Browsing Tag

mahanga

ରାଜନୀତି ରଣାଙ୍ଗନରେ ମାହାଙ୍ଗାର ଏହି ଦମ୍ପତି, ସ୍ତ୍ରୀ ଜିଲ୍ଲା ପାରିଷଦ ସ୍ବାମୀ ସମିତସଭ୍ୟ ପ୍ରାର୍ଥୀ ଭାବେ କରୁଛନ୍ତି…

ମାହାଙ୍ଗା(କେନ୍ୟୁଜ୍): ସବୁ ଆଡେ ଏବେ ପଞ୍ଚାୟତ ରାଜନୀତି ସରଗରମ । ନିଜ ନିଜ ସମର୍ଥକମାନଙ୍କୁ ନେଇ କଟକଣା ଭିତରେ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ସ୍ବାମୀ ଓ ସ୍ତ୍ରୀ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି।…

ଆଖିରେ ପଟି ବାନ୍ଧି ସାଇକେଲ ଚଳାଇବାଠୁ ବହି ପଢ଼ିବା ଯାଏଁ ସବୁ କାମକୁ ଅତି ନିର୍ଭୁଲ ଭାବେ କରିପାରୁଛନ୍ତି ମାହାଙ୍ଗାର…

ମଣିଷ ସାଧନା ବଳରେ ଅସାଧ୍ୟ ସାଧନ କରିଥାଏ। ଆଖିରେ ଦେଖି ମଣିଷ ମଝିରେ ମଝିରେ ଭୁଲ କରିଥାଏ। କିନ୍ତୁ ଆଖି ବନ୍ଦ କରି କିମ୍ବା ଆଖିରେ ପଟି ବାନ୍ଧି ସବୁକିଛି ଠିକ କାମ କରୁଥିବା ପିଲାକୁ ବୋଧେ ଆପଣ କେବେ ଭେଟି ନଥିବେ। ଆଜି ଆସନ୍ତୁ ଜାଣିବା ଏଭଳି ଜଣେ ଛାତ୍ରଙ୍କ ବିଷୟରେ ଯିଏ ଆଖିରେ ପଟି ବାନ୍ଧି…

କଟକ: ବିଲରେ ଘାସ କାଟୁଥିବା ବେଳେ ପଳାଇ ଆସିଲା ହାତୀ, ଶୁଣ୍ଢରେ କଚାଡି ମରିଦେଲା

ମାହାଙ୍ଗା(କେନ୍ୟୁଜ୍): ବିଲରେ ଘାସ କାଟୁଥିବା ବେଳେ ହାତୀ ଆକ୍ରମଣ।  ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ। ମୃତକ ଜଣକ ହେଲେ ଭାଗବତ ବେହେରା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ପଞ୍ଚାୟତର ରାମରାଙ୍ଗ ପାଟସାଇଲୋ ଗାଁରେ ଘଟିଛି  ଏହି  ଅଘଟଣ। ମୃତକ ଜଣଙ୍କୁ  ପଛପଟୁ ହାତୀ ଶୁଣ୍ଢରେ ଟେକି…

କଟକ: ମାହାଙ୍ଗାରେ ନାବାଳିକା ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲା ଯୁବକ

ମାହାଙ୍ଗା(କେନ୍ୟୁଜ୍): ନାବାଳିକାକୁ ପ୍ରଲୋଭନ ଦେଖାଇ ଅପହରଣ ପରେ ବନ୍ଧା ହେଲା ଯୁବକ। ଏହି ଘଟଣା ଆଜି ମାହାଙ୍ଗା ଭଦ୍ରେଶ୍ୱର ଫାଣ୍ଡି ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି । ଖବର ମୁତାବକ ଗତ କାଲି ମାହାଙ୍ଗା ବ୍ଲକ  ହଳଦିଆ ଗ୍ରାମର ଜଣେ ୧୬ ବର୍ଷୀୟା  କଲେଜ ପଢୁଆ ନାବାଳିକାକୁ ଓଳକଣା ଗ୍ରାମର…

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ମାହାଙ୍ଗା ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର

ମାହାଙ୍ଗ (କେନ୍ୟୁଜ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳ ରେ ପ୍ରଭାବିତ ହୋଇଛି କଟକ ଜିଲ୍ଲା।  ସେଥି ମଧ୍ୟରୁ ମାହାଙ୍ଗା ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିସର ଓ ରୋଗୀଙ୍କ ରୁମ୍ ରେ ପାଣି ପଶି ଯାଇଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ଓ ରୋଗୀଙ୍କ ସଂପର୍କୀୟ । ଏପରିକି ରୁମ୍…

