Browsing Tag

mahadev betting case

ମହାଦେବ ବେଟିଂ ଆପ୍ ପ୍ରମୋଟର୍ ସୌରଭ ଚନ୍ଦ୍ରାକର ଗିରଫ, ଦୁବାଇରେ ଲୁଚି ଥିଲା

ମହାଦେବ ବେଟିଂ ଆପ୍ ପ୍ରମୋଟର୍ ସୌରଭ ଚନ୍ଦ୍ରାକରକୁ ଦୁବାଇରେ ଗିରଫ କରାଯାଇଛି । ଅର୍ଥ ହେରଫେର ତଥା ଠକେଇ ମାମଲାରେ ଇଣ୍ଟରପୋଲ ସୌରଭ ଚନ୍ଦ୍ରାକର ବିରୋଧରେ ଗିରଫ ପରୱାନା ଜାରି କରିଥିଲା । ଗତ ବର୍ଷ ଦୁବାଇରେ ସୌରଭ ଚନ୍ଦ୍ରାକର ଏବଂ ମହାଦେବ ଆପର ଅନ୍ୟ ଜଣେ ପ୍ରମୋଟର ରବି ଉପ୍ପଲଙ୍କୁ ମଧ୍ୟ…

ମହାଦେବ ବେଟିଂ ଆପ୍ ମାମଲା, ଅଭିନେତା ସାହିଲ ଖାନଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ମହାଦେବ ବେଟିଂ ଆପ୍ ମାମଲାରେ ମୁମ୍ବାଇ ପୋଲିସ ଅଭିନେତା ସାହିଲ ଖାନଙ୍କୁ ଗିରଫ କରିଛି । ମୁମ୍ବାଇ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ତାଙ୍କୁ ଛତିଶଗଡରେ ଅଟକ ରଖି ଏବେ ମୁମ୍ବାଇକୁ ଆଣିଛନ୍ତି । ଗିରଫ ଖଣ୍ଡା ପୂର୍ବରୁ ସାହିଲ ଖାନଙ୍କ ଉପରେ ରହିଥିଲା । ମୁମ୍ବାଇ ପୋଲିସ ଏଫଆଇଆରରେ ୩୨ ଜଣଙ୍କ ନାମ…

ଇଡିକୁ ମିଳିଲା ବଡ ସଫଳତା, ମହାଦେବ ବେଟିଂ ଆପ୍‌ର ମାଷ୍ଟରମାଇଣ୍ଡ ରବି ଉପ୍ପଲ ଦୁବାଇରେ ଗିରଫ

ମହାଦେବ ବେଟିଂ ଆପ୍ ମାମଲାରେ ଭାରତୀୟ ଯାଞ୍ଚ ଏଜେନ୍ସୀକୁ ବଡ଼ ସଫଳତା । ଆପ୍‌ର ମାଷ୍ଟର ମାଇଣ୍ଡ ରବି ଉପ୍ପଲଙ୍କୁ ଦୁବାଇ ପୋଲିସ ଗିରଫ କରିଛି । ରବିଙ୍କୁ ଧରିବାକୁ ଇଡିର ଅନୁରୋଧ କ୍ରମେ ଇଣ୍ଟରପୋଲ ଦ୍ୱାରା ରେଡ ନୋଟିସ ଜାରି କରାଯାଇଥିଲା । ଏହାପରେ ଦୁବାଇ ପୋଲିସ ରବିଙ୍କୁ ଅଟକ ରଖିଥିବା…

ମହାଦେବ ବେଟିଂ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ, ୬ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ

ମହାଦେବ ବେଟିଂ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ ହୋଇଛି। ଇଡି ମହାଦେବ ଅନଲାଇନ ବେଟିଂ ଆପ୍ର ପ୍ରମୋଟର ସୌରଭ ଚନ୍ଦ୍ରାକର ଓ ରବି ଉପ୍ପଲଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଛି। ଏହି ବେଟିଂ ଆପ୍ ଦ୍ୱାରା ପ୍ରାୟ ୬ ହଜାର କୋଟି ଟଙ୍କାର ଠକେଇ ହୋଇଥିବା ବେଳେ ଇଡି ୪୧ କୋଟି…