Browsing Tag

mahabharat yudh

ମହାଭାରତ ଯୁଦ୍ଧ ପରେ ଏହି ପରି ଭାବରେ ଧ୍ୱଂସ ହୋଇଯାଇଥିଲା ଭାରତ

ପୂର୍ବରୁ ଆପଣ ପଢିଥିଲେ ଯେ, ମହାଭାରତ ଯୁଦ୍ଧ କିପରି ତିନି ପିଢିକୁ ସମୂଳେ ବିନାଶ କରିଥିଲା। ଯୁବା ଅବସ୍ଥାରେ ଲକ୍ଷ ଲକ୍ଷ ମହିଳା ବିଧବା ହୋଇଥିଲେ। ଭାରତରେ ପୁରୁଷ ସଙ୍କଟ ଉପୁଜିଥିଲା। ଅର୍ଥାତ ଲକ୍ଷ ଲକ୍ଷ ଯୁବତୀଙ୍କ ବିବାହ ପାଇଁ ସମକକ୍ଷ ବର ମିଳିଲେନି। ଏକ ବଡ ଧର୍ମସଙ୍କଟର ସ୍ଥିତି ଦେଖା…

ମହାଭାରତରେ ଯୋଦ୍ଧାଙ୍କ ମୃତ୍ୟୁ ପରେ କୁଆଡେ ଗଲେ ବିଧବା ପତ୍ନୀ, ଜାଣନ୍ତୁ କ’ଣ ହେଲା ତାଙ୍କ ଅବସ୍ଥା

ପୌରାଣିକ ଯୁଗରେ ମହାଭାରତ ସବୁଠାରୁ ବଡ ଯୁଦ୍ଧ ଥିଲା । ଯେଉଁଥିରେ ଲକ୍ଷ ଲକ୍ଷ ବୀର ଶହୀଦ ହୋଇଥିଲେ। ଏହି ଯୁଦ୍ଧର ଭୟାବହତା ସମଗ୍ର ଭାରତକୁ ପ୍ରାୟ ଯୋଦ୍ଧାହୀନ କରିଦେଲା । କୁରୁକ୍ଷେତ୍ରରେ ଅଂଶଗ୍ରହଣ କରିଥିବା ସମସ୍ତ ଯୋଦ୍ଧା ପୁରୁଷ ଥିଲେ। କିନ୍ତୁ ଆପଣ ଜାଣନ୍ତି କି ଯୁଦ୍ଧ ପରେ ମୃତ୍ୟୁବରଣ…

ମହାଭାରତ ଯୁଦ୍ଧରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କ ପାଇଁ ଏହି ସ୍ଥାନରେ ଦୀପଦାନ କରିଥିଲେ ଯୁଧିଷ୍ଠିର, ଆଜି ବି ଚାଲିଛି…

କାର୍ତ୍ତିକ ପୂର୍ଣ୍ଣିମା ଗଙ୍ଗା ସ୍ନାନ ମେଳାର ଇତିହାସ ହସ୍ତିନାପୁର ସହ ଜଡ଼ିତ ଥିବା ବିଶ୍ୱାସ କରାଯାଏ। କର୍ଣ୍ଣ ମନ୍ଦିର ମହନ୍ତ ଶଙ୍କର ଦେବଜୀ ମହାରାଜଙ୍କ ଅନୁସାରେ, ମହାଭାରତ ଯୁଦ୍ଧରେ ନିଜ ଆତ୍ମୀୟ ଏବଂ ଲକ୍ଷ ଲକ୍ଷ ଯୋଦ୍ଧାଙ୍କ ମୃତ୍ୟୁ ପରେ ପାଣ୍ଡବଙ୍କ ମନ ଅଶାନ୍ତିରେ ବାତୁଳ ହୋଇଉଠିଲା।…

ଜାଣନ୍ତୁ ମହାଭାରତ ଯୁଦ୍ଧରେ ଅର୍ଜୁନ ନିଜ ବଡ ଭାଇଙ୍କୁ କାହିଁକି ମାରିବାକୁ ଉଠାଇଥିଲେ ଅସ୍ତ୍ର ?

ମହାଭାରତ ଯୁଦ୍ଧରେ ଜଡିତ ଥିବା ବହୁତ ରହସ୍ୟ ରହିଛି, ଯାହାକୁ ଆଜି ମଧ୍ୟ ଲୋକମାନେ ମନେ ପକାଉଛନ୍ତି। କିଛି ଏମିତି ଏକ ରହସ୍ୟ ରହିଛି ଯେଉଁଠି ଅର୍ଜୁନ ନିଜର ବଡ ଭାଇକୁ ମାରିବା ପାଇଁ ହତିଆର ଉଠାଇଥିଲେ। କିନ୍ତୁ କଣ ଆପଣ ଜାଣିଛନ୍ତି ଅର୍ଜୁନ ଏମିତି କାହିଁକି କରିଥିଲେ। ମହର୍ଷି ବେଦବ୍ୟାସ…

ଯେଉଁ ୫ ଗାଁ ପାଇଁ ହୋଇଥିଲା ମହାଭାରତ ଯୁଦ୍ଧ, ଦେଖନ୍ତୁ କେମିତି ଅଛି ସେଗୁଡିକର ଅବସ୍ଥା

ଲୋଭ, କ୍ରୋଧ ଏବଂ ନାରୀଙ୍କ ଅପମାନ ଭଳି ଅନେକ ଘଟଣାର ପରିଣାମ ଥିଲା ମହାଭାରତ ଯୁଦ୍ଧ । ଭୂମି ଏବଂ ରାଜ୍ୟର ଭାଗବଂଟା ମଧ୍ୟ ଏହି କାରଣ ମଧ୍ୟରୁ ଅନ୍ୟତମ । ରାଜ୍ୟ ପାଇବା ଲୋଭରେ ଅନେକ ଷଡଯନ୍ତ୍ର ରଚିଥିଲେ କୌରବ । ପାଣ୍ଡବଙ୍କୁ ମାରିବାକୁ ମଧ୍ୟ  ପ୍ରୟାସ କରିଥିଲେ । କେବଳ ସେତିକି ନୁହେଁ ପୁରା…