କୁସୁପୁର ଗଣହତ୍ୟା ଘଟଣା: ଆଜି ସାଲେପୁର ଜେଏମଏଫସି କୋର୍ଟରେ ହାଜର ହେବ ଅଭିଯୁକ୍ତ ଶିବ ସାହୁ
ମାହାଙ୍ଗା (କେନ୍ୟୁଜ୍): ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଆଜି ଶିବ ସାହୁକୁ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରାଯିବ । ଗତକାଲି ତାର ତିନି ଦିନିଆ ରିମାଣ୍ଡ ଅବଧି ସରିଥିବା ବେଳେ ଡେମୋ ଦେଖାଇଲା ଅଭିଯୁକ୍ତ ଶିବ ସାହୁ । ପଚରାଉଚରା ବେଳେ ଅନେକ କଥା ଜାଣିବାକୁ ପାଇଛି ପୋଲିସ ।…