Browsing Tag

Mahakumbh 2025

ଶ୍ରୀକୃଷ୍ଣଙ୍କ ପ୍ରେମରେ ମଗ୍ନ ହେଲେ ଭାଇରାଲ୍ ଗାର୍ଲ ମୋନାଲିସା, ଏକ୍ସପ୍ରେସନ୍ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ

ପ୍ରୟାଗରାଜରେ ମହାକୁମ୍ଭ ସମୟରେ ମାଳା ବିକ୍ରି କରିବାକୁ ଆସିଥିବା ମୋନାଲିସା ଭୋଁସଲେ ଏବେ ସୋସିଆଲ ମିଡିଆ ସେନସେସନ୍ ପାଲଟିଯାଇଛନ୍ତି । ମୋନାଲିସାଙ୍କ ସୁନ୍ଦର ଆଖି ଦେଖି ଲୋକେ ଦିୱାନା ହୋଇଯାଇଛନ୍ତି । ମୋନାଲିସା ଖୁବ୍‌ଶୀଘ୍ର ଅଭିନୟ ଜଗତରେ ମଧ୍ୟ ପାଦ ରଖିବାକୁ ଯାଉଛନ୍ତି । ମୋନାଲିସାଙ୍କୁ…

୧ ଘଣ୍ଟାରେ ମିଳୁଛି ୧ ହଜାର ଟଙ୍କା, ଏ ପିଲାଙ୍କୁ ମାଲାମାଲ୍ କରିଲା ମହାକୁମ୍ଭ

ପ୍ରୟାଗରାଜ : ଫେବୃଆରୀ ୨୬ ତାରିଖରେ ମହାକୁମ୍ଭ ଶେଷ ହୋଇଥିଲା  ।  କିନ୍ତୁ ଭକ୍ତମାନେ ଏବେ ବି ସ୍ନାନ କରିବା ପାଇଁ ସଙ୍ଗମକୁ ଆସୁଛନ୍ତି ।  ଯେତେବେଳେ ସ୍ଥାନୀୟ ଲୋକମାନେ ଜୀବିକା ନିର୍ବାହ ପାଇଁ ସଙ୍ଗମ କୂଳରେ କିଛି ନା କିଛି କରୁଥିବାର ଦେଖାଯାଉଛି । ପ୍ରାୟ ୪୫ ଦିନ ଧରି ଚାଲିଥିବା ଏହି…

ଭାଗ୍ୟ ବଦଳାଇ ଦେଲା ମହାକୁମ୍ଭ, ୪୫ ଦିନରେ ୩୦ କୋଟି ରୋଜଗାର କଲେ ନାବିକ ପରିବାର

କଥାରେ ଅଛି ଭଗବାନ ଯେବେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ଏକଥା ସତ ହୋଇଛି ନିକଟରେ ସରିଥିବା ମହାକୁମ୍ଭ ମେଳାରେ । କିଏ ଦାନ୍ତକାଠି ବିକି ତ କିଏ ଚା’ ବିକ୍ରି କରି ଲକ୍ଷପତି ହୋଇ ଯାଇଛନ୍ତି । ହେଲେ ଗଙ୍ଗା ନଦୀରେ ଡଙ୍ଗା ଚଳାଉଥିବା ଗୋଟିଏ ପରିବାର କୋଟିପତି ହୋଇ ଯାଇଛନ୍ତି । ମାତ୍ର ୪୫…

IIT ବାବା ଅଭୟ ସିଂଙ୍କୁ ହୋଟେଲରୁ ଉଠାଇନେଲା ପୋଲିସ, ପାଖରୁ ଗଂଜେଇ ଜବତ

ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭ ମେଳାରେ ବେଶ ଚର୍ଚ୍ଚାକୁ ଆସିଥିଲେ ଆଇଆଇଟି ବାବା ଅଭୟ ସିଂ । ଏବେ ଆଇଆଇଟି ବାବାଙ୍କୁ ଅଟକ ରଖିଛି ଜୟପୁର ପୋଲିସ । ସେ ସୋସିଆଲ ମିଡିଆରେ ଜୀବନ ହାରିବାକୁ ଧମକ ଦେଇଥିଲେ । ଏହାପରେ ସେ ରହୁଥିବା ହୋଟେଲକୁ ଯାଇ ବାବାଙ୍କୁ ଅଟକ ରଖିଛି ପୋଲିସ । ବାବାଙ୍କ…

