Browsing Tag

magazine fashion replica

ଉତ୍ତର ଭାରତର ପ୍ରସିଦ୍ଧ ଫେସନ ମେଗାଜିନରେ ସମ୍ବଲପୁରର ଝିଅ ମୀମାଂସା ପ୍ରିୟଦର୍ଶୀ

ସମ୍ବଲପୁର: ଉତ୍ତର ଭାରତର ପ୍ରସିଦ୍ଧ ଫେସନ ମେଗାଜ଼ିନ ଫେସନ ରେପଲିକାରେ ସ୍ଥାନ ପାଇଛନ୍ତି ସମ୍ବଲପୁର ଝିଅ ମୀମାଂସା ପ୍ରିୟଦର୍ଶୀ ରଥ। ପ୍ରଥମ ଓଡ଼ିଆ ଝିଅ ଭାବେ ତାଙ୍କୁ ଏହି ଫେସନ ମେଗାଜ଼ିନରେ ସ୍ଥାନ ମିଳିଛି। ତାଙ୍କ ପ୍ରୋଫାଇଲ କୁ ଇନଷ୍ଟାଗ୍ରାମରେ ଚେକ କଲାପରେ ତାଙ୍କୁ ଏହି ମେଗାଜ଼ିନରେ…