Browsing Tag

mahabharat

ଦାରିଦ୍ର୍ୟ ଭିତରେ ମୃତ୍ୟୁ ନେଇଗଲା ତାଙ୍କୁ, ମହାଭାରତ ସିରିଏଲର ଭୀମଙ୍କ ଦେହାନ୍ତ ହେଲା ଏଭଳି ଅବସ୍ଥାରେ

ବଲିଉଡ୍‌ର ବଡ଼ ନିର୍ଦ୍ଦେଶକ ଓ ପ୍ରଯୋଜକ ହେଉଛନ୍ତି ବି.ଆର ଚୋପ୍ରା । ସିନେ ଦୁନିଆରେ ଯେମିତି ନାଁ କମେଇଥିଲେ ତାଠାରୁ ଅଧିକ ଖ୍ୟାତିଲାଭ କରିଛନ୍ତି ଟେଲିଭିଜନରେ ମହାଭାରତ ଧାରାବାହିକ ପାଇଁ । ଚୋପ୍ରା ସାହେବ ତ ଆଉ ନାହାନ୍ତି ହେଲେ ତାଙ୍କ ସିନେମା ଓ ମହାଭାରତ ସିରିଏଲକୁ ଏବେବି ମନେ ରଖିଛନ୍ତି…

‘ମହାଭାରତ’ ଭୀମଙ୍କ ପରଲୋକ, ମୃତ୍ୟୁ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ ପ୍ରବୀଣ କୁମାର

ଲୋକପ୍ରିୟ ସିରିଅଲ ମହାଭାରତରେ ଭୀମ ଭୂମିକାରେ ନଜର ଆସିଥିବା ପ୍ରବୀଣ କୁମାର ସୋବିତ ଆଉ ନାହାନ୍ତି। ବି.ଆର ଚୋପ୍ରାଙ୍କ ମହାଭାରତରେ ଭୀମ ଭୂମିକାରେ ନଜର ଆସିଥିଲେ। ଦୀର୍ଘ ଦିନ ଧରି ଅସୁସ୍ଥତା ସହ ସଂଗ୍ରାମ କରୁଥିବା ପ୍ରବୀଣ କୁମାର ସୋବଟୀ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।…

ଆଜି ଭୀଷ୍ମ ଅଷ୍ଟମୀ : ଜାଣନ୍ତୁ କାହିଁକି ପିତାମହଙ୍କୁ ମିଳିଥିଲା ‘ଇଚ୍ଛା ମୃତ୍ୟୁ’ର ବରଦାନ

ମହାଭାରତର ଯୁଦ୍ଧ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ। କୁରୁକ୍ଷେତ୍ରରେ କୌରଵ ଏବଂ ପାଣ୍ଡବଙ୍କ ମଧ୍ୟରେ ଏହି ଯୁଦ୍ଧ ୧୮ ଦିନ ଧରି ଚାଲିଥିଲା ​​। ଏହି ଯୁଦ୍ଧର ପ୍ରଥମ ୧୦ ଦିନ ପାଇଁ ଭୀଷ୍ମ ପିତାମହ କୌରବଙ୍କ ପକ୍ଷରୁ ସେନାପତି ଥିଲେ। ଦଶମ ଦିନରେ ଅର୍ଜୁନ ଶିଖାଣ୍ଡିଙ୍କୁ ଢାଲ କରି ଭୀଷ୍ମଙ୍କ ଉପରେ…

ଛୋଟ ପରଦାର ଶ୍ରୀକୃଷ୍ଣଙ୍କର ହେବ ଛାଡପତ୍ର, ପତ୍ନୀ ସ୍ମିତାଙ୍କ ଠାରୁ ଛାଡପତ୍ର ନେବାକୁ ଚାହୁଁଛନ୍ତି ନୀତିଶ ଭରଦ୍ୱାଜ

ଫେମସ୍‌  ଟିଭି ସିରିୟଲ ମହାଭାରତର ପିତାମହ ଭୀଷ୍ମଙ୍କ ଠାରୁ ଆରମ୍ଭ କରି ଶ୍ରୀକୃଷ୍ଣଙ୍କ ଛବି ଲୋକଙ୍କ ମନରେ ନିଜ ଛାପ ଛାଡିଦେଇଛି।  ସେ ସମୟର ମହାଭାରତ ସିରିୟଲ ସହ ଲୋକଙ୍କର ଅନେକ ଭାବ ଲୁଚି ରହିଛି। ଏହି ସିରିୟଲରେ ରୋଲ ପ୍ଲେ କରୁଥିବା ପ୍ରତ୍ୟେକ ଆକ୍ଟର ନିଜର ଆକ୍ଟିଂ ଜରିଆରେ ସମସ୍ତଙ୍କୁ…

