Browsing Tag

Mahanadi Sambalpur

ସମ୍ବଲପୁର ବଡ଼ ବଜାର ମହାନଦୀ ଘାଟରେ ୬ ଯୁବତୀ ବୁଡିଯିବା ଘଟଣା, ୨୪ଘଣ୍ଟା ପରେ ବି ମିଳୁନି ନିଖୋଜ ପିଙ୍କିର ପତ୍ତା

ସମ୍ବଲପୁର(କେନ୍ୟୁଜ୍): ୨୪ଘଣ୍ଟା ପରେ ବି ମିଳୁନି ନିଖୋଜ ପିଙ୍କିର ପତ୍ତା। ସମ୍ବଲପୁର ବଡ଼ ବଜାର ମହାନଦୀ ଘାଟରେ ଗାଧୋଇ ଯାଇଥିବା ୬ ଯୁବତୀଙ୍କ ମଧ୍ୟରୁ ୨୪ଘଣ୍ଟା ପରେ ମଧ୍ୟ ଜଣଙ୍କ ପତ୍ତା ମିଳୁନି। ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ୍‌ ଓ ସ୍ଥାନୀୟ ଯୁବକ ୨ ଦିନ ଧରି ଖୋଜାଖୋଜି ଜାରି…