Browsing Tag

mahanga news

ଗାଁ ଦାଣ୍ଡରେ ମା’ ଝିଅଙ୍କୁ ବାନ୍ଧି ମାଡ, ଦର୍ଶକ ସାଜିଲେ ଦେଖଣାହାରୀ

ମାହାଙ୍ଗା(କେନ୍ଯୁଜ୍): କଥାରେ ଅଛି ଜୋର ଯାର୍ ମୁଲକ ତାର।  ଗାଁ ଦାଣ୍ଡରେ ଇଲେକ୍ଟ୍ରିକ ପୋଲରେ ମା ଝିଅଙ୍କୁ ବାନ୍ଧି ମାଡ ମାରିଲେ କିଛି ଗାଁ ଲୋକେ ।  ଆଉ ସବୁ ଘଟୁଥିବା ସମୟରେ କିଏ ଅଟକାଇବ କଣ ଓଲଟି ଦର୍ଶକ ସାଜିଲେ ଦେଖଣାହାରୀ। ପାରିବାରିକ କଳହକୁ ନେଇ ଏପରି ଆଇନ୍ କୁ ହାତକୁ ନେଲେ…

ଆଗ ଗାଁ ରାସ୍ତା ବନାଅ, ନଚେତ ଆମେ ଭୋଟ୍‌ ବର୍ଜନ କରିବୁ

ମାହାଙ୍ଗା (କେନ୍ୟୁଜ) : ଖାଲି ପଚ ପଚ ପାଣି ଆଉ କାଦୁଅ। ଚାଲିବାକୁ ବି ଡର ଲାଗୁଛି। ରାତି ପାହିଲେ ଏହି ପାଣି କାଦୁଅ ରାସ୍ତା ଦେଇ ଯାଆ ଆସ୍‌ କରନ୍ତି ଲୋକେ। ଏ ଚିତ୍ର ଦେଖି ଆପଣ ଭାବୁଥିବେ ଏ କେଉଁ ଦୁର୍ଗମ ଅଞ୍ଚଳର ଦୃଶ୍ୟ ବୋଧେ। କିନ୍ତୁ ନା ଏ ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ କଇଥା…

ମେସିନ୍ ଭଳି କାମ କରୁଛନ୍ତି ଗଣେଶ, ଦୈନିକ ରୋଜଗାର ୧୫ଶହରୁ ଅଧିକ

ମାହାଙ୍ଗା(କେନ୍ଯୁଜ୍): ମେସିନ ଭଳି କାମ କରୁଛି ମଣିଷ। ମେସିନ ଭଳି କାମ କରି ଚର୍ଚ୍ଚାରେ ଅଛନ୍ତି କଟକ ଜିଲ୍ଲା ମାହାଙ୍ଗା ହଳଦିଆ ଅଞ୍ଚଳର ଗଣେଶ ସାମଲ । ଗଣେଶଙ୍କ ବୟସ ୪୦ ହେବ। ବାହୁଙ୍ଗି ଭାରରେ ଏକା ସାଙ୍ଗରେ ୪୦ରୁ ଅଧିକ ଇଟା ବୋହି ସେ ୫ ମହଲା ଛାତ ଉପରକୁ ନେଇପାରୁଛନ୍ତି। ଏହାର ଓଜନ…

ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ୪ ପ୍ରାଣୀ କୁଟୁମ୍ବକୁ ନେଇ ଚିନ୍ତାରେ ଅର୍ଜୁନ

ମାହାଙ୍ଗା (କେନ୍ୟୁଜ) : ରହିବାକୁ ଘର ଖଣ୍ଡେ ନାହିଁ, ପର ଘରେ ସ୍ତ୍ରୀ ପିଲା ଛୁଆଙ୍କୁ ନେଇ ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ଜଣେ ଦିବ୍ୟାଙ୍ଗ। ୧୦ ବର୍ଷ ଧରି ନିଜର ବାସଗୃହ ନଥିବାରୁ ପର ଘରେ ରହୁଛନ୍ତି ଦିବ୍ୟାଙ୍ଗ ଅର୍ଜୁନ ପାତ୍ର। ସରକାରଙ୍କର ଅନେକ ଯୋଜନା ରହିଛି, କିନ୍ତୁ ଏହି ଲାଭ ପାଇବାର…

