Browsing Tag

mahanadi

ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ : ପ୍ରଥମ ଦିନରେ ହୀରାକୁଦ ଡ୍ୟାମର କରିବେ ପରିଦର୍ଶନ

ସମ୍ବଲପୁର (କେନ୍ୟୁଜ): ଛତିଶଗଡ ପରେ ଓଡିଶାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳବିବାଦ ମାମଲାର ଅନୁଧ୍ୟାନ କରୁଥିବା ଟ୍ରିବ୍ୟୁନାଲ ଟିମ୍, ଛତିଶଗଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ଓଡିଶାରେ ଅଛନ୍ତି । ଆଜି ଠାରୁ ହୀରାକୁଦ ବନ୍ଧ ପରିଦର୍ଶନ କରିବା ସହ, ପାୱାର ହାଉସ…

ମହାନଦୀରୁ ଉଦ୍ଧାର ହେଲା ମୃତଦେହ, ପରିଚୟ ଅସ୍ପଷ୍ଟ

କଟକ (କେନ୍ୟୁଜ): ମହାନଦୀରେ ମୃତ ଦେହ। ଯୋବ୍ରା ବ୍ଯରେଜ ଗେଟରେ ଲାଗି ଭାସୁଛି ମୃତଦେହ। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଘଟଣା ସ୍ଥଳରେ ଜଗତପୁର ଥାନା ପୋଲିସ ପହଁଚି ଅଧିକ ତଦନ୍ତ କରୁଛି।

ସମ୍ବଲପୁର ମହାନଦୀରେ ଅଘଟଣ: ନଦୀ ସୁଅରେ ଭାସି ବାପା-ପୁଅ ମୃତ, ଝିଅ ନିଖୋଜ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ମହାନଦୀରେ ଅଘଟଣ । ନଦୀ ସୁଅରେ ଭାସି ବାପା-ପୁଅ ମୃତ । ଝିଅ ନିଖୋଜ । ପେନସନ ପଡାର ଗୋଟିଏ ପରିବାର ଏକାଠି ମହାନଦୀର ଦଳେଇପଡ଼ା ଘାଟରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ବାପା ଓ ପୁଅକୁ ଉଦ୍ଧାର କରି ହସ୍ପିଟାଲରେ…

କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁଲେ ଅଧ୍ୟାପକ

କଟକ(କେନ୍ଯୁଜ୍): କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁଲେ ଅଧ୍ୟାପକ। ଭୁବନେଶ୍ବରର ଏକ କଲେଜରେ ଲ୍ୟାବ୍‌ ସହକାରୀ ଭାବେ ସେ କାମ କରନ୍ତି। ସଂପୃକ୍ତ ଅଧ୍ୟାପକ ଜଣଙ୍କ ଚାଉଳିଆ ଗଞ୍ଜର ଦେବାଶିଷ ଦାସ । ତେବେ ଡେଇଁଥିବା ଅଧ୍ୟାପକ ଜଣଙ୍କ ବର୍ତ୍ତମାନ ନିଖୋଜ ଥିବା ସୂଚନା ମିଳିଛି।

ମହାନଦୀ ସିଷ୍ଟମରେ ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା, ଏବେ କୌଣସି ବିପଦ ନାହିଁ

ଭୁବନେଶ୍ବର(କେନ୍ଯୁଜ୍) : ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଲା। ଛୋଟ ଧରଣର ବନ୍ୟା ହୋଇଛି। କୌଣସି ବିପଦ ନାହିଁ। ମୁଣ୍ଡଳୀଠାରେ ୬ଲକ୍ଷ ୬୭ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି। ଗତ ୩ରୁ ୪ ଘଣ୍ଟା ହେଲା ଏଭଳି ସ୍ଥିତି ରହିଛି। ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି।…

ବଢୁଛି ମହାନଦୀ: ଆଜି ମୁଣ୍ଡୁଳୀଠାରେ ପ୍ରବାହିତ ହେବ ୭ରୁ ୮ଲକ୍ଷ କ୍ୟୁସେକ୍‌ ପାଣି, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

କଟକ(କେନ୍ଯୁଜ୍): ବଢୁଛି ମହାନଦୀ । ଆଜି ମୁଣ୍ଡୁଳୀଠାରେ ୭ରୁ ୮ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେବ । ଏହାର ପ୍ରଭାବରେ ମହାନଦୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। ଆଗକୁ ପୂର୍ଣ୍ଣିମା ଥିବାରୁ ବନ୍ୟାଜଳ ସମୁଦ୍ର ଭିତରକୁ ପ୍ରବେଶ କରିବାରେ ସମସ୍ୟା ଉପୁଜିପାରେ । ତେଣୁ ମହାନଦୀର ପଛୁଆ…

ଡରାଉଛି ଲଗାଣ ବର୍ଷା: ବଢୁଛି ମହାନଦୀ ଓ ତାର ଶାଖାନଦୀ

:ଲଗାଣ ବର୍ଷାରେ ବଢୁଛି ମହାନଦୀ ଓ ତାର ଶାଖାନଦୀ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା ସହ ମହାନଦୀ ଅବବାହିକାରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ହୀରାକୁଦ ଜଳଭଣ୍ଡାର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ସୂଚନା ମିଳିଛି । ହୀରାକୁଦ ଜଳଭଣ୍ଡାରରେ ୬୨୪.୪୫ ଫୁଟ…

