କରୋନା ଡରରେ ଆସିଲେନି କେହି, ଶବ ସତ୍କାର କଲେ ମେଡିକାଲ କର୍ମଚାରୀ ଓ ସ୍ୱେଚ୍ଛାସେବୀ
ମାହାଙ୍ଗା (କେନ୍ୟୁଜ୍) : କରୋନା ଆତଙ୍କରାଜ ଏବେ ସହର ଠାରୁ ଗାଁ ଯାଏ । କିଛି ଦିନ ତଳେ ମାସ୍କକୁ ଅଣଦେଖା କରୁଥିବା ମଣିଷ ଏବେ ମୃତ୍ୟୁକୁ ଦେଖି ଭୟ ପାଉଛି । ହେଲେ ଏଇ ଭୟ ତାକୁ ମାନବିକତା ହରାଇବାକୁ ଯେମିତି ବାଧ୍ୟ କରୁଛି । ବେଳେ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ଆଉ ଆଜି ଘଟିଛି କଟକ…