Browsing Tag

Maha Kumbh

ସାମ୍ନାକୁ ଆସିଲା ନୂଆଦିଲ୍ଲୀ ରେଳ ଷ୍ଟେସନର ଘଟଣା, ଗୋଟିଏ ବ୍ୟାଗ୍ ପାଇଁ ଚାଲିଗଲା ୧୮ ଜୀବନ

ନୂଆଦିଲ୍ଲୀ ରେଳ ଷ୍ଟେସନରେ ୧୫ ଫେବୃଆରୀରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଏହି ଦୁଃଖଦ ଘଟଣା ପଛରେ ଥିବା କାରଣ ବର୍ତ୍ତମାନ୍ ସାମ୍ନାକୁ ଆସିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ କହିଥିଲେ ଯେ ଏହି ଘଟଣା କିପରି ଘଟିଥିଲା । ଜଣେ ଯାତ୍ରୀଙ୍କ ଭାରୀ ଲଗେଜ୍ ତଳକୁ ଖସି ପଡ଼ିଲା । ଏହା ପରେ…

ମହାକୁମ୍ଭ ସରିବା ପରେ ଘାଟ ସଫା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସଫେଇ କର୍ମଚାରୀ ଏବଂ ନାବିକଙ୍କ ପାଇଁ ଘୋଷଣା…

ମହାକୁମ୍ଭ ସରିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ପହଞ୍ଚି ଅରୈଲ ଘାଟରେ ଝାଡୁ ଲଗାଇଛନ୍ତି । ଏହାସହିତ ଗଙ୍ଗା ନଦୀରୁ ଅଳିଆ ସଫା କରିଛନ୍ତି । ଯୋଗୀ ସଫେଇ କର୍ମଚାରୀଙ୍କ ସହିତ ତଳେ ବସି ଖାଇଛନ୍ତି । ସିଏମ ଯୋଗୀ ମହାକୁମ୍ଭରେ ଲୋକଙ୍କୁ ସେବା କରୁଥିବା…

ମହାକୁମ୍ଭ ଶେଷ : ୪୫ ଦିନରେ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ପକାଇଲେ ବୁଡ଼, ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ…

ସରିଲା ମହାକୁମ୍ଭ । ଶେଷଦିନରେ ଅସମ୍ଭାଳ ଭିଡ଼ । ମହାକୁମ୍ଭର ଶେଷଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ୪୫ ଦିନରେ ୬୬ କୋଟିରୁ ଅଧିକ ଲୋକ ବୁଡ ପକାଇଛନ୍ତି । ମହାଶିବରାତ୍ରିରେ ଅନ୍ତିମ ଅମୃତ ସ୍ନାନ ସହ ଶେଷ ହୋଇଛି କୁମ୍ଭ ମେଳା । ଶେଷ ଦିନରେ ସଙ୍ଗମ ସ୍ଥଳରେ ଲକ୍ଷାଧିକ…

ଆଜି ସରିବ ପ୍ରୟାଗରାଜର ମହାକୁମ୍ଭ ମେଳା, ଶେଷ ଅମୃତ ସ୍ନାନ କରିବେ ଶ୍ରଦ୍ଧାଳୁ

ପ୍ରୟାଗରାଜରେ ଦୀର୍ଘ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭର ଆଜି ଶେଷ ହେଉଛି । ଏହା ମଧ୍ୟରେ ସୋମବାର ସନ୍ଧ୍ୟା ସୁଦ୍ଧା ୬୩ କୋଟି ୩୬ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇସାରିଲେଣି । ଆଜି ମହାଶିବରାତ୍ରୀ ଶେଷ ସାହୀ ସ୍ନାନ ଥିବାରୁ ପାଖାପାଖି ୧ରୁ ୧.୫ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା…

ମହାକୁମ୍ଭରେ ବୁଡ଼ ପକାଇଲେ ଖିଲାଡି କୁମାର, ବ୍ୟବସ୍ଥା ଦେଖି ଯୋଗୀ ଆଦିତ୍ୟନାଥଙ୍କୁ କଲେ ପ୍ରଶଂସା

ବଲିଉଡ ଅଭିନେତା ଅକ୍ଷୟ କୁମାର ମହାକୁମ୍ଭରେ ବଡ଼ ପକାଇଛନ୍ତି । ସଙ୍ଗମରେ ବୁଡ଼ ପକାଇଛନ୍ତି ଅକ୍ଷୟ କୁମାର । ଅକ୍ଷୟ କୁମାର ସଙ୍ଗମରେ ବୁଡ଼ ପକାଉଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ଆଉ ଅକ୍ଷୟ କୁମାର ବୁଡ଼ ପକାଇବା ପରେ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି ।…

ପାପ ଧୋଇବାକୁ ଆସି କଲେ ମହାପାପ, ମହାକୁମ୍ଭରେ ବୁଡ଼ ପକାଇବାକୁ ଡାକି ଆଣି ପତ୍ନୀଙ୍କୁ କଲେ ହତ୍ୟା

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭକୁ ସମସ୍ତେ ବୁଡ଼ ପକାଇ ନିଜ ପାପ ଧୋଇବାକୁ ଆସୁଛନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଏଠାକୁ ପାପ କରିବାକୁ ବି ଆସୁଛନ୍ତି । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଦିଲ୍ଲୀ ନିବାସୀ ଅଶୋକ କୁମାର ପତ୍ନୀ ମୀନାକ୍ଷୀଙ୍କୁ ମହାକୁମ୍ଭ ବୁଲାଇ…

