Browsing Tag

mahanga murder case

ମାହାଙ୍ଗା ଗଣହତ୍ୟା ଘଟଣା : ସତ ଲୁଚାଉଛି କି ଅଭିଯୁକ୍ତ ? ୩ ଦିନିଆ ରିମାଣ୍ଡରେ ଆଣି ତଥ୍ୟ ବାହାର କରିବ ପୋଲିସ

ମାହାଙ୍ଗା (କେନ୍ୟୁଜ): ମାହାଙ୍ଗା କୁସୁପୁର ଗଣହତ୍ୟା ସସପେନ୍ସ ଉପରୁ ପରଦା ହଟିବ । ସତ ଲୁଚାଉଛି କି ଅଭିଯୁକ୍ତ ଶିବ ସାହୁ ? ତାକୁ ରିମାଣ୍ଡରେ ନେଇ ତଥ୍ୟ ବାହାର କରିବ ପୋଲିସ । ଆଜିଠୁ ୩ ଦିନିଆ ରିମାଣ୍ଡରେ ଗଲା ଶିବ। ରିମାଣ୍ଡରେ ନେଇ ଶିବ ମୁହଁରୁ ହତ୍ୟାକାଣ୍ଡ ନେଇ ଅନେକ କଥା ବାହାର କରିବ…

ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହେଲା ଅଭିଯୁକ୍ତ ଶିବ ସାହୁର ଡାକ୍ତରୀ ମାଇନା: କହିଲା ‘ହଠାତ୍‌…

ମାହାଙ୍ଗା (କେନ୍ୟୁଜ): କଟକ ମାହାଙ୍ଗା ଥାନା କୁସୁପୁରରେ ଗଣହତ୍ୟା ଘଟଣା । ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହେଲା ଅଭିଯୁକ୍ତର ଡାକ୍ତରୀ ମାଇନା । ପାରିବାରିକ କଳହକୁ ନେଇ ହତ୍ୟା କରିଛି। ହତ୍ୟା କରିବାକୁ ହଠାତ୍‌ ନିଷ୍ପତ୍ତି ନେଇଥିଲି ବୋଲି ଗଣମାଧ୍ୟମ ଆଗରେ ଅଭିଯୁକ୍ତ ଶିବ ସାହୁ…

ମାହାଙ୍ଗା ଗଣହତ୍ୟା : ଅଭିଯୁକ୍ତ ଶିବ ସାହୁର ପତ୍ନୀ କହିଲେ ହତ୍ୟା ପଛର କାହାଣୀ

ମାହାଙ୍ଗା(କେନ୍ୟୁଜ): ଅଭିଯୁକ୍ତ ଶିବ ସାହୁର ପତ୍ନୀ କହିଛନ୍ତି ହତ୍ୟା ପଛର କାହାଣୀ । ୧୦ ବର୍ଷ ଧରି ମୃତକ ଆମ ପରିବାରକୁ ହଇରାଣ କରୁଥିଲେ । ଶୌଚାଳୟ ଯିବା ପାଇଁ ଚାବି ମାଗିବାକୁ ନେଇ ଶିବ ଓ ତାଙ୍କ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସ୍ୱାମୀ ମୋତେ ଘରେ ବନ୍ଦ କରି ଦେଇଥିଲେ। ପରେ କବାଟ…

ମାହାଙ୍ଗା କୁସୁପୁର ହତ୍ୟାକାଣ୍ଡ : ସିବିଆଇ ତଦନ୍ତ ଦାବି କଲେ ମୃତ ଅଲେଖଙ୍କ ଶ୍ୱଶୁର ଘର ଲୋକେ

ମାହାଙ୍ଗା(କେନ୍ୟୁଜ): ମାହାଙ୍ଗା କୁସୁପୁର ଗାଁରେ ୫ଜଣଙ୍କୁ ବୀଭତ୍ସ ହତ୍ୟା ମାମଲାର ରହସ୍ୟ ଭେଦିବା ପୋଲିସ ପାଇଁ ଏତେ ସହଜ ହେଉ ନାହିଁ। ଅଭିଯୁକ୍ତ ଶିବ ସାହୁର ଡାକ୍ତରୀ ମାଇନା ପରେ ଆଜି ତାକୁ ସାଲେପୁର କୋର୍ଟ ଚାଲାଣ କରାଯିବ। ଅଭିଯୁକ୍ତକୁ ରିମାଣ୍ଡରେ ଆଣି କୁସୁପୁର ଗାଁରେ କ୍ରାଇମ ସିନ୍‌ର…