ମଳ ମାସରେ ମୃତ୍ୟୁକୁ ଅଶୁଭ ବୋଲି କାହିଁକି କୁହାଯାଏ, ଜାଣନ୍ତୁ ଏହା ପଛରେ କାରଣ

ଆସୁଛି ମଳମାସ। ଏହି ମାସରେ ଖାସ କରି କୌଣସି ଶୁଭ କାମ କରିବାକୁ ବାରଣ କରାଯାଇଥାଏ। କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମାସର ୩୦ ଦିନ ସୂର୍ଯ୍ୟଙ୍କ ତେଜ କମ ରହିଥାଏ । ମନାଯାଏ ଯେ ଏହି ଦିନରେ କାମ କଲେ କୌଣସି ସଫଳତା ମିଳିନଥାଏ। କିନ୍ତୁ ଜନ୍ମ ମୃତ୍ୟୁର ସମୟକୁ ତ କେହିବି…

ଏଭଳି ଭାବେ ଗୁରୁ ଦ୍ରୋଣ ଶିଖାଇଥିଲେ ଭଲ ଓ ଖରାପ ମଣିଷ ମଧ୍ୟରେ ପାର୍ଥକ୍ୟ

   ‘ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଇଶ୍ୱର’ ଅର୍ଥାତ ଗୁରୁ ଆମ ପାଇଁ ସାକ୍ଷାତ ଭଗବାନ ସଦୃଶ । ତାଙ୍କର ପ୍ରତ୍ୟେକଟି ବାଣୀ ଶିଷ୍ୟପାଇଁ ହୋଇଥାଏ ଖୁବ ମୂଲ୍ୟବାନ। ଗୁରୁ ହିଁ ଜୀବନର ମାର୍ଗଦର୍ଶକ । ତାଙ୍କର ସବୁ ଶିକ୍ଷା ଜୀବନ ଜିଇଁବାରେ ସାହାଯ୍ୟ କରିଥାଏ। ଗୋଟେ ଶିଷ୍ୟ ଜୀବନରେ…

ଜାଣନ୍ତୁ ମହାଭାରତ ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢିଥିବା ନାରାୟଣୀ ସେନା ବିଷୟରେ କିଛି ରୋଚକ ତଥ୍ୟ

ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ନାରାୟଣୀ ସେନା କୌରବଙ୍କ ପକ୍ଷରୁ ଯୁଦ୍ଧ କରିଥିଲେ। ବାସ୍ତବରେ ଉଲ୍ଲେଖ ଅନୁଯାୟୀ ଯୁଦ୍ଧ ପୂର୍ବରୁ ଦୁର୍ଯୋଧନ ମଧ୍ୟ ଶ୍ରୀକୃଷ୍ଣଙ୍କ ସହ ଯୁଦ୍ଧରେ ଲଢିବା ପାଇଁ ନିଜ ପକ୍ଷରୁ ପ୍ରସ୍ତାବ ନେଇ ଦ୍ୱାରିକା ଯାଇଥିଲେ। ଏହାର କିଛି ସମୟ ପରେ ଅର୍ଜୁନ ମଧ୍ୟ ସେଠାରେ…

ସତରେ କ’ଣ ଜୀବିତ ରହିଛନ୍ତି ଅଶ୍ୱତ୍ଥାମା, ଜାଣନ୍ତୁ ଏହା ପଛର ରହସ୍ୟ

ପୁରାଣରେ କୁହାଯାଇଛି ‘ଅଶ୍ୱତ୍ଥାମା ବଳିର୍ବ୍ୟାସୋ ହନୁମାନଶ୍ଚ ବିଭୀଷଣଃ କୃପଶ୍ଚ ପରଶୁରାମଶ୍ଚ ସପ୍ତୈ ତେ ଚିରଞ୍ଜୀବୀନଃ’ ଅଶ୍ୱଥମା, ବ୍ୟାସ, ବଳି, ହନୁମାନ, ପର୍ଶୁରାମ, ବିଭୀଷଣ, କୃପାଚାର୍ଯ୍ୟ ଏହି ସାତ ଜଣଙ୍କୁ ଚିରଞ୍ଜୀବୀ ଅର୍ଥାତ୍ ସେମାନେ ଏବେବି ଜୀବିତ ବୋଲି କୁହାଯାଏ। କୁହାଯାଇଥାଏ…

