ବହୁ ପୁରାତନ ଶୈବପୀଠ ବୀର ଭଦ୍ରେଶ୍ୱର, ଶିବରାତ୍ରୀ ପାଇଁ ଲାଗିଛି ପ୍ରବଳ ଭିଡ଼
କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକର ବହୁ ପୁରାତନ ଶୈବପୀଠ ହେଉଛି ବୀର ଭଦ୍ରେଶ୍ୱର ଶିବ ମନ୍ଦିର । ଏହି ଶିବ ମନ୍ଦିର ହେଉଛି ମାଲିକ ବର୍ଣିତ ଶିବ ମନ୍ଦିର । ଏହି ଶିବଲିଙ୍ଗ ପାଖରେ ପାତାଳକୁ ବାଟ ଥିବା କୁହନ୍ତି ମନ୍ଦିରର ପୂଜକ ମାନେ । ଆଜି ମହାଶିବରାତ୍ରି ଉପଲକ୍ଷେ ହାଜର ହାଜର ଶ୍ରଦ୍ଧାଳୁ…