ମାହାଙ୍ଗା: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ, ଅନ୍ୟ ଜଣେ ଫେରାର

ମାହାଙ୍ଗା (କେନ୍ୟୁଜ): ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ । କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ଅସଦାରଚରଣ ବେଳର ଭିଡିଓ ଭାଇରାଲ ହୋଇଥିଲା । ଏନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ…

ପ୍ରଶାସନକୁ ଚେତାଇବା ପାଇଁ ପ୍ରତିବାଦ, ରାସ୍ତାରେ ଧାନ ତଳି ରୋଇଲେ ଲୋକେ

ମାହାଙ୍ଗା : ଯିବା ଆସିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ବାରମ୍ବାର କହି କହି ଅଭିଯୋଗ କରି ଏଠାକାର ଲୋକେ ଥକି ଗଲେଣି । ଆଉ ଶେଷରେ ସେମାନେ ଏମିତି ପ୍ରତିବାଦ କରିଛନ୍ତି ଯେ ପ୍ରଶାସନ ଆଖିରେ ନିହାତି ପଡ଼ିବା ଦରକାର । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ପଞ୍ଚାୟତ ଅଡମହେଶପୁର…

ପ୍ରଚଣ୍ଡ ଧୀଶକ୍ତିର ୭ ବର୍ଷର ଶିଶୁ, ଶୁଣି ଶୁଣି ଅନର୍ଗଳ ଗାଇଯାଉଛନ୍ତି ଭାଗବତର ଶ୍ଳୋକ ଆଉ ପଙ୍କ୍ତି

ମାହାଙ୍ଗା (କେନ୍ଯୁଜ୍) : ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ଘରେ ଘରେ ପରିଚିତ । ଏହି ଭାଗବତ ପାଠକଲେ କୋଟି ପୁଣ୍ୟ ମିଳେ ଏହି ବିଶ୍ୱାସରେ ବହୁ ଲୋକ ଏହା ପାଠ କରିଥାନ୍ତି । ମାତ୍ର କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉଷୁମା ଗ୍ରାମର ୭ ବର୍ଷର ଶିଶୁ ଏହି ଭାଗବତକୁ ସୁନ୍ଦର ଭାବେ…

ଘରେ ଅଚାନକ ଲାଗୁଛି ନିଆଁ, ପୋଡ଼ି ଯାଉଛି ଆସବାବପତ୍ର

ମାହାଙ୍ଗା (କେନ୍ୟୁଜ୍‌) : କଟକ ଜିଲ୍ଲା ମାହାଙ୍ଗା ସମସରପୁର ଗ୍ରାମର ଶାନ୍ତିଲତା ମହାନ୍ତିଙ୍କ ଘରେ ଅଚାନକ ନିଆଁ ଲାଗି ଘରର ସମସ୍ତ ଲୁଗାପଟା ପୋଡିଯାଇଥିବା ଦେଖିବାକୁ ମିଳିଛି। କ୍ରମାଗତ ଭାବରେ ୬ ଦିନ ଧରି କେବଳ ଦିନ ସମୟରେ ଅଚାନକ ଭାବେ ନିଆଁ ଲାଗି ଯାଉଛି । ଏପରିକି ଘରର ଖଟ, ଗଦି ଓ…

କଟକ: ପୁଣି ମାହାଙ୍ଗାରେ ଲଜ୍ଜା, ଘରେ କେହି ନଥିବା ବେଳେ ୪ରୁ୫ ଜଣ ବ୍ୟକ୍ତି ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

ମାହାଙ୍ଗା(କେନ୍ୟୁଜ୍):  ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘରେ କେହି ନଥିବା ବେଳେ ୪/୫ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣାଟି ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ । ସ୍ଥାନୀୟ ଅଞ୍ଚଳର ଗଣେଶ୍ୱର ଦଳେଇ ନାମକ ଜଣେ ବ୍ୟକ୍ତିଙ୍କ ସମେତ ଅନ୍ୟ…

ଅପମିଶ୍ରଣ ଅଭିଯୋଗ: ସିଲ୍ ହେଲା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ

ମାହାଙ୍ଗା: ପେଟ୍ରୋଲରେ କେମିକାଲ ମିଶାଇବା ଘଟଣାକୁ ନେଇ ସିଲ ହେଲା ଇଣ୍ଡିଆନ ଅଏଲର ତେଲ ଟାଙ୍କି। ମାହାଙ୍ଗା ଜଳେଶ୍ୱରପୁର ପଞ୍ଚାୟତ ଅଳୀଯୋଡ଼ା ଇଣ୍ଡିଆନ ଅଏଲ ତେଲ ଟାଙ୍କିରେ ଅପମିଶ୍ରିତ ପେଟ୍ରୋଲ ଘଟଣାକୁ ନେଇ ଟାଙ୍କିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କଲା IOCL। ଏଥିସହ ପେଟ୍ରୋଲ ସାମ୍ପୁଲକୁ…