ସ୍ବାମୀ କହୁଛି ଅପହରଣ, ସ୍ତ୍ରୀ କହୁଛି ମୁଁ ନିଜ ଇଚ୍ଛାରେ ଆସିଛି: ଘର କଳି ଏବେ ଗାଁ ଦାଣ୍ଡରେ

ମାହାଙ୍ଗା: ସ୍ବାମୀ କହୁଛି ସ୍ତ୍ରୀକୁ ଅପହରଣ କରାଯାଇଛି । ଏପଟେ ସ୍ତ୍ରୀ କହୁଛି ମୁଁ ନିଜ ଇଚ୍ଛାରେ ଆସିଛି। ସ୍ବାମୀ, ସ୍ତ୍ରୀ ଭିତରେ ଚାଲିଥିବା ବିବାଦ ଏବେ ଗାଁ ଦାଣ୍ଡରେ । କଟକ ଜିଲ୍ଲା ମାହାଙ୍ଗା ଥାନା ଶ୍ରୀକୃଷ୍ଣପୁର ପଞ୍ଚାୟତ ପଶୁଲୁଣ୍ଡା ଗ୍ରାମର ସଂଗ୍ରାମ କେଶରୀ ଜେନା।  ପତ୍ନୀ…

ସ୍ବାସ୍ଥ୍ୟ କେନ୍ଦ୍ରର ବିତ ପରିଚାଳକ ଓ ବ୍ଲକ ଅଧକ୍ଷଙ୍କ ମହାନତା: କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସମ୍ପନ୍ନ କଲେ…

ମାହାଙ୍ଗା: କରୋନା ପଜେଟିଭଙ୍କ ମୃତ୍ୟ ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ମୃତକଙ୍କ ପୁଅ,ଝିଅ,ବ୍ଲକ ଅଧ୍ୟକ୍ଷ, ମାହାଙ୍ଗା ମେଡିକାଲ ବିତ ପରିଚାଳକ ଓ ସିକ୍ୟୁରିଟି ଗାର୍ଡ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ l ଶ୍ରୀକୃଷ୍ଣ ପୁର…

ଅନ୍ଧବିଶ୍ୱାସ ନା ଅଲୌକିକ: ଘରସାରା ହୁଙ୍କାମୟ, ପରିବାର ଲୋକଙ୍କ ସହିତ ଗୁପ୍ତରେ ରହୁଛି ଗୋଖର ସାପ !

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୌଡ଼ପଡ଼ା ଡାକବଙ୍ଗଳା ଠାରୁ ଅନତି ଦୂରରେ ଛୋଟିଆ ବସ୍ତିଟିଏ । ଏହି ଗୌଡ଼ପଡ଼ା ଦଳିତ ସାହିର ପାଖାପାଖି ତିରିଶି ପରିବାର ବସବାସ କରିଆସୁଛନ୍ତି। ମାହାଙ୍ଗା ଓ ପଲ୍ଲୀସାହି ଉଭୟ ପଞ୍ଚାୟତର ସୀମାବର୍ତ୍ତୀ ଅଂଚଳରେ ଥିବା ଏହି ବସ୍ତିଟି ଏବେ ପାଲଟିଛି ଚର୍ଚ୍ଚାର…

ଟ୍ୟୁସନ ସାର୍‌ଙ୍କ ମାଡ଼ରେ ଭାଙ୍ଗିଲା ଛାତ୍ରର ହାତ, ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ମାହାଙ୍ଗା: ଟ୍ୟୁସନ ସାର୍‌ଙ୍କ ମାଡରେ ଛାତ୍ର ଗୁରୁତର। ଏଭଳି ଗୁରୁତର ଅଭିଯୋଗ ଆସିଛି କଟକ ଜିଲ୍ଲାର ମାହାଙ୍ଗା ଥାନାକୁ। ଥାନା ଅନ୍ତର୍ଗତ କୋଳିଅଠା ଗାଁରେ ଟ୍ୟୁସନ ସାରଙ୍କ ମାଡ଼ରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର ହୋଇଛି । ଛାତ୍ରର ପିଠିରେ ଦାଗ ପଡିବା ସହ ହାତ ଭାଙ୍ଗି ଯାଇଥିବା ପରିବାର…

