଚାର କରି ମାଡ୍ରାସ ହାଇକୋର୍ଟ ଏପରି ରାୟ ଶୁଣାଇଛନ୍ତି । ମାଡ୍ରାସ ହାଇକୋଟର ଜଷ୍ଟିସ ଅନିତା ସୁମନ୍ଥ ୨୨ ବର୍ଷ…

ଜିତିଗଲେ ଯଶୋଦା : ଜନ୍ମଦାତ୍ରୀଠାରୁ ବେଶି ଅଧିକାର ପାଳିତା ମା’ର, ଦୁଇ ମହିଳାଙ୍କ ବିବାଦରେ ହାଇକୋର୍ଟଙ୍କ ରାୟ

ତାମିଲନାଡ଼ୁରେ ୧୦ ବର୍ଷର ଜଣେ ବାଳିକାକୁ ନେଇ ଦୁଇ ମାଆ ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ମାଡ୍ରାସ ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି କି, ଜନ୍ମ ଦେଇ ନ ଥିଲେ ସୁଦ୍ଧା ଜନ୍ମର କିଛିଦିନ ପରଠାରୁ ଲାଳନପାଳନ କରି ଆସୁଥିବା ମାଆଠୁ ପିଲାକୁ କେହି ଅଲଗା କରି ପାରିବେ ନାହିଁ। କିନ୍ତୁ ବାଳିକାକୁ…

ବିରାଟ କୋହଲି ଏବଂ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ନାମରେ ମାଡ୍ରାସ ହାଇକୋର୍ଟର ନୋଟିସ, ୧୯ ତାରିଖ ସୁଦ୍ଧା ଜବାବ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବିସିସଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନୋଟିସ ପଠାଇଛନ୍ତି ମାଡ୍ରାସ ହାଇକୋର୍ଟ । ଅନଲାଇନ୍ ଫ୍ୟାଣ୍ଟାସି ସ୍ପୋର୍ଟସ ଆପର ବିଜ୍ଞାପନକୁ ନେଇ ଏହି ନୋଟିସ ଜାରି କରାଯାଇଛି। କୋର୍ଟ ସମସ୍ତଙ୍କୁ ବିଜ୍ଞାପନ ବାବଦରେ ଜବାବ ମାଗିଛନ୍ତି । ଏହାସହ…

ରଜନୀକାନ୍ତ ଭରିଲେ ୬.୫୬ ଲକ୍ଷ ଟଙ୍କାର ବିବାହ ମଣ୍ଡପ କର, ହାଇକୋର୍ଟରୁ ପ୍ରତ୍ୟାହାର କଲେ ମାମଲା

ଗ୍ରେଟର ଚେନ୍ନାଇ କର୍ପୋରେସନର ନୋଟିସ୍ ବିରୋଧରେ ମାଡ୍ରାସ ହାଇକୋର୍ଟରେ ରିଟ୍ ପିଟିସନ୍ ଦାୟର କରିଥିବା ସୁପରଷ୍ଟାର୍ ରଜନୀକାନ୍ତ ଆଜି ତାଙ୍କ ମାମଲା ପ୍ରତ୍ୟାହାର କରି ନେଇଛନ୍ତି। ରଜନୀଙ୍କ ମାଲିକାନାରେ ଥିବା ରାଘବେନ୍ଦ୍ର ବିବାହ ମଣ୍ଡପର କର ବାବଦକୁ ୬.୫୬ ଲକ୍ଷ ଟଙ୍କା ଦେବା ପାଇଁ…

ଅବିବାହିତ ଯୋଡ଼ି ହୋଟେଲ୍‌ରୁମ୍‌ରେ ଏକାଠି ରହିବା ଅପରାଧ ନୁହେଁ: ହାଇକୋର୍ଟ

ଏବେ ହୋଟେଲ ରୁମ୍‌ରେ ଏକାଠି ରହିପାରିବେ ପ୍ରେମୀଯୁଗଳ। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରିବା ଅବସରରେ ମାଡ୍ରାସ୍‌ ହାଇକୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି। ବିବାହ ପୂର୍ବରୁ ଯୁବକ ଯୁବତୀ ଗୋଟିଏ କୋଠରୀରେ ଏକାଠି ରହିବା ଅପରାଧ ଭାବେ ଗଣାଯିବନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…