ଛତିଗଡର ଷଡଯନ୍ତ୍ର ଫଳରେ ଏବେ ଓଡ଼ିଶାକୁ ଆସୁନାହିଁ ଟୋପାଏ ପାଣି: ଶୁଖିବାକୁ ଲାଗିଲାଣି ମହାନଦୀର ମୁଖ୍ୟ ସ୍ରୋତ

ଝାରସୁଗୁଡା :ମହାନଦୀଉପର ମୁଣ୍ଡରେ ଛତିଶଗଡ ସରକାର କଲମା ବ୍ୟାରେଜର ୬୬ଟି ଗେଟରୁ ୬୪ଟି ବନ୍ଦ କରି ସାରିଲେଣି । ଫଳରେ ମହାନଦୀର ଜଳ ସ୍ରୋତ କଲମା ବ୍ୟାରେଜକୁ ପାର କରି ଆଉ ଓଡିଶାକୁ ଆସି ପାରୁନି । କଲମା ବ୍ୟାରେଜର ଉପର ମୁଣ୍ଡରେ(ଛତିଶଗଡ ପଟେ) ପାଣି ଚହଳ ମାରୁଥିବାବେଳେ ତଳ ମୁଣ୍ଡରେ(ଓଡିଶା…

ମହାନଦୀରେ ପାଣି ବଢିବାରୁ ବାଙ୍କୀ ବ୍ଲକ ପ୍ରଭାବିତ, ହୁଳୁହୁଳା ପୋଲ ଉପରେ ୫ଫୁଟର ପାଣି

ବାଙ୍କୀ: ଲଗାଣ ବର୍ଷାରେ ମହାନଦୀରେ ପାଣି ବଢିବାରୁ ଆସି ବାଙ୍କୀ ବ୍ଲକ ପ୍ରଭାବିତ। ହୁଳୁହୁଳା ପୋଲ ଉପରେ ୫ଫୁଟର ପାଣି ଚାଲୁଛି। ବ୍ଲକର ୬ଟି ପଞ୍ଚାୟତର ଲୋକେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ସେହିପରି ଚନ୍ଦ୍ରମା ସେତୁ ଉପରୁ ଏକଫୁଟରୁ ପାଣି ପ୍ରବାହିତ ହେଉଛି। କଇଁମୁଣ୍ଡି ଓ ସାଁପୁର…

ମହାନଦୀରେ ବନ୍ୟାଜଳ ବୃଦ୍ଧି: ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି

ବାଙ୍କୀ : ମହାନଦୀରେ ବନ୍ୟାଜଳ ବୃଦ୍ଧି। ଶାଖା ନଦୀର ବନ୍ୟା ଜଳ ରାସ୍ତା ଉପରେ ଚାଲୁଛି । ପାଖାପାଖି ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। କଟକ ଜିଲ୍ଲାର ବାଙ୍କୀଠାରେ ମହାନଦୀର ବନ୍ୟାଜଳ ଶାଖାନଦୀ ଋଣ ନଦୀରେ ଆସିବା ଦ୍ୱାରା ଡମପଡ଼ା ବ୍ଲକର ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି…

ପିଂପୁର ମହାନଦୀ ଉତ୍ତର ପାର୍ଶ୍ୱ ବନ୍ଧ ନିକଟରେ ଖସିଲା ୧୨ ଶହ ଫୁଟରୁ ଉର୍ଦ୍ଧ୍ୱ ମାଟି ଅତଡ଼ା, ଭୟରେ ଆତଙ୍କିତ ସ୍ଥାନୀୟ…

ମାହାଙ୍ଗା(କେନ୍ଯୁଜ୍): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ପିଂପୁର ମହାନଦୀ ଉତ୍ତର ପାର୍ଶ୍ୱ ବନ୍ଧ ନିକଟରେ ୧୨ ଶହ ଫୁଟରୁ ଉର୍ଦ୍ଧ୍ୱ ମାଟି ଅତଡ଼ା ଖସିଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ମହାନଦୀ ଜଗତପୁର ଉତ୍ତର ବିଭାଗର ଏସ୍‌ଡିଓ ଓ କନିଷ୍ଠ…

ବାଙ୍କୀ : ଆତ୍ମହତ୍ଯାର ସ୍ଥଳୀ ପାଲଟିଛି ମହାନଦୀ, ପୁଣି ନଦୀକୁ ଡେଇଁଲେ ଯୁବକ

ବାଙ୍କୀ(କେନ୍ଯୁଜ୍): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଜାତମୁଣ୍ଡିଆ ହାଇଲେଦଲ ବ୍ରିଜ ଉପରୁ ମହାନଦୀକୁ ଡେଇଁଲେ ଜଣେ ଯୁବକ। ଏଭଳି ଅଭାବନୀୟ ଘଟଣା ଗତକାଲି ମଧ୍ଯରାତ୍ରୀରେ ଘଟିଯାଇଛି। ସୂଚନା ମୁତବାକ ଯୁବକ ଜଣକ ନିଜ ବାଇକରେ ଆସି ବ୍ରିଜରେ ବାଇକ୍ କୁ ରଖି ମହାନଦୀକୁ ଡେଇଁ ଆତ୍ମହତ୍ଯା…