ମହାନଦୀରୁ ମିଳିଲା ନିଖୋଜ ପ୍ରଫେସରଙ୍କ ମୃତଦେହ , ୨ ଦିନ ହେଲା ଥିଲେ ନିଖୋଜ
କଟକ : ମହାନଦୀରୁ ମିଳିଲା ନିଖୋଜ ପ୍ରଫେସରଙ୍କ ମୃତଦେହ । କଟକ ଯୋବ୍ରା ଆନିକଟ ସ୍ଥିତ ୯୪ ନମ୍ବର ଗେଟ୍ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଭୁବନେଶ୍ବର ପଟିଆ ଅଞ୍ଚଳର ବୈଷ୍ଣବ ଚରଣ ସିଂ । ତାଙ୍କ ବୟସ ୭୮ ବର୍ଷ । ସେ ଜଣେ ଅବସରପ୍ରାପ୍ତ ପ୍ରଫେସର । ବୈଷ୍ଣବ ନିଖୋଜ ଥିବା ନେଇ ଗତ ୧୫…