ବନ୍ୟା ପାଣିରେ ଭାସୁଛି ଧାନ ଗଛ, ଶହ ଶହ ହେକ୍ଟର ଜାଷ ଜମିରେ ମାଡ଼ି ଗଲା ବନ୍ୟା ଜଳ
ମହାନଦୀର ବନ୍ୟା ପାଣିରେ ବୁଡ଼ି ଗଲାଣି ଶହ ଶହ ହେକ୍ଟର ଧାନ ଚାଷ ଓ ପରିବା ଫସଲ । ଚିନ୍ତା ଘାରୁଛି ଚାଷୀକୁ । କଣ କରିବ ଏ ଦୁର୍ଦ୍ଦିନରେ । କେତେ କଷ୍ଟ କରି ଏ ଚାଷ କରିଥିଲା । କିନ୍ତୁ ସବୁ ଫସଲରେ ପାଣି ମାଡ଼ି ଯାଇଛି । ଫସଲ ଭଲ ହେଇଥିଲେ ଦୁଇ ପଇସା ରୋଜଗାର କରିଥାନ୍ତା । କିନ୍ତୁ ସବୁକିଛି ଫସର…