କୁସୁପୁର ଗାଁରେ ନରସଂହାର ଘଟଣା: ହତ୍ୟାକାରୀ ଶିବ ଏକୁଟିଆ ନା ଆଉ କିଏ? ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍

ମାହାଙ୍ଗା(କେନ୍ୟୁଜ): ମାହାଙ୍ଗା କୁସୁପୁର ଗାଁରେ ନରସଂହାର ଘଟଣାର ରହସ୍ୟ ଭେଦିବା ପୋଲିସ ପାଇଁ ଏତେ ସହଜ ହେଉ ନାହିଁ। ହତ୍ୟାକାଣ୍ଡକୁ ନେଇ ଉପୁଜିଥବା ଅନେକ ପ୍ରଶ୍ନର ଉତ୍ତର ମିଳିନାହିଁ। ହତ୍ୟାକାରୀ ଶିବ ଏକୁଟିଆ ନା ଆଉ କେହି ଏହି ହତ୍ୟାକାଣ୍ଡରେ ସହଯୋଗ କରିଛି। ଗୋଟିଏ ବଖରା ଘରେ ପାଞ୍ଚ…

ମାହାଙ୍ଗା ହତ୍ୟାକାଣ୍ଡ ଘଟଣା : ଜାଣନ୍ତୁ କେମିତି ସାନଭାଇ ରଚିଥିଲା ମର୍ଡର ପ୍ଲଟ୍‌ ?

ମାହାଙ୍ଗା(କେନ୍ୟୁଜ୍): ସମ୍ପତ୍ତି ପାଇଁ ଫିକା ପଡ଼ିଲା ରକ୍ତ ସମ୍ପର୍କ । ସୈତାନ ସାଜିଲା ସାନ ଭାଇ । ବଡ଼ଭାଇର ପୂରା ପରିବାରକୁ ନିପାତ କରିଦେଲା । ମାହାଙ୍ଗା କୁସୁମପୁର ଗାଁରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ । ବଡ଼ ଭାଇ ଘରେ ଶୋଇଥିବା ବେଳେ କଟୁରୀରେ ୫ ଜଣଙ୍କୁ ହାଣି ରକ୍ତର ହୋଲି…

ସୀମା ଟପିଲା ପାରିବାରିକ କଳହ: ବଡ ଭାଇର ପରିବାରକୁ ମାରି ପଦାକଲା ସାନ ଭାଇ, ଘର ଭିତରେ ୫ ମୃତଦେହ

ମାହାଙ୍ଗା(କେନ୍ୟୁଜ୍): ସୀମା ଟପିଲା ପାରିବାରିକ କଳହ। ରକ୍ତ ଭୁଲିଗଲା ରକ୍ତ ସମ୍ପର୍କ। ବଡ ଭାଇ ପରିବାରର ସବୁ ସଦସ୍ଯଙ୍କୁ ମାରି ହତ୍ଯା କଲା ସାନ ଭାଇ। ମାହାଙ୍ଗା କୁସୁପୁରରେ ଏହି ଲୋମଟାଙ୍କୁରା, ନରକୀୟ ହତ୍ୟାକାଣ୍ଡ ଘଟିଛି । କୁସୁପୁର ପଞ୍ଚାୟତର କୁସୁପୁର ଗାଁରେ ଅଭିଯୁକ୍ତ ସାନ ଭାଇ ଶିବ…

ମାହାଙ୍ଗା ଡବଲ ମର୍ଡର ଘଟଣା: IICଙ୍କୁ ସାଲେପୁର ଜେଏମଏଫସିଙ୍କ ନୋଟିସ

କେନ୍ୟୁଜ୍(ବ୍ୟୁରୋ): ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ପୋଲିସ ପୁନର୍ବାର ଦେଇଥିବା ଟାଇମ ପିଟିସନକୁ ଖାରଜ କରିଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ। ତଦନ୍ତକାରୀ ଅଫିସର କୋର୍ଟରେ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ସଂଗୃହିତ ରିପୋର୍ଟ ଦେବା ସହ ବ୍ୟକ୍ତିଗତ ହାଜର ପାଇଁ…