ସୁରକ୍ଷା ବଳୟରେ ବାଲେଶ୍ବର, ମହରମରେ ବାଜିବନି ଡିଜେ, ଫୁଟିବନି ବାଣ
ବାଲେଶ୍ବର : ମହରମ ପାଇଁ ସୁରକ୍ଷା ବଳୟରେ ବାଲେଶ୍ବର । ସହରରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ଥିବା ବେଳେ ୩ କମ୍ପାନୀ BSF ଯବାନ ମୁତୟନ ଅଛନ୍ତି। ଏହାସହ ୨୫୦ରୁ ଅଧିକ ହୋମଗାର୍ଡ ଏବଂ ୧୫୦ ଜଣ ଅଫିସର ମଧ୍ୟ ମୁତୟନ ହୋଇଛନ୍ତି । ପୂର୍ବରୁ ହୋଇଥିବା ଏକ ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ପାଇଁ…