ମହାକୁମ୍ଭରେ ମହାଶିବରାତ୍ରୀ ବୁଡ଼ ପାଇଁ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼, ବିମାନ ଟିକେଟ ଆକାଶଛୁଆଁ

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬୦ କୋଟି ପାର ହୋଇଗଲାଣି । ଆଜି ଅପରାହ୍ନ ୧୨ଟା ସୁଦ୍ଧା ୭୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି । ମହାକୁମ୍ଭର ଶେଷ ଶାହୀ ସ୍ନାନ ମହାଶିବରାତ୍ରିରେ ରହିଛି । ମହାକୁମ୍ଭରେ ଲଗାତାର ଶ୍ରଦ୍ଧାଳୁଙ୍କ ଭିଡ଼କୁ…

ମହାକୁମ୍ଭରେ ପୁଣି ଅଘଟଣ, ସେକ୍ଟର ୮ରେ ଥିବା ଏକ ଶିବିରରେ ଅଗ୍ନିକାଣ୍ଡ

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଛି ପବିତ୍ର ମହାକୁମ୍ଭ ମେଳା । ଏଠାକୁ ଦେଶ ବିଦେଶରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ମହାକୁମ୍ଭରେ ପୁଣି ଲାଗିଲା ନିଆଁ । ମହାକୁମ୍ଭ ସେକ୍ଟର ୮ରେ ଏକ ଶିବିରରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଘଟିବା ପରେ ତୁରନ୍ତ ଆୟତ୍ତ କରିବା ପାଇଁ…

ପ୍ରୟାଗରାଜ : ମହାକୁମ୍ଭରେ ବୁଡ଼ ପକାଇ ଫେରୁଥିବାବେଳେ ଚାଲିଗଲା ୧୦ ଜୀବନ, ୧୯ ଆହତ

ୟୁପି ପ୍ରୟାଗରାଜରେ ଭୟଙ୍କର ସଡକ ଦୁର୍ଘଟଣା । ମହାକୁମ୍ଭରେ ବୁଡ ପକାଇବାକୁ ଯିବା ବାଟରେ ବୋଲେରୋକୁ ଧକ୍କା ଦେଲା ବସ୍ । ମିର୍ଜାପୁର-ପ୍ରୟାଗରାଜ ରାଜପଥରେ ଏକ ବସ୍ ସହିତ ବୋଲେରୋ ଧକ୍କା ହେବାରୁ ଅତି କମ୍‌ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୧୯ ଜଣ ଯାତ୍ରୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ପୋଲିସ…

ମହାକୁମ୍ଭରୁ ଫେରୁଥିଲେ ବାଟରେ ଜଗିଥିଲା ଯମ, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ୨ ଗୁରୁତର

ମହାକୁମ୍ଭରୁ ଫେରୁଥିବା ବେଳେ ପୁଣି ଏକ ବସ୍ ଦୁର୍ଘଟଣା । ରାସ୍ତାରେ ଠିଆ ହୋଇଥିବା ଟ୍ରକ ସହିତ ଧକ୍କା ହୋଇଥିବା ଶ୍ରଦ୍ଧାଳୁଙ୍କ ବସ୍ । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ସିମଲିୟା ଅଞ୍ଚଳର କରାଡିଆ…

ମହାକୁମ୍ଭରେ ପ୍ରବଳ ଭିଡ଼: ଟ୍ରେନର ଏସି କୋଚ୍ ମଧ୍ୟ ଜେନେରାଲ ବଗିଠାରୁ ହୀନ, ସଙ୍ଗମ ଷ୍ଟେସନ ୫ ଦିନ ଯାଏଁ ବନ୍ଦ

ପ୍ରୟାଗରାଜ ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇବା ପାଇଁ ପ୍ରତିଦିନ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ପୂର୍ଣ୍ଣିମା ବୁଡ଼ ପକାଇବା ପାଇଁ ପ୍ରୟାଗରାଜ ବସ୍ ଏବଂ ପର୍ସନାଲ ଗାଡି ଏବଂ ଟ୍ରେନରେ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି । ବସ୍ ଏବଂ ପର୍ସନାଲ ଗାଡିରେ ଆସୁଥିବା ଶ୍ରଦ୍ଧାଳୁ ଯେତିକି ଅସୁବିଧାର…

ପ୍ରୟାଗରାଜରେ ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ, ସେକ୍ଟର-୧୮ ଟେଣ୍ଟରେ ନିଆଁ

ପ୍ରୟାଗରାଜ ମହାକୁମ୍ଭରେ ପୁଣି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ସେକ୍ଟର-୧୮ ଟେଣ୍ଟରେ ଶଙ୍କରାଚାର୍ଯ୍ୟ ମାର୍ଗରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚିଛି । ନିଆଁକୁ ଆୟତ୍ତ କରିବାରେ ଲାଗିଛି ଅଗ୍ନିଶମ ଟିମ୍ । ତେବେ ନିଆଁ କେମିତି ଲାଗିଛି, ତାହା ଏଯାଏଁ…