୧୮୩ କୋଟି ଟଙ୍କାରେ ବିକ୍ରି ହେଲା ବି.ଆର ଚୋପ୍ରାଙ୍କ ଚର୍ଚ୍ଚିତ ବଙ୍ଗଳା, ଜାଣନ୍ତୁ କିଏ କିଣିଲା
ଲୋକପ୍ରିୟ ପ୍ରଯୋଜକ ତଥା ନିର୍ଦ୍ଦେଶକ ଦିବଗଂତ ବି.ଆର ଚୋପ୍ରା ଅନେକ ଦିନ ଧରି ରୋଗରେ ପଡି ତେବେ ୨୦୦୮ରେ ପ୍ରାଣତ୍ୟାଗ କରିଥିଲେ । ବି.ଆର ଚୋପ୍ରା କ୍ଲାସିକ ଫିଲ୍ମ ତିଆରି କରିବା ପାଇଁ ବେଶ୍ ଜଣାଶୁଣା। ଆଜି ବି ଲୋକେ ତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି। ଅଧିକାଂଶ ଫିଲ୍ମ…