ମହାଭାରତ ଯୁଦ୍ଧରେ ବଞ୍ଚିଯାଇଥିଲେ ଏହି ଏକମାତ୍ର କୌରବ, ଯିଏ କୌରବ ହୋଇ ମଧ୍ୟ ପାଣ୍ଡବଙ୍କ ପାଇଁ ଲଢିଥିଲେ

ମହାଭାରତ ଦୁଇ ପ୍ରମୁଖ ଭାରତୀୟ ମହାକାବ୍ୟ ମଧ୍ୟରେ ଅନ୍ୟତମ। ମହାଭାରତ ଯୁଦ୍ଧ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। ଆଉ ଏଥିରେ ଥିବା ବିଭିନ୍ନ ଚରିତ୍ର ବିଷୟରେ ମଧ୍ୟ ଆପଣ ଜାଣିଥିବେ। ମହାଭାରତ ଯୁଦ୍ଧରେ ଅନେକ ଯୋଦ୍ଧା ଥିଲେ ଯେଉଁମାନଙ୍କ ଚରିତ୍ର ଖୁବ ମହତ୍ଵପୂର୍ଣ୍ଣ ଥିଲା । ମହାଭାରତ ଯୁଦ୍ଧ…

ରାକ୍ଷସୀ ନୁହେଁ ବରଂ ଜଣେ ରାଜକନ୍ୟା ଥିଲେ ପୁତନା, ଜାଣନ୍ତୁ ପ୍ରକୃତରେ କିଏ ହେଉଛନ୍ତି ପୁତନା

କୃଷ୍ଣଙ୍କ ବାଲ୍ୟଲୀଳା କଥା ଆସିଲେ ପୁତନା ରାକ୍ଷସୀ କଥା ନିଶ୍ଚୟ ଉଠେ। ପୁତନା ମହାରାଜା କଂସଙ୍କ ଦାସୀ ଥିଲେ। ସେ ଜଣେ ଶକ୍ତିଶାଳୀ ରାକ୍ଷସୀ ଥିଲେ। ଏଣୁ କୃଷ୍ଣଙ୍କୁ ହତ୍ୟା କରିବା ଦାୟିତ୍ୱ କଂସ ପୁତନାଙ୍କୁ ଦେଇଥିଲେ। ମାତ୍ର କୃଷ୍ଣଙ୍କୁ ହତ୍ୟା କରିବାକୁ ଯାଇଥିବା ପୁତନା ନିଜେ କୃଷ୍ଣଙ୍କ…

ଦୁର୍ଯ୍ୟୋଧନ ଜନ୍ମ ନେବା ମାତ୍ରେ ହିଁ ଘଟିଥିଲା ଏହି ସବୁ ଅଘଟଣ, ସେତେବେଳେ ବିଦୁର କହିଥିଲେ ଏମିତି କଥା

ମହାଭାରତର ଯୁଦ୍ଧ ଅଠର ଦିନ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଏହି ଯୁଦ୍ଧ ବହୁତ ଭୟଙ୍କର ଥିଲା । ଏହି ଯୁଦ୍ଧରେ କୌରଵ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଥିଲେ । ତେବେ ମହାଭାରତ ଯୁଦ୍ଧ ପଛରେ ସବୁଠାରୁ ବଡ କାରଣ ଥିଲା ଦୁର୍ଯ୍ୟୋଧନ । ମହାଭାରତର ଯୁଦ୍ଧ ଦୁର୍ଯ୍ୟୋଧନଙ୍କ ଅଭିଳାଷ ଏବଂ ଜିଦ୍‌ର ଫଳାଫଳ ଥିଲା।…

ଧ୍ରୁତରାଷ୍ଟ୍ର ଯଦି ଏହି ବିଦ୍ୱାନ୍‌ଙ୍କ କଥା ମାନିଥା’ନ୍ତେ, ତେବେ ହୋଇନଥା’ନ୍ତା ମହାଭାରତ

ଇତିହାସର ସବୁଠୁ ବଡ଼ ଯୁଦ୍ଧ ହେଉଛି ମହାଭାରତ। ଭଗବାନ୍‌ ବିଷ୍ଣୁ ଶ୍ରୀକଷ୍ଣ ରୂପଧାରଣ କରି ଏହି ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ। ଯେବେଯେବେ ଅଧର୍ମ ବୃଦ୍ଧି ପାଏ ଧର୍ମ ସଂସ୍ଥାପନ ପାଇଁ ଭଗବାନ ଏଭଳି ଅବତାର ଗ୍ରହଣ କରିଥାନ୍ତି ବୋଲି ମହାଭାରତରେ ବର୍ଣ୍ଣିତ ଅଛି। କିନ୍ତୁ ଯଦି ଧ୍ରୁତରାଷ୍ଟ୍ର…