ମହାକୁମ୍ଭକୁ ନେଇ ବ୍ଲଗ୍ ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି, ଗଙ୍ଗା ମା’ଙ୍କୁ ମାଗିଲେ କ୍ଷମା

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୪୫ ଦିନ ପରେ ସମାପ୍ତ ହୋଇଛି । ମହାକୁମ୍ଭରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଆସ୍ଥା ଓ ଭକ୍ତିର ସହିତ ତ୍ରିବେଣୀରେ ବୁଡ଼ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମହାକୁମ୍ଭ ସମାପନକୁ ନେଇ ଏକ ବ୍ଲଗ୍ ଲେଖିଛନ୍ତି । ଯେଉଁଥିରେ ସେ ମହାକୁମ୍ଭକୁ ‘ଏକତାର…

ସରିଲା ମହାକୁମ୍ଭ ମେଳା, ମହାଶିବରାତ୍ରୀରେ ସଂଗମରେ ସ୍ନାନ କଲେ ହୋଇଥାଏ ମୋକ୍ଷପ୍ରାପ୍ତି

ଆଜି ସରିଲା ପ୍ରୟାଗରାଜରେ ଦୀର୍ଘ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ।  ଆଜି ଶେଷ ଦିନରେ ଏକ କୋଟି ବତିଶ ଲକ୍ଷ ବୁଡ଼ ପକାଇଛନ୍ତି ।  ସୋମବାର ସନ୍ଧ୍ୟା ସୁଦ୍ଧା ୬୩ କୋଟି ୩୬ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇସାରିଲେଣି । ବିଶ୍ବାସ ରହିଛି ମହାଶିବରାତ୍ରୀରେ ସଂଗମରେ ସ୍ନାନ କଲେ…

ପ୍ରେମିକାଙ୍କ କଥା ଶୁଣି ମହାକୁମ୍ଭରେ ବିକ୍ରି କରିଲେ ଦାନ୍ତକାଠି, ୪ ଦିନରେ ରୋଜଗାର କରିଲେଣି ୪୦ ହଜାର ଟଙ୍କା

ପ୍ରୟାଗରାଜରେ ଚାଲିଛି ଦିବ୍ୟ ମହାକୁମ୍ଭ ମେଳା । ପ୍ରତ୍ୟେକ ଦିନ ବହୁ ମାତ୍ରାରେ ସାଧୁ ସନ୍ଥ ଓ ଭକ୍ତ ମାନେ ଆସି ବୁଡ ପକାଉଛନ୍ତି । ତେବେ କେବଳ ଭାରତ ନୁହଁ, ବିଦେଶରୁ ମଧ୍ୟ ବହୁ ସାଧୁ ଓ ଭକ୍ତମାନେ ଆସି ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଉଛନ୍ତି । ଯେଉଁଥିପାଇଁ ଏହି ସ୍ଥାନରେ ଜମୁଛି ଲକ୍ଷ…

ଫିଲ୍ମ ରିଲିଜ ପୂର୍ବରୁ ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ବଲିଉଡ୍ ଅଭିନେତା ବିକି କୌଶଲ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନା

ନିକଟରେ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି ଛାଭା'।  ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ବଲିଉଡ ଅଭିନେତା ବିକି କୌଶଲ ।  ତେବେ ଅଭିନେତାଙ୍କ ଆଗାମୀ ଫିଲ୍ମ 'ଛାଭା'କୁ ନେଇ ବହୁତ ଚର୍ଚ୍ଚା ଚାଲିଛି ।  ଏହି ଫିଲ୍ମରେ ଅଭିନେତାଙ୍କ ସହ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର…

