Browsing Tag

mahanadi issue

ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି

ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି। ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟର ମହାନଦୀ ପ୍ରକଳ୍ପ ଅନୁଧ୍ୟାନ ସଂପର୍କରେ ଟ୍ରିବ୍ୟୁନାଲଙ୍କ ତିନିଜଣିଆ ଖଣ୍ଡପୀଠଙ୍କୁ ଅବଗତ କରାଇବାର ସମ୍ଭାବନା ରହିଛି। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଦୁଇ ରାଜ୍ୟ ପ୍ରକଳ୍ପ…

ଶୁଷ୍କ ପଡିଛି ମହାନଦୀ, ପୁଣି ବ୍ୟାରେଜକୁ ନେଇ ଉଠିପାରେ ପ୍ରସଙ୍ଗ

ଭୁବନେଶ୍ୱର(କେନ୍ୟୁଜ) : ପୁଣି ଫେରିପାରେ ମହାନଦୀ ପ୍ରସଙ୍ଗ। ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ଗେଟ୍‌ ବନ୍ଦ କରିବା ସହ ବର୍ଷାର ଅଭାବ ଓଡ଼ିଶାରେ ମହାନଦୀକୁ ଶୁଷ୍କ କଲାଣି। ପ୍ରଭାବରେ ହୀରାକୁଦରେ କମିଛି ଜଳସ୍ତର। ବିଗତ କିଛି ବର୍ଷ ଭିତରେ ଅଣମୌସୁମୀ ସମୟରେ ମହାନଦୀରେ ଜଳପ୍ରବାହ ଲଗାତାର ହ୍ରାସ…

ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି ଶେଷ, ଆପୋସ ଆଲୋଚନା ପାଇଁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ପୁଣି ଥରେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଟ୍ରିବୁନାଲଙ୍କ ନିର୍ଦ୍ଦେଶ । ଏନେଇ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ସବୁ ପକ୍ଷଙ୍କୁ ଟ୍ରିବ୍ୟୁନାଲ କହିଛନ୍ତି । ମେ ୧୧ରେ ମାମଲାର ପରବର୍ତ୍ତୀ…

ଓଡ଼ିଶା ଓ ଛତିଶଗଡ଼ରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶା ଓ ଛତିଶଗଡ଼ରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଇଛି। ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ଟ୍ରିବ୍ୟୁନାଲ ଶୁଣାଣି କରିଛନ୍ତି । ଆପୋସ ବୁଝାମଣା ପାଇଁ ପୁଣି ଥରେ ପରାମର୍ଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଓଡ଼ିଶା ଓ ଛତିଶଗଡ଼ର ଇଏଙ୍କୁ…