ମାହାଙ୍ଗା ଡବଲ ମର୍ଡର ମାମଲା, ଆଉ ଜଣେ ଅଭିଯୁକ୍ତ ଭୁବନେଶ୍ୱରୁ ଗିରଫ

ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢୁଛି ଗିରଫଦାରୀ । ଆଉ ଜଣେ ଅଭିଯୁକ୍ତକୁ ଭୁବନେଶ୍ୱରୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି କୈଳାସ ଖଟୁଆ । ଏପର୍ଯ୍ୟନ୍ତ ମୋଟ୍‌ ୫ ଜଣଙ୍କୁ ବାନ୍ଧିଲାଣି ପୋଲିସ । କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି ପି.କେ ଜେନା ସୂଚନା ଦେଇଛନ୍ତି ।…

ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ୍: ଆତ୍ମହତ୍ୟା ପାଇଁ ଚେଷ୍ଟା କରୁଥିବାବେଳେ ଉଦ୍ଧାର କଲେ ପରିବାର ଲୋକେ, ଅଭିଯୁକ୍ତ…

ମାହାଙ୍ଗା: ନାବାଳିକାଙ୍କର ନଗ୍ନ ଫଟୋ ଭାଇରାଲ୍ କରି ଗିରଫ ହେଲେ ଜଣେ ଯୁବକ। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଂଚାୟତରେ l ପୁରୁଷୋତ୍ତମପୁର ଗ୍ରାମର ବିକ୍ରମ କେଶରୀ ସ୍ୱାଇଁଙ୍କ ନାବାଳିକା ଝିଅର ନଗ୍ନ ଫଟୋ ଲଳିତଗିରି ଗ୍ରାମର ଦୀପକ କୁମାର ନାୟକ ଉଠାଇ ସୋସିଆଲ ମିଡିଆରେ…

ମା’ର ୨ ହଜାର ଟଙ୍କାକୁ ତିନି ବର୍ଷରେ ୨୫ ଲକ୍ଷ କଲେ ଓଡିଆ ଯୁବକ, ଜାଣନ୍ତୁ କେମିତି

ମାହାଙ୍ଗା (କେନ୍ୟୁଜ) : ମାତ୍ର ତିନି ବର୍ଷରେ ଦୁଇ ହଜାର ଟଙ୍କାର ବ୍ୟବସାୟ ପହଞ୍ଚିଛି ୨୫ ଲକ୍ଷ ଟଙ୍କାରେ । ବିଶ୍ୱାସ ହେଉନି ନା ? ହେଲେ ଇଏ ଏକଦମ ସତ କଥା । ଯାହା ସମ୍ଭବ କରି ଦେଖାଇଛନ୍ତି ଜଣେ ଓଡ଼ିଆ ପୁଅ । ବୟସ ବି ଏତେ କମ୍‌ ଯେ ଆପଣ ଆଶ୍ଚର୍ଯ୍ୟ ହେବେ କେମିତି ଏଭଳି କରି ପାରିଲା ଜଣେ…

ଏ ମେଡିକାଲରୁ ସେ ମେଡିକାଲ; ଶେଷରେ ମରିଗଲା ମୋ ପୁଅ, ଏଠି ଦାୟୀ କିଏ ?

କଟକ : ଏ ମା’ର କାନ୍ଦ ଆଉ ତାର କଥା ଜଣାଇଦେଉଛି ଏହି ମାର କେତେ ଦୁଃଖ। ଜୀବନ ବଞ୍ଚାଇବେ ସେ, ମାରିବେ ସେଇ ଡାକ୍ତର। ପରିବାର ଲୋକଙ୍‌କ ଅଭିଯୋଗ ହେଉଛି ଚିନ୍ମୟକୁ ଠିକଣା ସମୟରେ ଚିକିତ୍ସା ମିଳିଲା ନାହିଁ, ତେଣୁ ସେ ମରିଗଲା। କଟକ ଜିଲ୍ଲା ମାହାଙ୍ଗାର ଭଦ୍ରେଶ୍ୱର ଅଞ୍ଚଳର। ଏଇ ଗାଁର ପ୍ରବୋଧ…