ପ୍ରୟାଗରାଜ ସଙ୍ଗମରେ ମାଘ ପୂର୍ଣ୍ଣିମା ସ୍ନାନ ଜାରି, ଏପର୍ଯ୍ୟନ୍ତ ୧.୩୦ କୋଟି ଶ୍ରଦ୍ଧାଳୁ ପକାଇଲେଣି ବୁଡ଼

ପ୍ରୟାଗରାଜ ସଙ୍ଗମରେ ସାଂଘାତିକ ଭିଡ଼ । ଆଜି ପବିତ୍ର ମାଘ ପୂର୍ଣ୍ଣିମାରେ ସଙ୍ଗମରେ ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବହୁ ସଂଖ୍ୟାର ଭକ୍ତ ସ୍ନାନ କରୁଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୂର୍ଯ୍ୟୋଦୟର ବହୁ ପୂର୍ବରୁ ଘାଟରେ ଜନସମାଗମ ହୋଇଛି । ସକାଳ…

ମହାକୁମ୍ଭରେ ପ୍ରବଳ ଭିଡ଼ : ମାଘ ପୂର୍ଣ୍ଣିମା ପାଇଁ ନୂଆ ନିର୍ଦ୍ଦେଶ, ମେଳା କ୍ଷେତ୍ରକୁ ଯାଇପାରିବ ନାହିଁ କୌଣସି ଗାଡ଼ି

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆସ୍ଥାର ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ଜବରଦସ୍ତ ଭିଡ଼ ଲାଗିଛି । ଏପର୍ଯ୍ୟନ୍ତ ୪୪ କୋଟିରୁ ଊର୍ଦ୍ଧ୍ବ ଲୋକ ବୁଡ ପକାଇସରିଲେଣି । ଏହାରି ମଧ୍ୟରେ ଭୀଷଣ ଭିଡ଼କୁ କାବୁ କରିବା ପାଇଁ ପୋଲିସ ଏବଂ ପ୍ରଶାସନ ନାକେଦମ ହେଲାଣି । ଭିଡ଼ ପାଇଁ ଗାଡି ମଟର ଘଣ୍ଟା ଘଣ୍ଟା…

ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ତ୍ରିବେଣୀରେ ବୁଡ଼ ପକାଇଲେ ଦ୍ରୌପଦୀ ମୁର୍ମୁ, ବିଦେଶାଗତ ପକ୍ଷୀଙ୍କୁ ଦାନା ଦେଲେ

ପ୍ରୟାଗରାଜ: ମହାକୁମ୍ଭରେ ବୁଡ଼ ପକାଇଲେ ମହାମହିମ ।  ପ୍ରୟାଗରାଜ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ପ୍ରୟାଗରାଜରେ ପହଞ୍ଚିବା ପରେ ନୌବିହାର କରିଥିଲେ ।  ନୌବିହାର ବେଳେ ବିଦେଶାଗତ ପକ୍ଷୀଙ୍କୁ ଦାନା ଦେଇଥିଲେ । ଶହ ଶହ ସଂଖ୍ୟାରେ ପକ୍ଷୀଙ୍କୁ ଖାଦ୍ୟ…

ମହାକୁମ୍ଭ ବୁଡ଼ ପକାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପ୍ରୟାଗରାଜ : ଆଜି ପ୍ରୟାଗରାଜ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ସେଠାରେ ସେ ଆଠ ଘଣ୍ଟାରୁ ଅଧିକ ସମୟ ବିତାଇବେ।  ସେ ସକାଳ ୧୧ଟାରେ ପ୍ରୟାଗରାଜ ପହଞ୍ଚିବେ।  ସେଠାରେ ଅପରାହ୍ନ ୪ଟା ଯାଏ ରହିବାର କାର୍ଯ୍ୟକ୍ରମ ରହିଛି ।  ଏହି ସମୟରେ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ ଓ ପୂଜା କରିବେ…