Browsing Tag

mahanga surprise boy

ଚର୍ଚ୍ଚାରେ ୯ ବର୍ଷର ବିସ୍ମୟ ବାଳକ, ଯାହାଙ୍କ ମୁହଁରେ ସାରା ବିଶ୍ୱର କରୋନା ଅପଡେଟ୍

ମାହାଙ୍ଗା: ଜଣେ ୯ ବର୍ଷର ବିସ୍ମୟ ବାଳକ । ଯାହାଙ୍କ ମୁହଁରେ ସାରା ବିଶ୍ୱର କରୋନା ଅପଡେଟ୍ l ଅନର୍ଗଳ ତାଙ୍କ ମୁହଁରୁ ବାହାରୁଛି ସାରା ବିଶ୍ୱ ସମେତ ଦେଶ,ରାଜ୍ୟ ଓ ଜିଲ୍ଲାର କରୋନା ସମ୍ବନ୍ଧିୟ ସମସ୍ତ ଖବର। କରୋନାରେ କେତେ ଜଣ ଆକ୍ରାନ୍ତ ହୋଇଛନ୍ତି , କେତେ ସୁସ୍ଥ ଓ କେତେ ଜଣଙ୍କର ମୃତ୍ଯୁ…