ମହାନଦୀରେ ଅଘଟଣ: ମଝି ନଦୀରେ ଖରାପ ହେଲା ଇଞ୍ଜିନ, ୨ ଘଣ୍ଟା ଫସିଲା ଡଙ୍ଗା
ପାରାଦୀପ (କେନ୍ୟୁଜ): ମହାନଦୀରେ ଅଘଟଣ। ଇଞ୍ଜିନ ଖରାପ ଯୋଗୁଁ ଦୀର୍ଘ ୨ ଘଣ୍ଟା ଧରି ଫସିଲା ଯାତ୍ରୀବାହୀ ଡଙ୍ଗା। ଅନ୍ୟ ଏକ ଡଙ୍ଗାରେ ଉଦ୍ଧାର ହେଲେ ସମସ୍ତ ଯାତ୍ରୀ। ମହାନଦୀର ବାହାକୁଦ ଘାଟରୁ ଡଙ୍ଗା ଆସୁଥିଲା ପାରାଦୀପ ମୁଷାଡିଆ । ଆବଶ୍ୟକତା ଠାରୁ ଅଧିକ ଲୋକ ଓ ବାଇକ୍ ରହିଥିବାରୁ ଦୀର୍ଘ ସମୟ…