Browsing Tag

maha astami

ସବୁଠି ଚାଲିଛି ମା’ଙ୍କ ଆବାହନ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ପୀଠରେ ଚାଲିଛି ମହାଷ୍ଟମୀ…

ଯାଜପୁର(କେନ୍ୟୁଜ୍): ସବୁଠି ଚାଲିଛି ମା'ଙ୍କ ଆବାହନ । ମଣ୍ଡପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ପୀଠେ ମହାଷ୍ଟମୀ ପୂଜା ଚାଲିଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା'ବିରଜାଙ୍କ ପୀଠରେ ଚାଲିଛି ମା'ଙ୍କ ମହାଷ୍ଟମୀ ପୂଜା । ଏଥିପାଇଁ ମା'ଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରିବା ପାଇଁ…

ଆଜି ପୀଠରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା, କଟକଣା ଭିତରେ ଚାଲିଛି ସମସ୍ତ ବ୍ଯବସ୍ଥା

ଭୁବନେଶ୍ବର: ଧରାବତରଣ କରିଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା । ମାଙ୍କ ଆଗମନକୁ ସମସ୍ତଙ୍କ ଅପେକ୍ଷା । ଗତକାଲି ପୀଠରେ ସପ୍ତମୀ ହୋଇଥିବା ବେଳେ ଆଜି ମହାଅଷ୍ଟମୀ। ସେହିପରି ମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ବିଲ୍ଵବରଣ ପରେ ଆଜି ସପ୍ତମୀ ପୂଜା । ଏଥିପାଇଁ କଟକରେ ସମସ୍ତ ମୃଣ୍ମୟୀ ଦେବୀଙ୍କ ମଣ୍ଡପରେ…